JANATAKHABAR.IN

janatakhabar.in

ସରକାରୀ ଜମିରେ ନେତାଙ୍କ ଜନ୍ମଦିନ : ଭଦ୍ରକ ପୌରାଧ୍ୟକ୍ଷଙ୍କ ସ୍ୱାମୀଙ୍କ ନାଁରେ ଏତଲା

ଭଦ୍ରକ : ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅସିତ ପଟ୍ଟନାୟକ। ବିନା ଅନୁମତିରେ ସମସ୍ତ ଆୟୋଜନ କରିଥିଲେ ଭଦ୍ରକ ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସ୍ୱାମୀ। ସେଥିପାଇଁ ତାଙ୍କ ବିରୋଧରେ ଭଦ୍ରକ ଉପଜିଲ୍ଲାପାଳ ଏତଲା ଦେଇଥିବା ଜଣାପଡିଛି। ଖବର ଅନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଭଦ୍ରକ ସହରର ଆରଏମସି ମାର୍କେଟ୍ କମ୍ପ୍ଲେକ୍ସରେ ଭଦ୍ରକର ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ…

Read More
janatakhabar.in

ଟିଭି ଆଙ୍କରରୁ ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା

ନୂଆଦିଲ୍ଲୀ : ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ। ଟିଭି ଆଙ୍କରରୁ ସେ ବନିଛନ୍ତି ରାଜନେତା। ସୋସିଆଲ ମିଡିଆରେ ତାଙ୍କର ବେଶ୍ ପ୍ରଭାବ ରହିଛି। ଖବର ଅନୁଯାୟୀ ବେରିଲ୍‌ ବନ୍ନେଇସାଙ୍ଗୀ ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ଵୀତା କରିଥିଲେ। ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ମେଘାଳୟ ଅନ୍ତର୍ଗତ ସିଲଂ ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌….

Read More
janatakhabar.in

ବୌଦ୍ଧ ଡିଷ୍ଟିଲେରି ଉପରେ ଆଇଟି ରେଡ଼

ଭୁବନେଶ୍ଵର : ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ। କେବଳ ଓଡ଼ିଶାରେ ନୁହେଁ କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ମଧ୍ୟ ଏକକାଳୀନ ଚଢ଼ଉ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ କୋଲକତାରେ ୨୦୦୮ ଡିସେମ୍ବର ୨୯ରେ ପଞ୍ଜିକୃତ ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ଏକ ମଦ ତିଆରି କାରଖାନା। ଆୟଙ୍କର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ଆୟକର ଟିମ୍‌ କମ୍ପାନୀର ପ୍ରଡକ୍ସନ, ଷ୍ଟକ, ସେଲ୍‌ ଆଦିକୁ…

Read More
janatakhabar.in

ଆଦିବାସୀ ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ବାଲେଶ୍ଵର : ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ଆଦିବାସୀ ମହିଳା ଲକ୍ଷ୍ମୀ ମୁର୍ମୁଙ୍କୁ ଗୁଳିମାଡ଼। ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳିମାଡ଼ କରିଛି। ଏହି ଆକ୍ରମଣ ପରେ ସ୍ଵାମୀ ଓ ପୁଅ ଉଠିପଡିଥିଲେ ହେଁ ଦୁଇଜଣ ବ୍ୟକ୍ତି ଅନ୍ଧାରର ସୁଯୋଗନେଇ ଦୌଡ଼ି ପଳାଇଥିଲେ। ପରିବାର ଲୋକେ ମହିଳାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Read More
janatakhabar.in

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ନେତାଜୀ ବସ୍ ଟର୍ମିନାଲ୍ ଓ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି। ଖବର ଅନୁଯାୟୀ କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯୋଗାଇ ଦିଆଯାଉଛି ଏହି ବସ ଦେବା। ବିମାନବନ୍ଦରରୁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ରହିଛି ଫ୍ଲାଟ୍ ୨୦୦/- ଟଙ୍କା। କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ଟିକେଟ୍ ମୂଲ୍ୟ…

