janatakhabar.in

କେରଳରେ ରହସ୍ୟମୟ ଭୂତଳ ଶବ୍ଦ ଶୁଭୁଛି

କୋଚି : କେରଳର କୋଟ୍ଟାୟମ ଜିଲ୍ଲାରେ ରହସ୍ୟମୟ ଭୂତଳ ଶବ୍ଦ। ଯାହା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଖବର ଅନୁଯାୟୀ ଚେନାପ୍ପାଡି ଗ୍ରାମର ଲୋକମାନଙ୍କ କହିବା ଅନୁଯାୟୀ ଶୁକ୍ରବାର ଭୋର ସମୟରେ ଦୁଇଥର ଏହି ଶବ୍ଦ ଶୁଣିବାକୁ ମିଳିଛି। ସେହିପରି ପୂର୍ବରୁ ଆଖପାଖର କିଛି ସ୍ଥାନରେ ସମାନ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାର କାରଣ ବୈଜ୍ଞାନିକ ଅଧ୍ୟୟନରୁ ଜାଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ପକ୍ଷରେ କେରଳ ଖଣି…

Read More
janatakhabar.in

ବାଲେଶ୍ୱର : ଗୁଳିମାଡ଼ରେ ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ସହରର ଶୋଭାରାମପୁରଠାରେ ଗୁଳିମାଡ଼। ଏଥିରେ ଜଣେ ଯୁବକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ହେଲେ ସ୍ଥାନାନ୍ତର କରାଯାଇଛି। ସେହି ଯୁବକଙ୍କ ନାଁ ବିନୋଦ ବେହେରା ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ ଗୁଳି ମାରିଥିବା ଓ ଗୁଳି ବାଜିଥିବା ଯୁବକ ଉଭୟ ବନ୍ଧୁ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More
janatakhabar.in

ଭଦ୍ରକ : ହୋଟେଲରେ ସେକ୍ସ ରାକେଟ ଠାବ

ଭଦ୍ରକ : ଆରଡ଼ି ଫାଣ୍ଡି ନିକଟ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ ଠାବ। ୩ ଯୋଡ଼ା ଯୁବକ-ଯୁବତୀ ଉଦ୍ଧାର ହୋଇଥିବା ବେଳେ ମେଡିସିନ ଓ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଧୂଷୁରି ଥାନା ପୋଲିସ ଚଢଉ କରି ହୋଟେଲରୁ ୩ ଜଣ ଯୁବକ ଓ ୩ ଯୁବତୀଙ୍କୁ ଧରିଛି। ଏମାନଙ୍କ ମଧ୍ୟରେ ଯାଜପୁର…

Read More
janatakhabar.in

ସମ୍ବଲପୁର ଓ ବରଗଡ଼ ପାଇଁ ୨୧ ତାରିଖ ଛୁଟି ଘୋଷଣା

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁର ଓ ବରଗଡ଼ ପାଇଁ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏଥିସହ ସୁନ୍ଦରଗଡ଼ ଉପଖଣ୍ଡକୁ ମଧ୍ୟ ସେହିଦିନ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏହି ଘୋଷଣା କରିଛନ୍ତି। ଖବର ଅନୁଯାୟୀ ଆସନ୍ତା ୨୦ ତାରିଖ ଦିନ ନୂଆଖାଇ। ଏହି ଦିନ ସମସ୍ତେ ନୂଆ ଖାଇଲେ ମଧ୍ୟ ପରଦିନ ହୋଇଥାଏ ଭେଟଘାଟ। ତେଣୁ ୨୧ ତାରିଖକୁ ସରକାରୀ ଛୁଟି ଦିବସ…

Read More

ପାକିସ୍ତାନରେ ବିସ୍ଫୋରଣ : ୩ମୃତ, ୨୦ଆହତ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି।  ପାକିସ୍ତାନର କୁଏଟ୍ଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବା ପରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହେରିକ-ଇ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କୁଏଟ୍ଟାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ…

Read More
janatakhabar.in

ମାନସିକ ପୂରଣ ପାଇଁ ବିଧାୟକ ଭାଙ୍ଗିଲେ ୧୫ ହଜାର ନଡ଼ିଆ

ବ୍ରହ୍ମପୁର : ବିଧାନସଭା ନିର୍ବାଚନ ଜିତିଲେ ନଡିଆ ଭାଙ୍ଗିବେ। ଏପରି ମାନସିକ କରିଥିଲେ ବର୍ତ୍ତମାନର ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ। ବିଳମ୍ବ ହେଲେ ମଧ୍ୟ ସେ ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ୍‌ର ଶ୍ରୀ ବରାହଲକ୍ଷ୍ମୀ ନାରାୟଣ ସ୍ଵାମୀଙ୍କ ଠାରେ ୧୫ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି। ଯାହା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କ ଠାରୁ ପ୍ରାୟ ୧୪୦୦୦ରୁ ଅଧିକ…

Read More
janatakhabar.in

ଅନୁକମ୍ପା ରାଶି ହଡପ ଉଦ୍ୟମ କରିଥିବା ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଲେ

ଭୁବନେଶ୍ଵର : ଅନୁକମ୍ପାମୂଳକ ସହାୟତା ହଡପ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଅଡୁଆ ବଢିଛି। ତାଙ୍କ ନାଁ’ରେ ସ୍ୱାମୀ କରିଛନ୍ତି ଥାନାରେ ଏତଲା। ଟଙ୍କା ଲୋଭରେ ପତ୍ନୀ ଏଭଳି କାଣ୍ଡ କରିଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କହିଛନ୍ତି। ଖବର ଅନୁଯାୟୀ ଦୁଇଦିନ ତଳେ ଚର୍ଚ୍ଚାରେ ଥିଲା ଜଣେ ମହିଳାଙ୍କ କରନାମା। ଏହି ମହିଳା ଜଣକ ପୋଲିସ ପାଖରେ ପହଞ୍ଚି ଅଜଣା ଶବକୁ ନିଜ ସ୍ୱାମୀ ବୋଲି କହି ସରକାରଙ୍କ ଅନୁକମ୍ପା ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ। ପୋଲିସ…

Read More

୨୪ରେ ବାଇଡେନ-ମୋଦି ବୈଠକ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୪ରେ ଆମେରିକାରେ ହ୍ୱାଇଟହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ। ଭାରତ-ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଛି। ଏହି ବୈଠକର ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବ। ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ସେପ୍ଟେମ୍ବର ୨୩ରେ ମୋଦିଙ୍କୁ\ସାକ୍ଷାତ କରିବେ। ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର…

Read More
janatakhabar.in

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫-ଟି ଉପକ୍ରମରେ ବିଭିନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲ ଗୁଡିକରେ ରୂପାନ୍ତର…

Read More