janatakhabar.in

ପର-ପୁରୁଷ ସହ ସମ୍ପର୍କ ରଖୁଥିଲେ ମିଳିଥାଏ ଏହି ସବୁ ଦଣ୍ଡ…

{ Gyana Ranjan Swain } ଜଣେ ପୁରୁଷ ତାର ଜୀବନରେ ଯାହା ବି ଖରାପ କାମ କରିଥାଏ ତାକୁ ମୃତ୍ୟୁ ପରେ ନର୍କ ରେ ଭୟାନକ ଦଣ୍ଡ ମିଳିଥାଏ । କିନ୍ତୁ ଯେଉଁ ସ୍ତ୍ରୀ ନିଜ ସ୍ବାମୀର ସେବା କରେ ନାହିଁ, ମିଛ କଥା କହିଥାଏ, ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଥାଏ ତଥା ନିଜ ସ୍ଵାମୀ କୁ ଧୋକା ଦେଇଥାଏ ଏମିତି ସ୍ତ୍ରୀ କୁ ମୃତ୍ୟୁ ପରେ କେଉଁ ଦଣ୍ଡ ମିଳିଥାଏ ଆସନ୍ତୁ…

Read More
janatakhabar.in

ମାର୍କଣ୍ଡ୍ୟ ପୁରାଣ କୁହେ.. କେଉଁ କର୍ମ ପାଇଁ ମଣିଷ ଅନ୍ଧ, କାଲ, ନିସନ୍ତାନ ଓ ଦାରିଦ୍ର୍ୟ ହୋଇଥାଏ

{ Gyana Ranjan Swain } ଦୁନିଆରେ ଅନେକ ପ୍ରକାର ଲୋକ ଦେଖିବାକୁ ମିଳିଥାନ୍ତି । ସବୁ ଲୋକ ସମାନ ହୋଇନଥାନ୍ତି । ସେଥିମଧ୍ୟରୁ କାହାର ହାତ, କାହାର ଗୋଡ ଆଉ କାହାର ଆଖି ମଧ୍ୟ ନଥାଏ । ଏପରି ମଧ୍ୟ କିଛି ଲୋକ ଅଛନ୍ତି । ଯେଉଁ ମାନେ ଦିନକୁ ୨ ବେଳା ଖାଇବାକୁ ମଧ୍ୟ ପାଇନଥାନ୍ତି । ସେଥିପାଇଁ ଅନେକ ଲୋକ ଭଗବାନଙ୍କୁ ଦୋଷ ଦେଇଥାନ୍ତି । ଯେ ଭଗବାନ ଆମକୁ ଏଭଳି ଜନ୍ମ…

Read More
janatakhabar.in

ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାର

ପୌରଣିକ ତଥ୍ୟ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ପ୍ରଥମ ଅବତାର ହେଉଛି ମତ୍ସ୍ୟ ଅବତାର। ସୃଷ୍ଟି ଅନ୍ତ ଅର୍ଥାତ ପ୍ରଳୟ ଆସିବା ପୂର୍ବରୁ ଭଗବାନ ବିଷ୍ଣୁ ଏହି ଅବତାର ହୋଇଥିଲେ। ଭାଗବତ ପୁରାଣରେ କୁହାଯାଇଛି ସତ୍ୟବ୍ରତ ମନୁ ଭଗବାନ ବିଷ୍ଣୁ ଓ ଧର୍ମାତାଙ୍କର ଭକ୍ତ ଥିଲେ। ଥରେ ସତ୍ୟବ୍ରତ ମନୁ ନଦୀ ତଟକୁ ପୂଜା ଓ ତର୍ପଣ କରିବାକୁ ଯିବା ସମୟରେ ତାଙ୍କ କମଣ୍ଡୁଳରୁ ଜଳ ନଦୀର ଧାରାରେ ବୋହି ଏକ ଛୋଟ ସୁନା…