Read More
janatakhabar.in

ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ବୁଧବାର ପାଗ ବଦଳିବ

ଭୁବନେଶ୍ଵର : ସାମୁଦ୍ରିକ ବାତ୍ୟା ମିଗଜୋମ ଆଜି ଆନ୍ଧ୍ର ପ୍ରଦେଶର ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଛୁଇଁଛି। ତେଣୁ ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ମିଗଜୋମ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ନାରାୟଣ ପାଟଣା ଓ ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ହୋଇଛି। ଆସନ୍ତାକାଲି ସୁଦ୍ଧା ପାଗ ବଦଳିବ। ବିଭାଗୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଖୁବ…

Read More
janatakhabar.in

ଭାଇବୋହୂ ଓ ଝିଆରୀକୁ କଟୁରୀରେ ଆକ୍ରମଣ

ସୁକିନ୍ଦା : ପାରିବାରିକ ଗଣ୍ଡଗୋଳକୁ ନେଇ ଭାଇବୋହୂ ଓ ଝିଆରୀକୁ କଟୁରୀରେ ଆକ୍ରମଣ। ଏ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି। ଖବର ଅନୁଯାୟୀ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ସୁକିନ୍ଦା ଅଞ୍ଚଳର ଦିଲ୍ଲୀପ ମହାପାତ୍ର ପୁଅ ଗଣେଶଙ୍କୁ ଆକ୍ରମଣ କରିବା ପାଇଁ କଟୁରୀ ଧରି ଗୋଡାଉଥିଲେ। କିନ୍ତୁ ସାମ୍ନାରେ ପଡ଼ିଯାଇଥିଲେ ସାନଭାଇର ସ୍ତ୍ରୀ ଅମିତା ନାୟକ ଓ ଝିଆରୀ ଲକ୍ଷ୍ମୀପ୍ରିୟା। ସେ ସେମାନଙ୍କୁ ଆକ୍ରମଣ କରିଥିଲେ। ଗାଁ ଲୋକେ ଥାନାକୁ ଖବର ଦେଇ ଦିଲ୍ଲୀପକୁ…

Read More
janatakhabar.in

୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ ହେବ

ନୂଆଦିଲ୍ଲୀ : ଦେଶରେ ନିଷିଦ୍ଧ ହେବ ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌। ଚୀନ୍‌ ପରିଚାଳିତ ଆର୍ଥିକ ଠକେଇର ପର୍ଦ୍ଦାଫାସ ପରେ ଭାରତ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖବର ଅନୁଯାୟୀ ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୱେବସାଇଟ୍‌ ଗୁଡ଼ିକୁ ବ୍ଲକ୍‌ କରିବାକୁ ଗୃହ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛି। ସୂଚନାଯୋଗ୍ୟ ନିକଟରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ବିଜିଏମଆଇ…

Read More
janatakhabar.in

ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ବିଧାୟକଙ୍କ ନିର୍ଦ୍ଦେଶ

ଜୟପୁର : ରାଜରାସ୍ତା କଡ଼ରେ ଚାଲିପାରିବନି ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌। ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ। ଖବର ଅନୁଯାୟୀ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ ଜଣେ ଅଧିକାରୀଙ୍କୁ ଫୋନ୍‌ କରି ରାସ୍ତା କଡ଼ରେ ଥିବା ସମସ୍ତ ନନ୍‌-ଭେଜ୍‌ ଖାଇବା ଦୋକାନ ବନ୍ଦ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ସେ କହିଛନ୍ତି ମୁଁ ଧମକ ଦେଉ ନଥିଲି। ସମସ୍ତ ଅଧିକାରୀଙ୍କୁ ଡାକିଥିଲି। ଜଣେ…

Read More
janatakhabar.in

ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ଼ ହେଲା

ଭୁବନେଶ୍ଵର : ଛାଡହେଲା ଦୀର୍ଘଦିନରୁ ବକେୟା ରହିଥିବା ମୋଟର ଯାନ ଟିକସ ଓ ଜରିମାନା। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଯାହା ଫଳରେ ଟିକସ ଓ ଜରିମାନା ଦେଇନଥିବା ପ୍ରାୟ ୫୦ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ। ଖବର ଅନୁଯାୟୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ଶେଷରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ…

Read More