JANATAKHABAR.IN

ବିଜେଡି ନେତା ପ୍ରଣୟ ସାହୁଙ୍କ ନାଁରେ ମାମଲା

ବରଗଡ଼ : ଗାଇସିଲଟ ଥାନା ଏଏସଆଇ ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳା ପୋଲିସ ସମେତ ଏଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏହି ମାମଲା ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ସେପ୍ଟମ୍ବର ୧୬ ତାରିଖରେ ଥାନା ଭିତରେ ଧମକାଇବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ପ୍ରଣୟ ସାହୁ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ…

Read More
janatakhabar.in

ବଡ ଘୋଷଣା : ବେକାରୀଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଏବେ ଫୁଲ ଫର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ଏବେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମିଳୁଛି । ରବିବାର ଉତ୍ତରାଖଣ୍ଡର ହଲଦ୍ବାନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିଓ୍ବାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡ​‌ରେ ଆମ୍‌ ଆଦମୀ ସରକାର ଆସେ ତେବେ ବେକାରୀଙ୍କୁ ରୋଜଗାର ଦିଆଯିବ । ଯେ ପର୍ଯ୍ୟନ୍ତ…

Read More
janatakhabar.in

ଝାଡୁ ସହିତ ଜଡିତ କିଛି ନିୟମ

ଝାଡୁ ଆମ ଘରୁ ମଇଳା ଓ ଆବର୍ଜନା ବାହାର କରି ଘରକୁ ସଫା ରଖିବାରେ ସାହାଯ୍ୟ କରେ । ଯେଉଁ ଘରେ ସ୍ଵଚ୍ଛତା ରୁହେ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ । ସେଥିପାଇଁ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ସହ ଜଡିତ କିଛି ଉପାୟ ଜଣାଇବୁ । ଯାହା ଦ୍ଵାରା ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ…

Read More
janatakhabar.in

ଆଇସିୟୁରେ କେମିତି ହୁଏ ଚିକିତ୍ସା ?

ଆଇସିୟୁ (ICU) କ’ଣ ? ଆଇସିୟୁର ଅର୍ଥ ହେଉଛି ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌। ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଏ। ଏହି ସ୍ୱତନ୍ତ୍ର ଓ୍ୱାର୍ଡରେ ରୋଗୀଙ୍କୁ ଅଭିଜ୍ଞ ଡାକ୍ତର ତଥା ନର୍ସମାନେ ନିରନ୍ତର ଭାବେ ମନିଟର କରିଥାଆନ୍ତି। ରୋଗୀର ହାର୍ଟ ରେଟ୍‌, ରକ୍ତଚାପ, ୟୁରିନ୍‌ ତଥା ଅନ୍ୟାନ୍ୟ ଜିନିଷକୁ ପ୍ରତି ମୁହୂର୍ତ୍ତରେ ମନିଟର କରାଯାଏ। ଆଇସିୟୁରେ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତର ତଥା ସ୍ୱତନ୍ତ୍ର ନର୍ସଙ୍କୁ ଛଡ଼ା ଯାଇଥାଏ। ତ’ଛଡ଼ା ଅନ୍ୟ କାହାକୁ ଛଡ଼ା…

Read More

ଚରଣଜିତ୍‌ ସିଂହ ଚନ୍ନି ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ୍‌ ସିଂହ ଚନ୍ନି। ଗତକାଲି କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏହି ଚଉକିରେ ବସିବା ପାଇଁ ଅନେକଙ୍କ ନାମ ଶୁଣାଯାଉଥିଲା। କିନ୍ତୁ କଂଗ୍ରେସ ହାଇକମାଣ୍ଡ ରବିବାର ଚରଣଜିତ୍‌ ସିଂହ ଚନ୍ନିଙ୍କ ନାଁ’ରେ ମୋହର ମାରିଥିବା ଜଣାପଡିଛି।

