janatakhabar.in

ଏଣିକି ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ

ଭୁବନେଶ୍ୱର : ଏଣିକି ଫାର୍ମାସିଷ୍ଟମାନେ ରୋଗୀର ଚିକିତ୍ସା କରି ଔଷଧ ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବହୁ ଲାଇସେନ୍ସ ପ୍ରାପ୍ତ ଫାର୍ମାସିଷ୍ଟ ସ୍ୱାଗତ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ଏହା ହେବାର ଥିଲା ବୋଲି କେତେକ କହିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। କେଉଁଠି ଡାକ୍ତର ନାହାଁନ୍ତି ତ ଆଉ କେଉଁଠି ଡାକ୍ତରଖାନାର ଷ୍ଟାଫଙ୍କର ରହିଛି ଅଭାବ। ସେହିପରି କିଛି ମେଡ଼ିକାଲ…

Read More

ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ

ନୂଆଦିଲ୍ଲୀ : ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ । ମଧ୍ୟ ପ୍ରଦେଶର ରିୱା ଜିଲ୍ଲାର ଗଡ଼ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣାଟି ଘିଟିଛ। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ ପୀଡ଼ିତାଙ୍କର ଦୁଇ ଭାଇ । ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ , ଜଣେ ନାବାଳିକାଙ୍କ ସହ ୭ ମାସ ପୂର୍ବେ ଏହି ନୃଶଂସକାଣ୍ଡ  ଘଟିଥିଲା । ଏବେ ଅଭିଯୁକ୍ତଙ୍କର ୧୬ ବର୍ଷିୟା ଭଉଣୀ…

Read More

ସତହେଲା ସୁକୁଟି ସାହୁ ଗୀତ : ଗିରଫ ହେଲା ଫେସ୍‌ବୁକ ଆଞ୍ଜେଲ୍‌ ପ୍ରିୟା

ଭୁବନେଶ୍ୱର : ସୋଶାଲ୍‌ ମିଡ଼ିଆ ଫେସ୍‌ବୁକରେ ବନ୍ଧୁତା । ଆଉ ବନ୍ଧୁତା ଆଗକୁ ବଢ଼ିଲେ ଘରକୁ ଯାଉଥିଲା ପ୍ରସାଦ। ପ୍ରସାଦରେ ନିଶା ମିଶାଇ ଖାଇବାକୁ ଦେଇ ଲୁଟୁଥିଲା। ଏମିତିକା କାହାଣୀ ହେଉଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହାତରେ ଧରାପଡ଼ିଥିବା ଆଉ ଜଣେ ଆଞ୍ଜେଲ୍‌ ପ୍ରିୟାର। ସେ ହେଉଛନ୍ତି ପିଉ ବିଶ୍ୱାସ। ତାଙ୍କୁ ପୁରୀରୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ପଶ୍ଚିମବଙ୍ଗ ନିବାସୀ ପିଉ ବିଶ୍ୱାସ। ସେ ପୁରୀ ବଳିଆପଣ୍ଡାରେ ରୁହନ୍ତି। ସେ ଜଣେ ଚତୁର ମହିଳା। ସୋଶାଲ୍‌…

Read More
janatakhabar.in

ଏହି ୫ଟି ଅଭ୍ୟାସ ପୁରୁଷ ବନ୍ଧ୍ୟା(Infertility)ର କାରଣ !

ବ୍ୟସ୍ତମୟ ଜୀବନରେ ପୁରୁଷ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା କେତେବେଳେ ବନ୍ଦ କରିଦିଅନ୍ତି, ଏହା ସେ ମଧ୍ୟ ଜାଣନ୍ତି ନାହିଁ । ପୁରୁଷମାନଙ୍କର କେତେକ ଖରାପ ଅଭ୍ୟାସ (Men’s bad habits) ସେମାନଙ୍କର ଯୌନ ସ୍ୱାସ୍ଥ୍ୟ (sexual health) ପାଇଁ ଅତ୍ୟନ୍ତ ବିପଜ୍ଜନକ, ଯେଉଁଥିପାଇଁ ସେମାନଙ୍କର ଯୌନ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ । ପୁରୁଷମାନେ ତୁରନ୍ତ ଏହି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରିବା ଉଚିତ୍, ଯାହା ଦ୍ୱାରା ସେମାନେ ସେମାନଙ୍କର ଯୌନାଙ୍ଗର ସ୍ୱାସ୍ଥ୍ୟରେ ଉନ୍ନତି…

