janatakhabar.in

ପୌର ନିର୍ବାଚନରେ ସଂରକ୍ଷଣ ୫୦% ମଧ୍ୟରେ ରହିବ

ଭୁବନେଶ୍ୱର : ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି। ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।  ସଂଶୋଧିତ ଆଇନ ଅନୁସାରେ ପ୍ରଥମେ…

Read More

ହସ୍‌ପିଟାଲରେ ବନ୍ୟା ଜଳ ପଶି ୧୬ ରୋଗୀ ମୃତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ମଙ୍ଗଳବାର ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ପ୍ରତିଷ୍ଠାନ ପକ୍ଷରୁ ଏହା କୁହାଯାଇଛି ।  ମିଡିଆ ରିପୋର୍ଟ ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବନ୍ୟା ପରିସ୍ଥିତି…

Read More
janatakhabar.in

କେଉଁ କାରଣ ପାଇଁ ହୁଏ କିଡିନ୍ ଫେଲ୍ ?

ମନୁଷ୍ୟ ଶରୀରରେ ୨ ଟି କିଡ୍ନି ରହିଥାଏ । ଏହା ଦେଖିବାକୁ ସିମ୍ବ ମଞ୍ଜି ଭଳି ହୋଇଥାଏ । ଦୁଇଟି କିଡ୍ନି ର ସାଇଜ ସାଧାରଣତ ୯ ରୁ ୧୧ ସେଣ୍ଟିମିଟର ଲମ୍ବ ଏବଂ ୫ ସେଣ୍ଟିମିଟର ତାର ଫିକନେସ । କିଡ୍ନି ଆମ ଶରୀରରେ ବହୁତ କିଛି କାମ କରିଥାଏ । ଆମ୍ଭ ଶରୀରର ବର୍ଜ୍ୟ ବସ୍ତୁ ଯାହା ରହିଅଛି ତାହାକୁ ସେ ନିଷ୍କାସିତ କରିଥାଏ । ଆମ ଶରୀରରେ ଥିବା ସୋଡିୟମ, ପୋଟାସିୟମ, ଫସଫରସ…

Read More
janatakhabar.in

ପାଣି ଜାଦୁ, କାଛୁ, କୁଣ୍ଡିଆର ଘରୋଇ ଉପଚାର

ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ଯା ଅନେକଙ୍କ ଠାରେ ଦେଖିବାକୁ ମିଳିଥାଏ । ବିଶେଷ କରି ପାଣି ଯାଦୁ ଅନେକଙ୍କ ହାତ ପାପୁଲିରେ ହୋଇଥାଏ । ତେବେ ଅନେକ କାରଣରୁ ଏହି ସମସ୍ଯା ଦେଖାଦିଏ । ଶରୀରରେ ଭିଟାମିନର ଅଭାବ, ଅତ୍ୟଧିକ ପରିଷ୍କାର ରହିବା ଦ୍ଵାରା ଏହି ସମସ୍ଯା ସବୁ ଭୋଗ କରିବାକୁ ପଡିଥାଏ । ସେଥିପାଇଁ ଆପଣ ଖାଦ୍ଯରେ ପିତାଜାତୀୟ ଜିନିଷ ଅଧିକ ପରିମାଣରେ ସାମିଲ କରନ୍ତୁ । ଏଥିସହିତ ଆଜି ଆମେ ଆପଣଙ୍କ…

Read More
janatakhabar.in

ଚାଣକ୍ୟ ନୀତି : ସ୍ଵାମୀ ଅଇଁଠା ସ୍ତ୍ରୀ ଖାଇଲେ କଣ ହୁଏ ?

ଆମ ଗୁରୁଜନ ମାନେ କୁହନ୍ତି ମଣିଷକୁ ଶହେ କାର୍ଯ୍ୟ ଛାଡି ପ୍ରଥମେ ଶୟନ କରିବା ଉଚିତ ଓ ହଜାରେ କାର୍ଯ୍ୟ ଥିଲେ ବି ପ୍ରଥମେ ଭୋଜନ କରିବା ଉଚିତ । ଶାସ୍ତ୍ରରେ କିଛି ଏଭଳି ନିୟମ ରହିଛି ଯାହା ପ୍ରତ୍ଯେକ ମନୁଷ୍ୟ ପାଳନ କରିବା ଉଚିତ । ଶାସ୍ତ୍ରରେ ଉଲ୍ଲେଖ ନିୟମ ପାଳନା ନକଲେ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଉପୁଜି ପାରେ । ଯାହା ଆପଣଙ୍କୁ ଆଭାସ ମଧ୍ୟ ହେବନାହିଁ । ଆଜି ଆମେ ଆପଣଙ୍କୁ…

Read More
janatakhabar.in

ଗରୁଡ଼ ପୁରାଣ : ମରିବା ସମୟରେ କେମିତି ହୋଇଥାଏ ଅନୁଭବ ?

