janatakhabar.in

ଭିଜିଲାନ୍ସ ଜାଲରେ ବନରକ୍ଷୀ ଓ ୱାଚର

ରାଉରକେଲା : ଭିଜିଲାନ୍ସ ଜାଲରେ ଧରାପଡିଲେ ବନରକ୍ଷୀ ଓ ୱାଚର। ଜବତ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉ ଫସିଥିବା ଜଣାପଡିଛି। ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଧରଣୀଧରପାଲି ନର୍ସରିର ବନରକ୍ଷୀ ସନାତନ ପାତ୍ର ଓ ୱାଚର ନରେନ୍ଦ୍ର କାଲୋ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଶ୍ରୀ ପାତ୍ର ଓ ଶ୍ରୀ କାଲୋ ଆଜି ଲାଞ୍ଚ…

Read More
janatakhabar.in

ମାହାଙ୍ଗା ଡବଲ ମର୍ଡର : ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢ଼ିଲା

କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଜାନୁଆରି ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି ୧୯ ଡିସେମ୍ବର ଯାଏଁ ଥିଲା। ଜାନୁଆରି ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ତେଣୁ ବିଧାୟକଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଖବର ଅନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ…

Read More
janatakhabar.in

କୁକୁଡ଼ା ଖାଇବାକୁ ନେଇ ଡବଲ ମର୍ଡର

ରାଉରକେଲା : କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ରକରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ମୃତକ ଦ୍ୱୟ ହେଲେ ଅମାରୂଢି ଗାଁର ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡି। ଖବର ଅନୁଯାୟୀ ଶନିବାର ଅଭିଯୁକ୍ତ ଅମାରୂଢି ଗାଁ’ର ଜୁରା ମୁଣ୍ଡାଏକ ମଲା କୁକୁଡ଼ା ଖାଇବାରୁ ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡିଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଜୁରା ସେଦିନ ରାତିରେ ଟାଙ୍ଗିଆରେ…

Read More
janatakhabar.in

ପ୍ରେମ ପାଇଁ ଭଉଣୀର ତଣ୍ଟିଚିପି ହତ୍ୟା

ନୂଆଦିଲ୍ଲୀ : ପ୍ରେମ କରିବା କାରଣରୁ ଭଉଣୀର ତଣ୍ଟିଚିପି ହତ୍ୟାକଲେ ଦୁଇ ଭାଇ। ଶବକୁ ଫିଙ୍ଗି ଦେଲେ ଗାଜିଆବାଦ କେନାଲ୍‌ରେ। ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲ୍‌ ଟିମ୍‌ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ। ଉତ୍ତର ସନ୍ଦେହଜନକ ମନେ ହେବାରୁ ସେମାନଙ୍କୁ ପୋଲିସ ଜେରା କରିବାରୁ ଜଣାପଡ଼ିଲା ସୁଫିୟାନ୍‌ ଓ ଆରଜଣକ ତାଙ୍କ ସମ୍ପର୍କୀୟ ଭାଇ ମହତାବ। ଗାମୁଛାରେ ଭଉଣୀକୁ ଶ୍ଵାସରୁଦ୍ଧ କରି…

Read More
janatakhabar.in

ବ୍ରାଉନସୁଗର ଡିଲ୍‌ ବେଳେ ଦୁଇ ମାଫିଆ ଗିରଫ

ଭୁବନେଶ୍ଵର : ବ୍ରାଉନ୍‌ସୁଗର ଡିଲ୍‌ ବେଳେ ଦୁଇ ମାଫିଆଙ୍କୁ ଧରିଲା କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌। ଏଥିସହ ୬୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ ହୋଇଥିବା ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଖବର ଅନୁଯାୟୀ ବଡ଼ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆସୁଥିଲା। ଜଳେଶ୍ୱରର ଆଜମିର ଖାଁ ଓ ବସ୍ତାର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍‌ସୁଗର ଆଣିଥିଲେ। ସିଆର୍‌ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି…