Read More
janatakhabar.in

କାହିଁକି କାର୍ତ୍ତିକ ମାସରେ ଆମିଷ ଖାଇବା ମନା

ହିନ୍ଦୁ ପାଞ୍ଜି ଅନୁସାରେ ଗୁରୁବାରଠୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଗୁରୁବାର ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି। ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ। ଏହାସହ ଏହି ମାସରେ ତୁଳସୀ ଚଉଁରା ପୂଜାର ମଧ୍ୟ ଅନେକ ମହତ୍ତ୍ୱ…

Read More
janatakhabar.in

ସ୍ଵପ୍ନରେ ପଞ୍ଚମୁଖୀ ହନୁମାନଙ୍କ ରୂପ ଦେଖିଲେ ମିଳେ ଏହି ସଂକେତ

ମଣିଷ ନିଦ୍ରାବସ୍ଥାରେ ଅନେକ ସ୍ଵପ୍ନ ଦେଖେ। ବେଳେ ବେଳେ କେତେକ ଭଗବାନଙ୍କ ସ୍ଵପ୍ନ ଦେଖନ୍ତି। କିନ୍ତୁ ମହାବୀର ହନୁମାନଙ୍କୁ ସ୍ଵପ୍ନରେ ଦେଖିଲେ ମିଳିଥାଏ ବିଶେଷ ସଂକେତ। କୁହାଯାଏ ହନୁମାନଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ। ହନୁମାନଙ୍କୁ ସଙ୍କଟମୋଚନକୁ ପ୍ରସନ୍ନ କରିବାକୁ ମଙ୍ଗଳବାର ହେଉଛି ଉତ୍ତମ ଦିନ। ତେଣୁ ଯଦି କେହି ହନୁମାନଙ୍କୁ ସ୍ୱପ୍ନରେ ଦେଖନ୍ତି ତାହେଲେ ଏହି କାମ ନିଶ୍ଚୟ କରିବା ଉଚିତ। ହନୁମାନଙ୍କ ବାଲ୍ୟ ରୂପ ସ୍ୱପ୍ନରେ ଦେଖିଲେ ସଂକେତ ମିଳିଥାଏ ଆଗାମୀ ଦିନରେ…

Read More
janatakhabar.in

ଚାଣକ୍ୟ ନୀତି : ସ୍ଵାମୀ ଅଇଁଠା ସ୍ତ୍ରୀ ଖାଇଲେ କଣ ହୁଏ ?

ଆମ ଗୁରୁଜନ ମାନେ କୁହନ୍ତି ମଣିଷକୁ ଶହେ କାର୍ଯ୍ୟ ଛାଡି ପ୍ରଥମେ ଶୟନ କରିବା ଉଚିତ ଓ ହଜାରେ କାର୍ଯ୍ୟ ଥିଲେ ବି ପ୍ରଥମେ ଭୋଜନ କରିବା ଉଚିତ । ଶାସ୍ତ୍ରରେ କିଛି ଏଭଳି ନିୟମ ରହିଛି ଯାହା ପ୍ରତ୍ଯେକ ମନୁଷ୍ୟ ପାଳନ କରିବା ଉଚିତ । ଶାସ୍ତ୍ରରେ ଉଲ୍ଲେଖ ନିୟମ ପାଳନା ନକଲେ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଉପୁଜି ପାରେ । ଯାହା ଆପଣଙ୍କୁ ଆଭାସ ମଧ୍ୟ ହେବନାହିଁ । ଆଜି ଆମେ ଆପଣଙ୍କୁ…

Read More
janatakhabar.in

ଗରୁଡ଼ ପୁରାଣ : ମରିବା ସମୟରେ କେମିତି ହୋଇଥାଏ ଅନୁଭବ ?

ମୃତ୍ୟୁ ହିଁ ଅନ୍ତିମ ସତ୍ୟ। ଏଥିରୁ ଲୋକଙ୍କୁ ଯେତିକି ଡର ଲାଗିଥାଏ, ସେତିକି ହିଁ ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକତା ଭରି ରହିଥାଏ। ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହି ପୁରାଣ ଜନ୍ମ-ମୃତ୍ୟୁ ଏବଂ ଏହା ପରର ଯାତ୍ରା ବିଷୟରେ କହିଥାଏ। ଏଥିରେ ବର୍ଣ୍ଣନା କରାଯାଇଛି କି, ମରିବା ସମୟରେ ବ୍ୟକ୍ତିକୁ କିଭଳି ଅନୁଭବ ହୋଇଥାଏ ଏବଂ ମରିବା ପରେ ବ୍ୟକ୍ତିର ଆତ୍ମା ସହିତ କ’ଣ ହୋଇଥାଏ।…

Read More
janatakhabar.in

ରାବଣ ମୃତ୍ୟୁ ପରେ କାହିଁକି ବିଭୀଷଣକୁ ବିବାହ କରିଥିଲେ ମନ୍ଦୋଦରୀ ?

