JANATAKHABAR.IN

ଆପକୁ ଟାର୍ଗେଟ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼ : ଚମକୌର୍‌ ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଚରଣଜୀତ୍‌ ସିଂହ ଚନ୍ନୀ ଆଜି ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ରାଜ୍ୟପାଳ ବନ୍‌ୱାରିଲାଲ୍‌ ପୁରୋହିତ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଥିଲେନ୍ତି। ପରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଚରଣଜୀତ୍‌ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ମୁଁ ଆମ୍ ଆଦମୀ, ମୁଖ୍ୟମନ୍ତ୍ରୀ ପଦରେ ବସିଥିବାବେଳେ ଅନ୍ୟ ଦଳମାନେ କେବଳ ଆମ୍ ଆଦମୀ ବିଷୟରେ କହୁଛନ୍ତି।…

Read More

ହସ୍ପିଟାଲ‌ ତଦାରଖ ବେଳେ ମାଡ ଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସମୟରେ ହସ୍ପିଟାଲରେ ପହଞ୍ଚି ସମସ୍ୟା ସମ୍ପର୍କରେ ପଚାରି ବୁଝିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବସିଥିବା ବେଳେ ତାଙ୍କୁ ଜଣେ ଗାର୍ଡ ତାଙ୍କୁ ବାଡିରେ ପିଟିଥିଲେ। ସେହି ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ବେଳେ ଶ୍ରୀ ମାଣ୍ଡବ୍ୟ ଘଟଣା ବିଷୟରେ କହିଛନ୍ତି। ମନସୁଖ କହିଛନ୍ତି କିଛିଦିନ ପୂର୍ବେ ପରିଚୟ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଵା ପରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲା। ଏପରିକି ହସ୍ପିଟାଲ…

Read More
janatakhabar.in

ଡିଜେ ଶବ୍ଦ ପାଇଁ ୨ଘଣ୍ଟା ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର

ପାଟନା: ବିହାର ରାଜଧାନୀ ପାଟ୍‌ନାରେ ଏକ ହୋଟେଲ୍‌ରେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର। ଗାନ୍ଧୀ ମୈଦାନ ଥାନା ଅଧିନସ୍ଥ ନାମୀ-ଗିରାମୀ ହୋଟେଲ ରୁମ୍‌ ନମ୍ବର ୫୧୨ରେ କୋଲକାତାର ଜଣେ ମହିଳା ଆଙ୍କରଙ୍କୁ ଦୁଇଘଣ୍ଟା ଧରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ରାକ୍ଷସଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଆଙ୍କର ଜଣକ ଚିକ୍ତାର ବି କରୁଥିଲେ। ହେଲେ ଏପଟେ ହୋଟେଲ୍‌ରେ ହେଉଥିବା ୩ଟି ବାହାଘରର ମାଙ୍ଗଳିକ ବାଦ୍ୟରେ ମହିଳା ଆଙ୍କର ଚିତ୍କାର କାହାକୁ ଶୁଣାଯାଇନଥିଲା। ଦୁଷ୍କର୍ମକାରୀମାନେ ମଧ୍ୟ…

Read More
janatakhabar.in

ୟୁରିନ୍ ଇନଫେକ୍ସନର କାରଣ ଓ ଘରୋଇ ଉପଚାର

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି…

Read More
janatakhabar.in

ବିଶ୍ୱବିଦ୍ୟାଳୟରେ ଗୁଳିମାଡ ଘଟି ୮ ମୃତ, ୧୪ ଆହତ

ନୂଆଦିଲ୍ଲୀ : ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତତାୟୀଙ୍କ ଆତଙ୍କରାଜ । ଆଖିବୁଜା ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ । ତେବେ ଏଥିରେ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି । ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ । ଏହାସହ କିଛି ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ।…

