janatakhabar.in

ଦିଲ୍ଲୀ ମେୟର୍‌ ନିର୍ବାଚନରେ ଆପ୍‌ର ଶେଲି ଓବେରୟ ବିଜୟୀ

ନୂଆଦିଲ୍ଲୀ : ଦିଲ୍ଲୀ ମେୟର୍‌ ନିର୍ବାଚନରେ ଆମ ଆଦମି ପାର୍ଟିର ପ୍ରାର୍ଥୀ ଶେଲି ଓବେରୟ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥି ଶିଖା ରାୟ କରିଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର। ସେହିପରି ଡେପୁଟି ମେୟର୍‌ ନିର୍ବାଚନରୁ ବିଜେପିର ସୋନି ପାଲ୍‌ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଆପ୍‌ର ଆଲେ ମହମ୍ମଦ୍‌ ଇକ୍‌ବାଲ୍‌ଙ୍କ ବିଜୟ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‌ଟୁଇଟ୍‌ କରି କହିଛନ୍ତି ଏଥର ଅପ୍ରତିଦ୍ଵନ୍ଦ୍ଵୀ ଭାବେ ବିଜୟୀ ହୋଇ ମେୟର୍‌ ଓ ଡେପୁଟି ମେୟର୍‌ ହୋଇଥିବାରୁ…

Read More
janatakhabar.in

ଓଡ଼ିଶାରେ ମୋଦି ଓ ନବନୀ ମାର୍କା ବିକାଶର ବିକଳ ଚିତ୍ର

ଭୁବନେଶ୍ୱର : ଗଜପତି ଜିଲ୍ଲାର ପଳାଶପଦର ପଂଚାୟତ ଅନ୍ତର୍ଗତ ଡିମ୍ବିରି ପଙ୍କାଳ ଗାଁରେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀମାନେ ନାଳରେ ବାସନ ଧୋଇବା ଓ ଦୁଷିତ ପାଣି ପିଇବା ଚିତ୍ର ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଓଡ଼ିଶା ଶାସନ ବ୍ୟବସ୍ଥାର ବାସ୍ତବ ଚିତ୍ର। ଏହା କହିଛନ୍ତି କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଂଚାନନ ଦାଶ। ଖବର ଅନୁଯାୟୀ ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଂଚାନନ ଦାଶ କହିଛନ୍ତି ରାଜ୍ୟ ସରକାରଙ୍କର…

Read More
janatakhabar.in

ବ୍ରାହ୍ମଣୀରେ ଡଙ୍ଗା ବୁଡ଼ି ୨ ନିଖୋଜ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି ଅଘଟଣ। ଆଜି ସକାଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଦୁଇଜଣ ନିଖୋଜ ଥିବା ଜଣାପଡିଛି। ଖବର ଅନୁଯାୟୀ ଗୁରୁବାର ସକାଳେ ଏକମାଣିଆ ପଞ୍ଚାୟତରୁ ୩୦ଜଣ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ରାଜନଗର କେରଡାଗଡ଼କୁ ଯାଉଥିଲା। କିନ୍ତୁ ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ହେଁ ଘାଟିଆ ସୁଦର୍ଶନ ସ୍ଵାଇଁ ଓ…

Read More
janatakhabar.in

ଦିଲ୍ଲୀରେ ପୁଣି ଭୂମିକମ୍ପ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି ଭୂମିକମ୍ପର ଝଟ୍‌କା ଦୁଇଥର ଅନୁଭୂତ ହୋଇଛି। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ଖବର ଅନୁଯାୟୀ ସୋମବାର ନେପାଳରେ ପୁଣି ୫.୬ ତୀବ୍ରତାର ଭୂକମ୍ପ ହେବା ଦିଲ୍ଲୀରେ ଏହାର ଝଟକା ଅନୁଭୂତ ହୋଇଛି। ଏହାଛଡା ଉତ୍ତରପ୍ରଦେଶର ନଏଡା, ଲକ୍ଷ୍ନୈ ସମେତ ଅନେକ ଜିଲ୍ଲାରେ ତୀବ୍ର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଠାରୁ ୬ କିଲୋମିଟର ଜୁମଲା ଅଞ୍ଚଳରେ ଥିବା କୁହାଯାଉଛି। ସୂଚନାଯୋଗ୍ୟ ନଭେମ୍ବର…