ରାବଣର ମୃତ୍ୟୁ ପରେ କାହିଁକି ନିଜ ଦିଅର ବିଭୀଷଣ କୁ ବିବାହ କରିଥିଲେ ମନ୍ଦୋଦରୀ ? ଆଜି ସାରା ଦେଶରେ ଆନନ୍ଦର ସହିତ ଦଶହରା ପର୍ବ ପାଳନ କରାଯାଉଛି। ଏହି ଦିନ ଭଗବାନ ଶ୍ରୀ ରାମ ରାବଣକୁ ହତ୍ୟା କରି ମାତା ସୀତାଙ୍କ ସହ ଅଯୋଧ୍ୟାକୁ ଆସିଥିଲେ। ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀଙ୍କ ସହିତ କଣ ଘଟିଥିଲା ​​ତାହା ଖୁବ୍ କମ୍ ଲୋକ ଜାଣିଥିବେ। ପ୍ରକୃତରେ, ମନ୍ଦୋଦରୀ ରାବଣଙ୍କ ହତ୍ୟା ପରେ ତାଙ୍କ ସାନଭାଇ ବିଭୀଷଣ ବା…

Read More
janatakhabar.in

ସ୍ୱପ୍ନ ଦ୍ୱାରା ମୃତ ଲୋକ ଦିଅନ୍ତି ଏହି ୩ ସଂକେତ

ସାଧାରଣତଃ ଆମେ ମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଉ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ କରୁଥିବା ପ୍ରାୟ ସବୁ ଗତିବିଧି ର କିଛି ନା କିଛି ଅର୍ଥ ନିଶ୍ଚିତ ରହିଥାଏ। ସେହିପରି ଆମେ ଦେଖୁଥିବା ସ୍ୱପ୍ନ କୁ ନେଇ ଏହା କଣ ଇଙ୍ଗିତ କରୁଛି ତାହା ପୂର୍ବାନୁମାନ କରାଯାଇ ପାରିଥାଏ। ଧ୍ୟାନ ରଖନ୍ତୁ ଯଦି ଆପଣ ସୋଇଥିବା ଅବସ୍ଥାରେ କୌଣସି ବାହାର ଲୋକଙ୍କର ମୃତ୍ୟୁ କୁ ନେଇ ସ୍ୱପ୍ନ ଦେଖିଛନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ…

Read More
janatakhabar.in

ମହାଭାରତର ଅଦ୍ଭୁତ ରହସ୍ୟ

ଆପଣ ମାନେ ମାହାଭାରତ ବିଷୟ ବହୁତ ଭଲ ଭାବରେ ଶୁଣିଥିବେ , କିନ୍ତିୁ ଏପରି ବହୁତ ଲୋକ ରହିଛନ୍ତି ଯେଉଁମାନେ କି ମହାଭାରତ ର ଯୁଦ୍ଧ୍ୟ ଯୋଡିତ ବହୁତ ରହସ୍ୟ ଜାଣି ନଥିବେ । ମହାଭାରତ ରେ ବହୁତ ଘଟଣା ବିଷୟ ରେ ତଥା ଜ୍ଞାନ ଓ ବିଜ୍ଞାନ ବିଷୟ ରେ ରହସ୍ୟ ଲୁଚି ରହିଛି । ଆପଣ ଭାବୁଥିବେ କି ମହା ଭାରତର ଯୁଦ୍ଧ୍ୟ ପରେ ହିଁ ଏହି ଭାଗର ସମାପ୍ତ ହୋଇଥିଲା କିନ୍ତୁ ଆପଣ…

Read More