JANATAKHABAR.IN

janatakhabar.in

୧୬ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଦ୍ୱାରା ଓଡ଼ିଆ ଜାତିର ଆରଧ୍ୟ୍ୟ ଦେବତା ତଥା ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଓ ଅନୀତି କାର୍ଯ୍ୟକୁ କଂଗ୍ରେସ ଘୋର ନିନ୍ଦା କରିଛି। ଏଥିସହ ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି, ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ। ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ। ଏସବୁ ଦାବିନେଇ ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ ଓ ପୁରୀ ଜିଲ୍ଲା କଂଗ୍ରେସ…

Read More
janatakhabar.in

ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘର ଶତାଧିକ କର୍ମକର୍ତ୍ତା ବିଜେପିରେ ଯୋଗଦେଲେ

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘ ଓ ସଡକ ପରିବହନ ସଂଘର ଶତାଧିକ କର୍ମକର୍ତ୍ତା ଅଟୋ ମହାସଂଘର ସାଧାରଣ ସମ୍ପାଦକ ଅଜିତ ଦାସଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଶ୍ରୀ ମହାନ୍ତି ଦଳୀୟ ଉତରୀୟ ଓ ଟୋପି…

Read More
janatakhabar.in

ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ଵପୂର୍ଣ୍ଣ। ମାଆମାନେ ଭଲ କାମ କରୁଛନ୍ତି। ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତି। ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି। ୧୫ ହଜାର ମାଆ ପାଇଛନ୍ତି ସ୍କୁଟର। ଆଗକୁ ଆଉ ୨ ଲକ୍ଷ ମାଆ ସ୍କୁଟର…

Read More
janatakhabar.in

ବ୍ୟାଙ୍କମିତ୍ର ଭାବେ ପୁଣି କାର୍ଯ୍ୟ କରିବେ ଭାରତୀ ସିଂହ

ବାରିପଦା : ମୟୂରଭଂଜର ଆଦିବାସୀ ମହିଳା ତଥା ବ୍ୟାଙ୍କମିତ୍ର ଭାରତୀ ସିଂହ ଚାକିରି ଫେରିପାଇଲେ। ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା। ସେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକରେ କାମ କରୁଥିଲେ। ଏବେ ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଏଲଏଫ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ଭାରତୀ ସିଂହ ଚାକିରି ହରାଇବା ପରେ କୋର୍ଟକୁ ଯିବେ ବୋଲି ଧମକ ଦେଇଥିଲେ। ଚାକିରିରେ ଯୋଗ ଦେବାକୁ ଚିଠି ଆସିବା ପରେ ସେ ଖୁସି…

Read More
janatakhabar.in

ବିହାରକୁ ବିଭାଜନ କରିବାରେ ଲାଗିପଡିଛନ୍ତି ନୀତୀଶ : ଆରସିପି ସିଂହ

ପାଟନା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଆରସିପି ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଜାତି ଗଣନା ରିପୋର୍ଟ ଠିକ ନୁହେଁ। ନୀତୀଶ ବିହାରକୁ ବିଭାଜନ କରିବା ଭଳି କାମ କରିଛନ୍ତି। ଆରସିପି ସିଂ କହିଛନ୍ତି ୨୦୦୫ରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବା ସମୟରେ ବିହାର ଦିବସ ପାଳନ କରାଯାଇଥିଲା। ଏହାଦ୍ୱାରା ବିହାରର ଲୋକମାନେ ସେମାନଙ୍କର ବିହାରୀ ଆତ୍ମାକୁ ଜାଗ୍ରତ କରିବା ସହିତ ରାଜ୍ୟ ବିଷୟରେ ଚିନ୍ତା…

Read More
janatakhabar.in

୫ ଦିନ ପାଗ ଶୁଖିଲା ରହିବ : ବଢ଼ିବ ତାତି

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିତି ଅନୁକୂଳ ରହିଛି। ସେହିପରି ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳ ସମେତ କର୍ଣ୍ଣାଟକ, ତେଲେଙ୍ଗାନା. ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶରୁ ଆସନ୍ତା ଦୁଇଦିନ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏବେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଫଳରେ…

Read More
janatakhabar.in

ଆନନ୍ଦପୁର ଲେଖକ ସମବାୟ ସମିତିର ଦ୍ଵାଦଶ ବାର୍ଷିକ ଉତ୍ସବ

ଘସିପୁରା : ଆନନ୍ଦପୁର ଲେଖକ ସମବାୟ ସମିତିର ଦ୍ଵାଦଶ ବାର୍ଷିକ ଉତ୍ସବ ଓ ସମ୍ମିଳନୀ ଗୃହର ଶିଳାନ୍ୟାସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଘଷିପୁରା ତହସିଲଦାର ପତିତପାବନ ଦେବତା ଯୋଗ ଦେଇ ସମିଳନୀ ଗୃହର ଶିଳାନ୍ୟାସ କରିଥିଲେ। କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ତଥା ସମିତିର ସଭାପତି ଅନୀଲ କୁମାର ସେଠୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ…

Read More
janatakhabar.in

କନକ ମଞ୍ଜରୀ କଲେଜ ଅଧ୍ୟକ୍ଷ ନିଲମ୍ବିତ

ଘସିପୁରା : ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କଲେଜ ପରିଚାଳନା କମିଟି ସଭାପତି ଦିଲୀପ ଦାସ ପତ୍ର ସଂଖ୍ୟା ୧୨ ମାଧ୍ୟମରେ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସୁପାରିସ କ୍ରମେ କଲେଜ ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଖବର ଅନୁଯାୟୀ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ…

Read More
janatakhabar.in

ଭାରତ ଉପରେ ଇସ୍ରାଏଲ ପରି ଆକ୍ରମଣର ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ : ଭାରତ ଉପରେ ଇସ୍ରାଏଲ ପରି ଆକ୍ରମଣ କରାଯିବ। ଏହି ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌। ଖବର ଅନୁଯାୟୀ ଭାରତରେ ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସର ମୁଖ୍ୟ ପନ୍ନୁନର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ପନ୍ନୁନ୍‌ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ-ପାଲେଷ୍ଟାଇନ ବିବାଦରୁ ଶିକ୍ଷା ଲାଭ କରିବା ଉଚିତ୍‌। ପଞ୍ଜାବରୁ ପାଲେଷ୍ଟାଇନ ଯାଏ ବେଆଇନ ଦଖଲ ଅଧୀନରେ ଥିବା ଲୋକମାନେ ଏବେ ପ୍ରତିକ୍ରିୟା ପ୍ରକାଶ କରିବେ। ଭୟଙ୍କର…

Read More
janatakhabar.in

କୁମାରପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ୬ଟି ରାଶି ପାଇଁ ଶୁଭ

ଚଳିତମାସ ୨୮ ତାରିଖ କୁମାରପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତି ୧ ଘଣ୍ଟା ୪ ମିନିଟ ୫୫ ସେକେଣ୍ଡ। ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ। ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକ ତ୍ୟାଗ, ଅନ୍ନ…

Read More