ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ ୩୦ରେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତା ୩୦ରେ ହେବ। ଆଜି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୩ରେ ଫଳାଫଳ ଘୋଷଣା ହେବ। ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିୟମ ଅନୁସାରେ ପଦ ବଜାୟ ରଖିବାକୁ ୬…

Read More
janatakhabar.in

ଲଘୁଚାପ ବାତ୍ୟାର ରୂପ ନେବ : ଓଡ଼ିଶାରେ ବର୍ଷିବ

ଭୁବନେଶ୍ଵର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବ। ସମୁଦ୍ର ମଧ୍ୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୮୦ କିମି। ୨୫ କିମ୍ବା ୨୬ ତାରିଖ ସକାଳେ ଏହା ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଖବର ଅନୁଯାୟୀ ପାଣିପାଗ ବିଭାଗ ଆକଳନ କରିଛି ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା…

Read More
janatakhabar.in

ଘରୋଇ ବସ୍‌ ଧର୍ମଘଟ ନେଇ ୮ରେ ନିଷ୍ପତ୍ତି

ଭୁବନେଶ୍ଵର : ଘରୋଇ ବସ୍‌ ଧର୍ମଘଟ ନେଇ ଆସନ୍ତା ନଭେମ୍ବର ୮ ତାରିଖରେ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ। ଖବର ଅନୁଯାୟୀ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଲେ ନଭେମ୍ବର ୧ ତାରିଖରୁ ଭବାନୀପାଟଣାରୁ ଲକ୍ଷ୍ମୀ ବସ୍‌ ଚଳାଚଳ କରିବ। ଯଦି ସେଦିନ ବ୍ଲକରୁ ଜିଲ୍ଲାକୁ ଏହି ବସ୍‌ ଚାଲେ ତେବେ ଧର୍ମଘଟ ହେବ। ଏଥିରେ ୧୦ଟି ସାମିଲ ହେବେ। ଏହାଛଡା ସଭାସମିତି ପାଇଁ ରାଜନୈତିକ…

Read More
janatakhabar.in

କୋଟିଆକୁ ନେଇ ରାଜନୀତି : ମତ ରଖିଲେ ତିନିଦଳର ନେତା

ଭୁବନେଶ୍ଵର : କୋଟିଆକୁ ନେଇ ରାଜନୀତି ତେଜିବାରେ ଲାଗିଛି। ମୁହଁ।ମୁହିଁ ସ୍ତରକୁ ଆସିଛନ୍ତି ତିନିଦଳର ନେତା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ତାଙ୍କ କହିବା ଅନୁଯାୟୀ ଗସ୍ତରେ କୌଣସି ଆନ୍ତରିକତା ନଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ। କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି। ଯଦି ଆନ୍ତରିକତା ଥାନ୍ତା…

Read More
janatakhabar.in

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ

ଭୁବନେଶ୍ଵର : ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଶପଥ ପାଠ କରାଇଛନ୍ତି। ଖବର ଅନୁଯାୟୀ ରାଜଭବନରେ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ କେତେକ ବିଚାରପତି ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ରଘୁବର…

Read More
janatakhabar.in

ଟିଭି ପରଦାରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧାର ଗାଥା

ମୁମ୍ବାଇ : ଓଡ଼ିଆ ପୁଅର ବୀରତ୍ୱ ଜାଣିବ ସାରା ଦେଶ । ଷ୍ଟାର ପ୍ଲସରେ ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହୀ’ ।  ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ଗତଶୀଳ କାହାଣୀ । କିପରି ଇଂରେଜଙ୍କ କଠୋର ଆଇନକୁ ବିରୋଧ କରିଥିଲା ପାଇକ ପୁଅ । ସଂଗ୍ରାମରେ ପଛକୁ ନଫେରି ଦେଖାଇଥିଲା ବୀରତ୍ୱ । ଏମିତି କିଛି କାହାଣୀ ଏବେ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇବାର ସୁଯୋଗ । ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ…

Read More
janatakhabar.in

ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ଶେଷ, ପୁନରୁଦ୍ଧାର ଆରମ୍ଭ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ଵର : ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଦୁର୍ଘଟଣାର ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ସହିତ ଭବିଷ୍ୟତରେ ଏପରି ଘଟଣା ଯେପରି ଘଟିବ ନାହିଁ ନିଶ୍ଚିତ କରିବୁ। ବାଲେଶ୍ଵରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଛି ଭୟାନକ ରେଳ ଦୁର୍ଘଟଣା। ଆଜି ସକାଳେ ଘଟଣାସ୍ଥଳରେ…

Read More
janatakhabar.in

ଉତ୍ତରାଖଣ୍ଡ : ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ି ପଡିଛି। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ଫସିଛନ୍ତି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଂଜ ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଜଗେଇବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ, କୁଳଡ଼ିହାର ରାଜୁ ନାୟକ ଓ ବେଢାକୁଦ ଗ୍ରାମର ଧୀରେନ ନାଏକ। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଚାରଧାମ ରାସ୍ତା ପ୍ରକଳ୍ପରେ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ ପାଇଁ ଏହି ଟନେଲ ନିର୍ମାଣ…

Read More
janatakhabar.in

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ : ପ୍ରଯୋଜକଙ୍କ ନାଁରେ ଅଭିଯୋଗ

ଭୁବନେଶ୍ଵର : ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଅଭିଯୋଗ। ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି‌ନୟ ସୁଯୋଗ ଦେବାର ଲୋଭ ଦେଖାଇ ନବାଗତାକୁ ଶୋଷଣ କରାଯାଉଛି। ଦୁଇ ଅଭିନେତ୍ରୀ ଏ ନେଇ ମୁହଁ ଖୋଲିବାରୁ ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାୟୀ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ବିରୁଦ୍ଧରେ ପ୍ରତିଷ୍ଠିତ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ନବାଗତା ଝିଅଙ୍କୁ ଧାରାବାହିକ ଓ ଚଳଚ୍ଚିତ୍ରରେ ସୁଯୋଗ ପ୍ରଲୋଭନ ଦେଖାଇ ଶୋଷଣ କରିଛନ୍ତି। କେଳବ…

Read More
janatakhabar.in

କୋଚିଂ ସେଣ୍ଟରରେ ସାପ କାମୁଡ଼ିବାରୁ ୩ ଛାତ୍ରଛାତ୍ରୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଅଘଟଣ। କୋଚିଂ ସେଣ୍ଟରରେ ସାପ କାମୁଡ଼ିବାରୁ ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ପିଲାମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସକାଳ ସାଢ଼େ ୭ଟାରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର…

Read More