Read More

କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୨୦ରୁ ଶ୍ରେଣୀଗୃହରେ ପାଠ ପଢିବେ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖଠାରୁ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହେବ। କରୋନା କଟକଣା ସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। କରୋନା ଯୋଗୁଁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।…

Read More

ନାଁ ବଦଳିଲା : ମହିଳାଙ୍କ ପାଇଁ ହେଲା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରାଳୟ

ଆଫଗାନିସ୍ତାନ : ଆଫଗାନିସ୍ତାନର ତାଲିବାନ ଶାସକ ମହିଳା ମନ୍ତ୍ରଣାଳୟର ନାମ ବଦଳାଇ ଦେଇଛି। ଇସଲାମ ଧର୍ମର କଠୋର ବ୍ୟାଖ୍ୟାକୁ କାର୍ଯ୍ୟକାରୀ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏବେ ଏହି ମନ୍ତ୍ରାଳୟ କେବଳ ମହିଳାଙ୍କ ଉପରେ ନଜର ରଖିବ ବୋଲି ଜଣାପଡ଼ିଛି। ତାଲିବାନ ୧୯୯୦ ଦଶକର ସମୟକୁ ଦେଶକୁ ଫେରାଇ ଆଣିଛି। ଯେଉଁ ସମୟରେ ମହିଳାଙ୍କ ଉପରେ ବର୍ବର ପ୍ରତିବନ୍ଧକ ଲଗାଯାଉଥିଲା। ତାଲବାନ ମହିଳା ମନ୍ତ୍ରଣାଳୟକୁ ଏବେ ‘ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରାଳୟ’ ଭାବେ ନାମକରଣ କରିଛି। ଯାହାକୁ…

Read More

୨୭ରେ ଭାରତବନ୍ଦ ପାଇଁ ବାମପନ୍ଥୀ ଦଳର ପ୍ରସ୍ତୁତି

ଖୋର୍ଦ୍ଧା : ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ବାମଦଳ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ଭାରତବନ୍ଦକୁ କିଭଳି ସଫଳ କରାଯିବ ସେଥିପାଇଁ ଆଜି ଦଳ ଗୁଡ଼ିକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିପିଏମ୍ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ କୃଷି ଆଇନ, ଶ୍ରମ ଆଇନ, ବିଦ୍ୟୁତ୍ ଆଇନ, ଜାତୀୟ…

Read More

ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ସନ୍ଧ୍ୟାରେ ହଠାତ ଶରୀରରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ମେଡିକାଲ ନେଇଥିବାବେଳେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି। ୧୯୩୪ ମସିହା ଜୁନ୍‌ ୧୦ ତାରିଖରେ କଟକ ଜିଲ୍ଲାର ଆଠଗଡ଼ ରାଧାନାଥପୁର ଶାସନରେ ମନୋରମା ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡ଼କ୍ତର ରାଧାନାଥ ରଥ ଓ ଧର୍ମପ୍ରାଣା ସାବିତ୍ରୀ ଦେବୀଙ୍କର ସେ ଥିଲେ…

Read More

ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ

ଟିଟିଲାଗଡ଼ : ବଲାଙ୍ଗିର ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ହୋଇଛି। ଖବର ଅନୁଯାୟୀ ସଇଁନ୍ତଲା ବ୍ଲକ ସିଶକେଲା ପଂଚାୟତର ଭୁଏର ପଡା ଗ୍ରାମର ସସ୍ମିତା ତାଣ୍ଡି ସିଂ ବାହାଲି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ଆଜି ସ୍ୱାମୀ ଗୋବିନ୍ଦ ବାଗଙ୍କ ସହ ସେ ସଇଁନ୍ତଳା ଷ୍ଟେଟ ବ୍ୟଙ୍କକୁ ଆସିଥିଲେ। ଘର ଋଣ ବାବଦକୁ ୨ ଲକ୍ଷ ଟଙ୍କା ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ…

Read More