Read More
janatakhabar.in

ଟିଭି ପରଦାରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧାର ଗାଥା

ମୁମ୍ବାଇ : ଓଡ଼ିଆ ପୁଅର ବୀରତ୍ୱ ଜାଣିବ ସାରା ଦେଶ । ଷ୍ଟାର ପ୍ଲସରେ ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହୀ’ ।  ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ଗତଶୀଳ କାହାଣୀ । କିପରି ଇଂରେଜଙ୍କ କଠୋର ଆଇନକୁ ବିରୋଧ କରିଥିଲା ପାଇକ ପୁଅ । ସଂଗ୍ରାମରେ ପଛକୁ ନଫେରି ଦେଖାଇଥିଲା ବୀରତ୍ୱ । ଏମିତି କିଛି କାହାଣୀ ଏବେ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇବାର ସୁଯୋଗ । ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ…

Read More
janatakhabar.in

ଡିଜେ ଶବ୍ଦ ପାଇଁ ୨ଘଣ୍ଟା ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର

ପାଟନା: ବିହାର ରାଜଧାନୀ ପାଟ୍‌ନାରେ ଏକ ହୋଟେଲ୍‌ରେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର। ଗାନ୍ଧୀ ମୈଦାନ ଥାନା ଅଧିନସ୍ଥ ନାମୀ-ଗିରାମୀ ହୋଟେଲ ରୁମ୍‌ ନମ୍ବର ୫୧୨ରେ କୋଲକାତାର ଜଣେ ମହିଳା ଆଙ୍କରଙ୍କୁ ଦୁଇଘଣ୍ଟା ଧରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ରାକ୍ଷସଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଆଙ୍କର ଜଣକ ଚିକ୍ତାର ବି କରୁଥିଲେ। ହେଲେ ଏପଟେ ହୋଟେଲ୍‌ରେ ହେଉଥିବା ୩ଟି ବାହାଘରର ମାଙ୍ଗଳିକ ବାଦ୍ୟରେ ମହିଳା ଆଙ୍କର ଚିତ୍କାର କାହାକୁ ଶୁଣାଯାଇନଥିଲା। ଦୁଷ୍କର୍ମକାରୀମାନେ ମଧ୍ୟ…

Read More
janatakhabar.in

ୟୁରିନ୍ ଇନଫେକ୍ସନର କାରଣ ଓ ଘରୋଇ ଉପଚାର

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି…

Read More
janatakhabar.in

ବିଶ୍ୱବିଦ୍ୟାଳୟରେ ଗୁଳିମାଡ ଘଟି ୮ ମୃତ, ୧୪ ଆହତ

ନୂଆଦିଲ୍ଲୀ : ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତତାୟୀଙ୍କ ଆତଙ୍କରାଜ । ଆଖିବୁଜା ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ । ତେବେ ଏଥିରେ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି । ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ । ଏହାସହ କିଛି ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ।…

Read More
janatakhabar.in

ବଡ ଘୋଷଣା : ବେକାରୀଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଏବେ ଫୁଲ ଫର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ଏବେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମିଳୁଛି । ରବିବାର ଉତ୍ତରାଖଣ୍ଡର ହଲଦ୍ବାନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିଓ୍ବାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡ​‌ରେ ଆମ୍‌ ଆଦମୀ ସରକାର ଆସେ ତେବେ ବେକାରୀଙ୍କୁ ରୋଜଗାର ଦିଆଯିବ । ଯେ ପର୍ଯ୍ୟନ୍ତ…

Read More
janatakhabar.in

ଦମ୍ପତିଙ୍କ ସାଇଡ ବିଜିନେସ୍ : ସ୍ତ୍ରୀ ପର ପୁରୁଷଙ୍କ ସହ କରୁଥିଲା ସେକ୍ସ ଓ ସ୍ୱାମୀ ଭିଡ଼ିଓ ବ୍ଲାକମେଲିଂ

ଭୁବନେଶ୍ୱର : ପୋଲିସର ନାକ ତଳେ ଚାଲିଥିଲା ଦେହ ବ୍ୟବସାୟ। କେବଳ ଦେହ ବ୍ୟବସାୟ ନୁହେଁ ବରଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ରେକର୍ଡ଼ କରି ବଡ଼ବଡ଼ିଆଙ୍କ ଠାରୁ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା। ସବୁଠାରୁ ବଡ଼ ବିଡମ୍ବନାର ବିଷୟ ହେଉଛି ଯେ ଏଥିରେ ସମ୍ପୃକ୍ତ ଥିବା ମହିଳା ଜଣଙ୍କୁ ସାହାଯ୍ୟ କରୁଥିଲେ ଖୋଦ୍ ତାଙ୍କ ସ୍ୱାମୀ। ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳରେ ଏହିପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପୋଲିସ ଗିରଫ…

Read More