JANATAKHABAR.IN

janatakhabar.in

ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ସର୍ମ୍ପକର କାରଣ କ’ଣ : ବିଜେପି

ଭୁବନେଶ୍ୱର : ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗ ଚଢଉରେ ବିପୁଳ କଳାଟଙ୍କା ଜବତ ହୋଇଛି। ଏହି ଘଟଣାର ୭ ଦିନ ପରେ ରାଜ୍ୟ ସରକାର କାହିଁକି ଚୁପ ବୋଲି ବିଜେପି ପ୍ରଶ୍ନ କରିଛି। ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ଯେଉଁ କମ୍ପାନୀ ଏହି ମଦ ଭାଟି ସବୁ ଚଲାଉଥିଲା ସେହି କମ୍ପାନୀ ସହିତ ସରକାରଙ୍କର ସର୍ମ୍ପକ କ’ଣ। ୨୦୧୯ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କାହିଁକି…

Read More
janatakhabar.in

ଧାର୍ମିକସ୍ଥଳରେ ଲାଉଡସ୍ପିକର ଉଚ୍ଚ ସ୍ଵରରେ ବାଜିପାରିବନି : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ : ଧାର୍ମିକ ସ୍ଥଳରେ ଉଚ୍ଚ ସ୍ଵରରେ ଲାଉଡସ୍ପିକର ବାଜିପାରିବ ନାହିଁ। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବାପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିବାରୁ ମୁଁ ଦଳୀୟ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ଏହା ହେଉଛି ବିଜେପିର ଚରିତ୍ର ଯାହା ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ସୁଯୋଗ ଦେଇଥାଏ। ମୁଁ ଜଣେ ସେବକ ଭାବରେ ଏହି ଦାୟିତ୍ୱ ନେଇଛି। ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ…

Read More
janatakhabar.in

ନଗଦାରେ ନିଆଁ ଲାଗି ୩ ଶହ କୁଇଣ୍ଟାଲ ଧାନ ଜଳିଗଲା

ଭବାନୀପାଟଣା : ଗୋଲାମୁଣ୍ଡା ତହସିଲ ଉଛଲା ଗାଁର ବାଗପଡ଼ାରେ ଧାନ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୩୦୦ କୁଇଣ୍ଟାଲରୁ ଅଧିକ ଧାନ ଜଳିଯାଇଛି। ଖବର ଅନୁଯାୟୀ ଖଳାରେ ୬ ରୁ ୭ ଜଣ ଚାଷୀ ଧାନ ଗଦା ଦେଇଥିଲେ। ବୁଧବାର କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋଲେ ନିଆଁକୁ ଲିଭାଇବା ପାଇଁ ଆପ୍ରାଣଚେଷ୍ଟା କରି ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳେକୁ ୮୦…

Read More
janatakhabar.in

ସଂସଦ ଅନୁପ୍ରବେଶ ମାମଲାରେ ୬ ଜଣ ସଂପୃକ୍ତ ସଂଦେହ

ନୂଆଦିଲ୍ଲୀ : ଆଜିର ସଂସଦ ଅନୁପ୍ରବେଶ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ୪ଜଣ ଗିରଫ ହୋଇଛନ୍ତି। ଅନ୍ୟମାନେ ଫେରାର ଥିବାରୁ ସେମାନଙ୍କ ଗିରଫ ପାଇଁ ସୁରକ୍ଷା ଏଜେନ୍ସିମାନେ ଉଦ୍ୟମ ଜାରି ରଖିଛନ୍ତି। ଖବର ଅନୁଯାୟୀ ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ୬ ଜଣ ସମ୍ପୃକ୍ତ। ଏମାନଙ୍କ ମଧ୍ୟରୁ ଲୋକସଭା ଭିତରେ ଦୁଇ ଓ ସଂସଦ ବାହାରେ ୨ ଜଣ ଧରାପଡ଼ିଛନ୍ତି। ଅନ୍ୟ ଦୁଇଜଣ ଫେରାର ଥିବାରୁ ସେମାନଙ୍କୁ ଖୋଜା ଚାଲିଛି। କୁହାଯାଉଛି…

Read More
janatakhabar.in

ସ୍ୱାମୀଙ୍କୁ ଛାଡପତ୍ର ଦେବାପରେ କ୍ୟାରିୟରକୁ ନେଇ ସିରିୟସ ଶୁଭାଙ୍ଗୀ

ମୁମ୍ବାଇ : ଲୋକପ୍ରିୟ ଟିଭି ଧାରାବାହିକ ‘ଭାବିଜୀ ଘରପେ ହୈ’। ଏଥିରେ ଅଙ୍ଗୁରି ଭାଉଜ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ୧୯ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଛେଦ ପଡିଛି। କିଛିଦିନ ତଳେ ସ୍ୱାମୀ ପୀୟୁଷ ପୁରେଙ୍କୁ ଛାଡପତ୍ର ଦେଇ ଅଲଗା ହୋଇଛନ୍ତି। ଏବେ କାମକୁ ନେଇ ସେ ସିରିୟସ ଥିବାବେଳେ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ଖବର ଅନୁଯାୟୀ ଶୁଭାଙ୍ଗୀ କହିଛନ୍ତି ମୁଁ ଭାଉଜ ଚରିତ୍ରରେ ଅଭିନୟ କରିବାର ଆଠ ବର୍ଷ ବିତିଗଲାଣି। ବର୍ତ୍ତମାନ…