Read More
janatakhabar.in

ମଦ କାରବାରର ମୁମ୍ବାଇ ଲିଙ୍କ୍

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ମଦ ତିଆରି କାରଖାନାରେ ଆୟକର ବିଭାଗ ଚଢ଼ଉ କରୁଛି। ଏହି ସମୟରେ ମଦ କାରବାରର ମୁମ୍ବାଇ ଲିଙ୍କ୍ ସାମ୍ନାକୁ ଆସିଛି। ଏବିଡି ନାମକ କମ୍ପାନିରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ବଟଲିଂ ହେଉଥିବା ଜଣାପଡିଛି। ଖବର ଅନୁଯାୟୀ ଉମୁମ୍ବାଇ ଓ ସମ୍ବଲପୁରରେ ଥିବା କମ୍ପାନିର ଆର୍ଥିକ କାରବାରକୁ ନେଇ ସନ୍ଦେହ ବହେବାରୁ ମୁମ୍ବାଇ ଆୟକର ବିଭାଗ ଓଡ଼ିଶାର ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନିରେ ଯାଞ୍ଚ କରିଛି। ଯାଞ୍ଚ ବେଳେ…

Read More
janatakhabar.in

ଭୋଗରାଇରେ ମା’ଙ୍କୁ ପୋଡ଼ି ମାରିଥିବା ଅଭିଯୋଗ

ବାଲେଶ୍ୱର : ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ହୃଦୟବିଦାରକ ଘଟଣା। ବୀମା ଟଙ୍କା ପାଇଁ ମା’କୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଖବର ଅନୁଯାୟୀ ଶନିବାର ରାତିରେ କମର୍ଦ୍ଦା ଥାନା ବେଲଡା ଗାଁର ଖୁଦିରାମ ବେରା ଓ ପତ୍ନୀ ମଞ୍ଜୁରାଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣାର ସମାଧାନ ହେବାରୁ ପରିବାର ଖାଇପିଇ ଶୋଇଥିଲେ। ପରେ ମଞ୍ଜୁରାଣୀ ଦେହରେ ନିଆଁ ଲଗାଇଦେଇଥିବା…

Read More
janatakhabar.in

ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ବସରଦୁଇ ଡ୍ରାଇଭର ଏହି କୁକାର୍ଯ୍ୟ କରିଥିବା ବେଳେ ଜଣେ ଧରାପଡିଛି। ଅନ୍ୟ ଜଣକ ଫେରାର ଅଛି। ଖବର ଅନୁଯାୟୀ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ ଏହି ଲଜ୍ଜାଜଣକ ଘଟଣାଟି ଘଟିଛି। ସେଦିନ ଯୁବତୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ଘରକୁ ଯାଉଥିଲେ। ବସ୍‌ରେ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍‌ରେ ବସିଥିବା ଅନ୍ୟ…

Read More
janatakhabar.in

ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ବୁଖାରୀକୁ ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ ରିମାଣ୍ଡରେ ନେବେ

ଭୁବନେଶ୍ଵର : ଓଡ଼ିଶାରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ଵାଟସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଏସଟିଏଫ୍ ଏସପି କହିଛନ୍ତି ବୁଖାରୀ ଏବେ ଜୁଡିସିଆଲ କଷ୍ଟଡିରେ ଅଛି। ତାକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ। ଏସଟିଏଫ୍ ଜମ୍ମୁ ଓ ପଞ୍ଜାବ ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଯୋଗାଯୋଗରେ ରହିଛି।…

Read More
janatakhabar.in

ଭିଜିଲାନ୍ସ ଜାଲରେ ସାଲେପୁର ବ୍ଲକ ସହକାରୀ ଯନ୍ତ୍ରୀ

କଟକ : ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ସହକାରୀ ଯନ୍ତ୍ରୀ ବିଭୂତି ଭୂଷଣ ନାୟକ ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହେବାରୁ ଅଞ୍ଚଖୋର ଯନ୍ତ୍ରୀଙ୍କୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା। ଆଜି ଠିକାଦାରଙ୍କ ଠାରୁ ଲାଞ୍ଚ ନେବାବେଳେ ପୂର୍ବରୁ ଜଗି…

Read More