janatakhabar.in

ମୋଦୀ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ସ୍ଥାନ ପାଇଛନ୍ତି। ଆମେରିକାର କନସଲଟାନ୍ସି ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ର ଏକ ସର୍ଭେରୁ ଏହା ଜଣାପଡିଛି ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆପ୍ରୁଭାଲ୍ ରେଟିଂ ତାଲିକାର ଦ୍ଵିତୀୟ ସ୍ଥାନରେ ଥିବା ନେତାଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି। ଖବର ଅନୁଯାୟୀ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତା ଉପରେ ତଥ୍ୟ…

Read More
janatakhabar.in

ସୂର୍ଯ୍ୟର ନୂଆ ରୂପ ଦେଖାଇଲା ଆଦିତ୍ୟ-ଏଲ୍-୧

ବାଙ୍ଗାଲୋର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଦିତ୍ୟ-ଏଲ୍-୧ ମହାକାଶଯାନର ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଛି। ଖବର ଅନୁଯାୟୀ ଶୁକ୍ରବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି ଏସବୁ ଫଟୋ। ଏହି ସଫଳତା ସୌର ପର୍ଯ୍ୟବେକ୍ଷଣ ଓ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ୨୦୦ରୁ ୪୦୦ ନାନୋମିଟର ପର୍ଯ୍ୟନ୍ତ ତରଙ୍ଗଦୈର୍ଘ୍ୟକୁ କଭର କରୁଥିବା ଏହି ଫଟୋଗୁଡ଼ିକ ସୂର୍ଯ୍ୟର ଫଟୋସ୍ଫିୟର (ପ୍ରକାଶମଣ୍ଡଳ) ଓ କ୍ରୋମୋସ୍ଫିୟର ବିଷୟରେ ଅଭୂତପୂର୍ବ…

Read More
janatakhabar.in

ଟିଏମସି ସାଂସଦ ମହୁଆ ଲୋକସଭାରୁ ବହିଷ୍କୃତ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ଲୋକସଭାରୁ ବହିଷ୍କୃତ। ଏଥିକ୍ସ କମିଟିର ସୁପାରିସ ଆଧାରରେ ତାଙ୍କୁ ବହିଷ୍କୃତ କରାଯାଇଛି। ଖବର ଅନୁଯାୟୀ ଶୁକ୍ରବାର ଲୋକସଭାରେ ଏଥିକ୍ସ କମିଟିର ରିପୋର୍ଟ ଆଗତ କରାଯାଇଥିଲା।ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ ହେଁ ଏହା ଉପରେ ଭୋଟ ହୋଇଥିଲା। ଯାହାକୁ ବିରୋଧକରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକସଭାରୁ ବାହାରି ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା କହିଛନ୍ତି।…

Read More
janatakhabar.in

ମୁଖ୍ୟମନ୍ତ୍ରୀ ବାଛିବାକୁ ୩ ରାଜ୍ୟକୁ ଗଲେ ବିଜେପିର ୯ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ : ସଦ୍ୟତମ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ମିଳିଛି ସଫଳତା। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନି। ସେଥିପାଇଁ ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। କିଏ ହେବ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକଙ୍କ ନିଷ୍ପତ୍ତି ପରେ ଜଣାପଡିବ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଦଳର ସାଧାରଣ ସମ୍ପାଦକ ବିନୋଦ ତାୱେଡ ଓ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନ ପଠାଯାଇଛି। ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର…

Read More
janatakhabar.in

ସାଂସଦ ପଦରୁ ମହୁଆଙ୍କୁ ବହିଷ୍କାର କରିବାକୁ ଏଥିକ୍ସ କମିଟିର ସୁପାରିସ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଅର୍ଥ ଅଭିଯୋଗରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଉ। ଲୋକସଭାରେ ଆଗତ ଏଥିକ୍ସ୍‌ କମିଟି ରିପୋର୍ଟରେ ଏହି ସୁପାରିସ କରାଯାଇଥିବା ଜଣାପଡିଛି। ଖବର ଅନୁଯାୟୀ ଶୁକ୍ରବାର ପ୍ରଶ୍ନକାଳ ପରେ ଗୃହ ମୁଲତବୀ ହୋଇଥିଲା। ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପାନେଲ୍‌ ବା କମିଟିର ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିଲେ ଏଥିକ୍ସ୍‌ କମିଟିର ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର୍‌। ଏଥିରେ ମହୁଆ ମୈତ୍ର କରିଥିବା ସାଙ୍ଘାତିକ ଅପକର୍ମ କଠୋର…