Read More
janatakhabar.in

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର

ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ବୁଧବାର ସକାଳେ ଶାଶ୍ୱତଙ୍କ ନୟାଗଡ଼ ଦେବୋତ୍ତର କଲୋନୀର ଭଡ଼ାଘର ସମେତ ନୟାଗଡ ସବ୍ ରେଜିଷ୍ଟ୍ରାର ଅଫିସ, କେନ୍ଦ୍ରାପଡ଼ା ଜିଲ୍ଲା ତଳବାରଙ୍ଗ ବାସଗୃହ, କେନ୍ଦ୍ରାପଡ଼ାର ତାଳଗାଁ ପୈତୃକ ଗୃହ, ସମ୍ପର୍କୀୟଙ୍କ ଘର ପେଣ୍ଠ ଓ ଦଳନ୍ତ ଗାଁରେ ଚଢଉ ହୋଇଛି। ଚଢଉ ବେଳେ ଭିଜିଲାନ୍ସ…

Read More
janatakhabar.in

ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ଵର : ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକକୁ ନିସ୍ତୁକ ମାଡ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଭଡରାଗଡ଼ିଆ ଗ୍ରାମରେ ଘଟିଛି। ଯୁବକଙ୍କ ନାଁ ଅଭିମନ୍ୟୁ ବେହେରା। ଖବର ଅନୁଯାୟୀ ଦୁଇବର୍ଷ ତଳେ ଗାଁ’ର ଅଶୋକ ବେହେରାଙ୍କ ଝିଅକୁ ଭଲ ପାଇବାକୁ ନେଇ ସୃଷ୍ଟି ହୋଇଥିଲା। ପରସ୍ପର ମଧ୍ୟରେ ବୁଝାମଣା ପରେ ଏହାର ସମାଧାନ ହୋଇଥିଲା। ବୁଧବାର ସକାଳେ ଅଭିମନ୍ୟୁ ଜେଜେମାଙ୍କ…

Read More
janatakhabar.in

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର : ଆସନ୍ତାବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ଖବର ଅନୁଯାୟୀ ବୁଧବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଫେବ୍ରୁଆରୀ ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ ଓ ୨୮ରେ ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୨୯୯୧ଟି କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ।…

Read More
janatakhabar.in

ଅଗରବତୀ କାରଖାନାରେ ଜିଏସ୍‌ଟି ଚଢ଼ଉ

ବରଗଡ଼ : ବରାହଗୁଡ଼ାର ଏକ ଅଗରବତୀ କାରଖାନା ଉପରେ ଜିଏସ୍‌ଟି ବିଭାଗ ଚଢ଼ଉ କରିଛି। ଏହି କାରଖାନାରେ ପ୍ଲାଷ୍ଟିକ ଚେୟାର, ପୂଜା ଘିଅ ଓ ରାଶି ତେଲ ଆଦି ତିଆରି ହେଉଥିବା ଜଣାପଡ଼ିଥିଲା। ଏନ୍‌ଫୋର୍ସମେଣ୍ଟ କମିସନର୍ ନାଭିଦିତ୍ୟ ନାଏକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ କାରଖାନାର କାଗଜପତ୍ର ଜବତ ସହିତ କଞ୍ଚାମାଲ କେଉଁଠୁ ଆସୁଛି ତାହାର ଖୋଳତାଡ଼ କରାଯାଇଛି।

Read More
janatakhabar.in

ଲୋକସଭା ଦର୍ଶକ ଗ୍ୟାଲେରିରୁ ଡେଇଁ ଗୃହରେ ଦୌଡିଲେ ଦୁଇ ଯୁବକ

ନୂଆଦିଲ୍ଲୀ : ଲୋକସଭା ଆକ୍ରମଣକୁ ଆଜି ୨୨ ବର୍ଷ ପୂରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଶବାସୀଙ୍କୁ ଚକିତ କରିଛି। ଲୋକସଭା ଚାଲିଥିବା ସମୟରେ ଦର୍ଶକ ଗ୍ୟାଲେରିରୁ ଦୁଇଜଣ ଯୁବକ ଭିତରକୁ ଡେଇଁ ଗୃହରେ ଦୌଡ଼ାଦୌଡ଼ି କରିବାରୁ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଯାଇଥିଲା। ଖବର ଅନୁଯାୟୀ ଦୁଇ ଯୁବକଙ୍କୁ କିଛି ସାଂସଦ କାବୁକରି ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଥିଲେ।ଦୁଇ ଯୁବକଙ୍କୁ ପାର୍ଲାମେଣ୍ଟ…

Read More