Read More
janatakhabar.in

ପ୍ରେମିକାକୁ ୧୦ ବର୍ଷ ଲୁଚାଇ ରଖିବା ପରେ ବିବାହ

ନୂଆଦିଲ୍ଲୀ : ପ୍ରେମ ମାମଲାରେ ଅନେକ ବିଚିତ୍ର କଥା ଶୁଣିବାକୁ ମିଳେ। ସେହିପରି ଏକ ଘଟଣା କେରଳର ପଲକ୍କଡରେ ଘଟିଛି। ମୂଲ୍ୟବାନ ସାମଗ୍ରୀକୁ ଲୁଚାଇ ରଖିବା ପରି ପ୍ରେମିକାକୁ ଘରେ ୧୦ ବର୍ଷ ଲୁଚାଇ ରଖିଥିଲେ ପ୍ରେମିକ। ପରେ ଦୁହିଁଙ୍କର ବିବାହ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ କେରଳ ପଲକ୍କଡ ସ୍ଥିତ ବୟାଲୁରରେ ଜଣେ ଯୁବତୀ ୧୦ ବର୍ଷ ତଳେ ଗାୟବ ହୋଇଯାଇଥିଲେ। ପରିବାର ଲୋକେ ଖେଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଯୁବତୀ…

Read More

ଆଇଟିଆର୍‌ ଆତଙ୍କବାଦ୍‌ ଲିଙ୍କ୍ : ଡଙ୍ଗାରେ ଟଙ୍କା ଆସୁଥିବା ସନ୍ଦେହ

କଟକ : ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଚାନ୍ଦିପୁର ଆଇଟିଆର୍‌ର ୫ ଜଣ ଠିକା କର୍ମଚାରୀ ଗିରଫ ହେବାଦିନଠାରୁ ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି ବାଂଲାଦେଶରୁ ଜଳପଥରେ ସେମାନଙ୍କ ପାଇଁ ଟଙ୍କା ଡଙ୍ଗାରେ ଆସୁଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗିରଫ ଅଭିଯୁକ୍ତଙ୍କୁ ପୃଥକ ଜେରା କରାଯାଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଆଇଟିଆର୍‌ର ଠିକା କର୍ମଚାରୀ ଈଶ୍ୱର ବେହେରା ୨୦୧୫ରେ ଗିରଫ ହେବାପରେ ତା ନିକଟକୁ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପାକିସ୍ତାନୀ ଆଇଏସ୍‌ଆଇ…

Read More

୧୦ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଛି ସିରିଜ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାରେ ୧୦ ଦିନ ଯାଏଁ ବର୍ଷିବ। ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରି କରିଛି। ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ କହିଛନ୍ତି ବଙ୍ଗୋପସାଗରରେ ଏକାଧିକ ଘୂର୍ଣ୍ଣିବଳୟ ପଛକୁ ପଛ ଦେଖିବାକୁ ମିଳିବ। ଦକ୍ଷିଣ ଚୀନ ସାଗରରୁ ଏହି ଘୂର୍ଣ୍ଣିବଳୟ ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି। ବଙ୍ଗୋପସାଗରକୁ…

Read More

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ପାଠ ଓଡ଼ିଆରେ ପଢାଯିବ। ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଓ ରାଜ୍ୟକୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେଥିପାଇଁ ଓଡିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହେବ ଓ ସଂସ୍ଥା ଏକ କମିଟି ଗଠନ କରି ଅନୁବାଦ କାମ ଆରମ୍ଭ କରିବ। ଇଞ୍ଜିନିୟରିଂ ଟର୍ମ ଗୁଡିକରେ ବିଶେଷ ପରିବର୍ତ୍ତନ ହେବନି। କେବଳ ସରଳ ଭାଷାରେ ଅନୁବାଦ…

Read More

ମମତାଙ୍କୁ ଧନ୍ୟବାଦ ଜଣାଇଲେ ବାବୁଲ ସୁପ୍ରିଓ

କୋଲକାତା : ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତକାଲି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର ପ୍ରମୁଖ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥିବାରୁ ବାବୁଲ ସୁପ୍ରିଓ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରବିବାର ସାମ୍ବାଦିକ ସମ୍ମିଳନୀରେ ବାବୁଲ ସୁପ୍ରିଓ କହିଛନ୍ତି ଯଦି ମୁଁ ଏକାଦଶ କିମ୍ବା ପ୍ରଥମ…

Read More