Read More
janatakhabar.in

ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲ୍‌ଦୁହୋମା

ଆଇଜୋଲ୍‌ : ମିଜୋରାମ୍‌ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଜୋରମ୍‌ ପିପୁଲ୍‌ସ୍‌ ମୁଭ୍‌ମେଣ୍ଟ ବା ଜେଡ୍‌ପିଏମ୍‌ ନେତା ଲାଲ୍‌ଦୁହୋମା ଶପଥ ନେଇଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଖବର ଅନୁଯାୟୀ ଶୁକ୍ରବାର ରାଜ୍ୟ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଲାଲ୍‌ଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଜେଡ୍‌ପିଏମର ୧୧ଜଣ ନେତା ମନ୍ତ୍ରୀଭାବେ ଶପଥ ନେଇଛନ୍ତି। ଏହି ଉତ୍ସବରେ ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟର ନେତା ତଥା…

Read More
janatakhabar.in

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ : ତେଲଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ଥ ରେଡ୍ଡୀ। ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଖବର ଅନୁଯାୟୀ ଭଟ୍ଟି ବିକ୍ରମାର୍କା ମଲ୍ଲୁ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଓ ଆଉ ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଉତ୍ତମ କୁମାର ରେଡ୍ଡୀ ରହିଛନ୍ତି। ଏହାଛଡା କ୍ୟାବିନେଟ୍‌ରେ…

Read More
janatakhabar.in

ପାକିସ୍ତାନରୁ ଫେରିଥିବା ଅଞ୍ଜୁଙ୍କ ଯୋଜନା : ପିଲାଙ୍କ ସହ ଦୁବାଇରେ ରହିବେ

ନୂଆଦିଲ୍ଲୀ : ପ୍ରେମ ପାଇଁ ପାକିସ୍ତାନ ପଳାଇଯାଇ ଚର୍ଚ୍ଚାରେ ରହିଥିଲେ ବିବାହିତା ମହିଳା ଅଞ୍ଜୁ। ଗତ ୨୯ ତାରିଖରେ ସେ ଭାରତ ଫେରିବା ପରେ ଏବେ ଦିଲ୍ଲୀରେ ଅଛନ୍ତି। କିନ୍ତୁ ପରିବାର ସହିତ ଯୋଗାଯୋଗ ହୋଇପାରିନି। ଏ କଥା ଅଞ୍ଜୁ କହିଥିବା ବେଳେ ତାଙ୍କର ଭବିଷ୍ୟତ ଯୋଜନା ପିଲାଙ୍କ ସହ ଦୁବାଇରେ ରହିବେ। ହେଲେ ଭାରତୀୟ ସ୍ୱାମୀ ଅରବିନ୍ଦା ନା ପାକିସ୍ତାନର ନସରୁଲ୍ଲାଙ୍କ ସହିତ ରହିବାକୁ ପସନ୍ଦ କରିବେ ସେ ସମ୍ପର୍କରେ କିଛି କହିନାହାନ୍ତି। ଖବର ଅନୁଯାୟୀ…

Read More
janatakhabar.in

କଶ୍ମୀର ବିଧାନସଭାର ଗୋଟିଏ ଆସନ ବୃଦ୍ଧି

ନୂଆଦିଲ୍ଲୀ : କଶ୍ମୀର ବିଧାନସଭାର ଗୋଟିଏ ଆସନ ବୃଦ୍ଧି କରାଯାଉଛି। ଏହି ଆସନଟି ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରବାସୀଙ୍କ ପାଇଁ ସଂରକ୍ଷିତ ରହିବ। ଖବର ଅନୁଯାୟୀ ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ ଉପସ୍ଥାପନ କରିଛନ୍ତି। ଏହାକୁ ଏକ ନୂଆ କାଶ୍ମୀର ବିଲ୍ ବୋଲି ବର୍ଣ୍ଣନା କରି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଗତ ୭୦ ବର୍ଷ ଧରି ଯେଉଁମାନେ ସେମାନଙ୍କ…

Read More
janatakhabar.in

ବିଧାନସଭା ନିର୍ବାଚନ ଜିତିଥିବା ୧୦ ବିଜେପି ସାଂସଦଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ-୨୦୨୩ ଜିତିଛନ୍ତି ୧୦ ଜଣ ବିଜେପି ସାଂସଦ। ଏହି ସଂସଦମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ଖବର ଅନୁଯାୟୀ ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ଛତିଶଗଡର ଗୋମତି ସାଇ, ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍‌ ଓ ଉଦୟ ପ୍ରତାପ ସିଂହ ଅଛନ୍ତି। ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଓ…

Read More