Read More
janatakhabar.in

ଇଣ୍ଡିଆ ମେଣ୍ଟର ଶକ୍ତି ବଢୁଛି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ସକ୍ରିୟ ହେବାରେ ଲାଗିଛି। ମୁମ୍ବାଇରେ ଅନୁଷ୍ଠିତ ହେବ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ ବିରୋଧୀ ଦଳ ଏଥିରେ ସାମିଲ ହୋଇଛନ୍ତି। ବୈଠକରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଶତକାରୀ ସଂଗଠନକୁ ଆମନ୍ତ୍ରଣ କରାଯାଇଥିଲେ ହେଁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଖବର ଅନୁଯାୟୀ ବିରୋଧୀଙ୍କ ମୁମ୍ବାଇ ବୈଠକରେ ପ୍ରଦେଶ ସ୍ତରରେ ମେଣ୍ଟ…

Read More

ମମିତା ହତ୍ୟାକାଣ୍ଡ : ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର : କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପ୍ରେସ୍‌ ବିବୃତ୍ତିରେ ସେ କହିଛନ୍ତି ମମିତା ମେହରେଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି ତାହା ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ୍‌…

Read More
janatakhabar.in

ସମ୍ବଲପୁର : ସକାଳ ୭ରୁ ସଂଧ୍ୟା ୬ଟା କର୍ଫ୍ୟୁ କୋହଳ

ସମ୍ବଲପୁର : ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ସହରରେ ସ୍ଵାଭାବିକ ହେଉଛି ଜୀବନଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି। ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ସହରରେ ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ପ୍ରଶାସନ ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ମୋବାଇଲ ନେଟୱାର୍କ ଆଜିଠାରୁ ୨୨ ତାରିଖ ଦିନ ୧୦ଟା…

Read More
janatakhabar.in

ଅମିଶା ଖାଇଥିଲେ ଚପଲ ମାଡ

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ଅଭିନୀତ ଆଗାମୀ ଫିଲ୍ମ ଚଳଚ୍ଚିତ୍ର ଗଦର-୨ ରିଲିଜ ହେବାକୁ ଯାଉଛି। ସିନେପ୍ରେମୀ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ପ୍ରେକ୍ଷାଳୟରେ ଟିକେଟ୍ ପ୍ରି-ବୁକିଂ ଆରମ୍ଭ ହୋଇଛି। ଖବର ଅନୁଯାୟୀ ଅମିଶା ପଟେଲ କ୍ୟାରିୟର ଆରମ୍ଭରେ ଦୁଇଟି ବଡ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଲେ। ପ୍ରଥମ ହ୍ରିତିକ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର’ ଓ ଦ୍ୱିତୀୟ ଚଳଚ୍ଚିତ୍ରଟି ‘ଗଦର’। ଏହି ଦୁଇଟି ଫିଲ୍ମ ହିଟ୍…

Read More

୭ଟି ନଦୀର ଜଳସ୍ତର ବଢ଼ୁଛି

ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା ଗତ ୧୧ ତାରିଖରୁ ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏବେ ରାଜ୍ୟର ୭ଟି ନଦୀର ଜଳସ୍ତର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଥିବା ବେଳେ ବହୁ ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଖବର ଅନୁଯାୟୀ ନରାଜରେ ମହାନଦୀ ଓ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର…

Read More
janatakhabar.in

୨୨ରେ ଘରୋଇ ବସ୍ ମାଲିକ ସଂଘ ବିଧାନସଭା ଆଗରେ ପ୍ରତିବାଦ କରିବ

ଭୁବନେଶ୍ଵର : ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ଘରୋଇ ବସ୍ ମାଲିକ ସଂଘ ପ୍ରତିବାଦ କରିବ। କଟକରେ ଅନୁଷ୍ଠିତ ସଂଘର ବୈଠକରେ ନିଷ୍ପତ୍ତି ହୋଇଛି ୧୦୦ ଜଣ ବସ୍ ମାଲିକ ପ୍ରତିବାଦରେ ସାମିଲ୍ ହେବେ। ସୂଚନାଯୋଗ୍ୟ ପୂର୍ବରୁ କଳାହାଣ୍ଡି ଭବାନୀପାଟଣାରେ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏଥିରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ଯାଇଥିଲା। ଅଭିଯୋଗ କରାଯାଇଛି…

Read More