ମୃତ୍ୟୁ ହିଁ ଅନ୍ତିମ ସତ୍ୟ। ଏଥିରୁ ଲୋକଙ୍କୁ ଯେତିକି ଡର ଲାଗିଥାଏ, ସେତିକି ହିଁ ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକତା ଭରି ରହିଥାଏ। ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହି ପୁରାଣ ଜନ୍ମ-ମୃତ୍ୟୁ ଏବଂ ଏହା ପରର ଯାତ୍ରା ବିଷୟରେ କହିଥାଏ। ଏଥିରେ ବର୍ଣ୍ଣନା କରାଯାଇଛି କି, ମରିବା ସମୟରେ ବ୍ୟକ୍ତିକୁ କିଭଳି ଅନୁଭବ ହୋଇଥାଏ ଏବଂ ମରିବା ପରେ ବ୍ୟକ୍ତିର ଆତ୍ମା ସହିତ କ’ଣ ହୋଇଥାଏ।…

Read More
janatakhabar.in

ଆଧାରକାର୍ଡରୁ ହଟିବ ବାପା ଓ ସ୍ଵାମୀଙ୍କ ନାମ

ଦେଶରେ ସବୁଠାରୁ ଗୁରୁତ୍ନପୂର୍ଣ୍ଣ ଡକ୍ଯୁମେଣ୍ଟ ମଧ୍ୟରେ ଆଧାର କାର୍ଡ ଅନ୍ଯତମ। ଏବେ ଏହି ଆଧାରକାର୍ଡରେ ଏବେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆଧାର କାର୍ଡରେ ଆପଣ କୌଣସି ଅପଡେଟ୍ କରିବାକୁ ଚାହିଁଲେ ସେଥିରେ ବାପା କିମ୍ବା ସ୍ବାମୀଙ୍କ ସଂପର୍କ ବିଷୟରେ ଲେଖାଯିବ ନାହିଁ। ଆଧାରକାର୍ଡରୁ ଏବେ କୌଣସି ସଂପର୍କର ପରିଚୟ ମିଳିବ ନାହିଁ। ଏହା କେବଳ ପରିଚୟପତ୍ର ଭାବେ ବ୍ଯବହାର କରାଯିବ। ଆଧାର କାର୍ଡରେ ଏବେ ବାପା କିମ୍ବା ସ୍ବାମୀଙ୍କ ନାମ ସ୍ଥାନରେ କେୟାର ଅଫ…

Read More
janatakhabar.in

ଭିଡ଼ିଓରେ ଦେଖନ୍ତୁ : ବୟଫ୍ରେଣ୍ଡ ଫଟୋ ପାଇଁ ଯୁବତୀଙ୍କ ସଂଘର୍ଷ

ନୂଆଦିଲ୍ଲୀ : ବିହାରର ନୱାଦା ସହରର ନଗର ପୋଲିସ ଷ୍ଟେସନ ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଛି ଯୁବତୀ ଏକତ୍ର ହୋଇ ବିଚ୍ ରାସ୍ତାରେ ଜଣେ ନାବାଳିକା ଛାତ୍ରୀଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସହରର ଏକ ବିଦ୍ୟାଳୟ ବାହାରେ ରେକର୍ଡ଼ କରାଯାଇଥିବା କୁହାଯାଉଛି। ଏହି ଘଟଣାରେ ପୀଡିତା ପ୍ରୋଜେକ୍ଟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟରେ ଆବେଦନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାଇ ଛାତ୍ରୀ ଜଣକ…

Read More
janatakhabar.in

ଭିଡିଓରେ ଦେଖନ୍ତୁ : ଯୁବତୀଙ୍କ ଔଧତ୍ୟ !

ନୂଆଦିଲ୍ଲୀ : ଲଖ୍ନୌ  ସହରରେ ଜଣେ ଯୁବତୀ କ୍ୟାବ୍ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଏହି ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶର ବୀଜ୍ନୌର୍ ଜିଲ୍ଲାରେ ଆଉ ଜଣେ ଯୁବତୀଙ୍କ ଔଧତ୍ୟ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ସମାନ ଭାବରେ ଯୁବତୀ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଲଖ୍ନୌରେ ମାଡ଼ ଖାଇବା ପରେ କ୍ୟାବ୍ ଡ୍ରାଇଭର ଚୁପ ରହିଥିଲେ ହେଁ ଏଠାରେ ଯୁବକ ଜଣକ ପାଲଟା ଚପୁଡ଼ା ମାରିଥିବା ଦେଖିବାକୁ ମିଳିଛି।…

Read More