janatakhabar.in

ବାଙ୍ଗିରିପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ବ୍ରେକ୍ ଫେଲ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ପୋଲିସ ଭ୍ୟାନ୍‌ କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ବ୍ରେକ୍‌ ଫେଲ୍‌ ହେବାରୁ ଆଗରେ ଥିବା ଏକ ଟ୍ରକ୍‌ରେ ପିଟି ହୋଇଥିଲା। ଗାଡ଼ିରେ ପ୍ରାୟ ୨୦ ଜଣ ପୋଲିସ ଡ୍ୟୁଟିରେ ଯାଉଥିଲେ ବୋଲି ଜଣାପଡିଛି।

Read More
janatakhabar.in

ଆତଙ୍କବାଦୀର ପତ୍ନୀକୁ ସ୍କୁଲରୁ ବିଦାକଲେ କର୍ତ୍ତୃପକ୍ଷ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାରୁ ଗିରଫ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀର ଚାକିରି ଯାଇଛି। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ଜଣାପଡିଛି। ଖବର ଅନୁଯାୟୀ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀ ନେଉଳପୁର ନିକଟ ମିଲତନଗର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ଵାମୀଙ୍କର ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତି ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି।

Read More
janatakhabar.in

କେନ୍ଦ୍ରାପଡା : ବ୍ରାହ୍ମଣୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ସୋମବାର ଅପରାହ୍ନରେ ରାଜନଗର ବ୍ଲକର କେରଡାଗଡରେ ହେଲିକପ୍ଟର ଯୋଗେ ପହଞ୍ଚିବା ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ କେରଡାଗଡ ଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଖବର ଅନୁଯାୟୀ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଭି.କେ. ପାଣ୍ଡିଆନ୍ଉ ଦବୋଧନ…

Read More
janatakhabar.in

ସଂସଦର ଶୀତ ଅଧିବେଶନ : ଉଭୟ ଗୃହର ୯୨ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ। କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିବାରୁ ଆଜି ଗୃହ ଚାଲି ପାରିଲାନି। ତିନିଥର ଗୃହ ମୁଲତବୀ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଖବର ଅନୁଯାୟୀ ସୋମବାର ଉଭୟ ଗୃହରୁ ମୋଟ ୭୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଉଭୟ ଗୃହର ୯୨…

Read More
janatakhabar.in

ସମ୍ପର୍କୀୟ କହିଲେ ଦାଉଦଙ୍କୁ ବିଷ ଦିଆଯାଇନି

ନୂଆଦିଲ୍ଲୀ : ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କୁ ପାକିସ୍ତାନର କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଦାଉଦଙ୍କ ଜଣେ ସମ୍ପର୍କୀୟ ଖଣ୍ଡନ କରିଛନ୍ତି। ତେବେ ଦାଉଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଖବର ପରଠାରୁ ପାକିସ୍ତାନରେ ଇନଣ୍ଟରନେଟ୍ ସେବା ବନ୍ଦ ରହିଛି। ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ୱେବସାଇଟକୁ ନିଷେଧ କରାଯାଇଛି। ଏହାର କାରଣ କ’ଣ ଜଣାପଡିନି। ଖବର ଅନୁଯାୟୀ ଜଣେ ସମ୍ପର୍କୀୟ ଜାତୀୟ ଗଣମାଧ୍ୟମକୁ…

Read More
janatakhabar.in

କୁକୁଡ଼ା ଖାଇବାକୁ ନେଇ ଡବଲ ମର୍ଡର

ରାଉରକେଲା : କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ରକରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ମୃତକ ଦ୍ୱୟ ହେଲେ ଅମାରୂଢି ଗାଁର ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡି। ଖବର ଅନୁଯାୟୀ ଶନିବାର ଅଭିଯୁକ୍ତ ଅମାରୂଢି ଗାଁ’ର ଜୁରା ମୁଣ୍ଡାଏକ ମଲା କୁକୁଡ଼ା ଖାଇବାରୁ ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡିଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଜୁରା ସେଦିନ ରାତିରେ ଟାଙ୍ଗିଆରେ…

Read More
janatakhabar.in

ବିଭିନ୍ନ ବିଭାଗର ବିଫଳତା ହେଉଛି ୫-ଟି ଓ ଆମ ଓଡ଼ିଶା : ବିଜେପି

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ “ଓଡ଼ିଶା ରୂପାନ୍ତରୀକରଣ”ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ଘରେ ନପଶୁଣୁ ଚାଳ ବାଜିଲାଣି, ଆଗକୁ କ’ଣ ହେବ ? ଯଦି ୨୩ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଖବର ଅନୁଯାୟୀ ଶ୍ରୀ ମହାପାତ୍ର…

Read More
janatakhabar.in

ଭୂବନେଶ୍ୱରରେ ଜିଲ୍ଲା କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବ୍ଲକ ଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି। ଏହି ଅବସରରେ ଭୁବନେଶ୍ୱରରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ “ବସ୍ତି ବିକାଶ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା…

Read More
janatakhabar.in

ପ୍ରେମ ପାଇଁ ଭଉଣୀର ତଣ୍ଟିଚିପି ହତ୍ୟା

ନୂଆଦିଲ୍ଲୀ : ପ୍ରେମ କରିବା କାରଣରୁ ଭଉଣୀର ତଣ୍ଟିଚିପି ହତ୍ୟାକଲେ ଦୁଇ ଭାଇ। ଶବକୁ ଫିଙ୍ଗି ଦେଲେ ଗାଜିଆବାଦ କେନାଲ୍‌ରେ। ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲ୍‌ ଟିମ୍‌ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ। ଉତ୍ତର ସନ୍ଦେହଜନକ ମନେ ହେବାରୁ ସେମାନଙ୍କୁ ପୋଲିସ ଜେରା କରିବାରୁ ଜଣାପଡ଼ିଲା ସୁଫିୟାନ୍‌ ଓ ଆରଜଣକ ତାଙ୍କ ସମ୍ପର୍କୀୟ ଭାଇ ମହତାବ। ଗାମୁଛାରେ ଭଉଣୀକୁ ଶ୍ଵାସରୁଦ୍ଧ କରି…

Read More
janatakhabar.in

ଦାଉଦଙ୍କୁ ବିଷ ଦିଆଯାଇଛି : ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ଅବସ୍ଥା ଗୁରୁତର ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବରିଷ୍ଠ ସାମ୍ବାଦିକା ଆରଜୁ କାଜମିଙ୍କର ଏପରି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ ଆରଜୁ କାଜମି କହିଛନ୍ତି ଶୁଣିବାକୁ ମିଳିଛି ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିନ୍ତୁ ଏ ଖବରକୁ…

Read More