ଚରଣଜିତ୍‌ ସିଂହ ଚନ୍ନି ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ୍‌ ସିଂହ ଚନ୍ନି। ଗତକାଲି କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏହି ଚଉକିରେ ବସିବା ପାଇଁ ଅନେକଙ୍କ ନାମ ଶୁଣାଯାଉଥିଲା। କିନ୍ତୁ କଂଗ୍ରେସ ହାଇକମାଣ୍ଡ ରବିବାର ଚରଣଜିତ୍‌ ସିଂହ ଚନ୍ନିଙ୍କ ନାଁ’ରେ ମୋହର ମାରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button