janatakhabar.in

ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡରେ ଆଇଟି ରେଡ୍

ଢେଙ୍କାନାଳ : ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗାଁ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ଆୟକର ବିଭଗ ଚଢଉ କରିଥିବା ଜଣାପଡିଛି। ଖବର ଅନୁଯାୟୀ ୨୦୧୨ ମସିହାରୁ ଏହି କମ୍ପାନୀ ଆଲକହଲ ଓ ନନ୍ଆଲକହଲ ପାନୀୟ ପ୍ରସ୍ତୁତ କରି ଆସୁଛି। ବିନା ସରକାରୀ ମଂଜୁରୀରେ ମଦ ପ୍ରସ୍ତୁତ କରୁଥିବାରୁ ଆୟକର ବିଭାଗର ଚଢଉ କରିଛି। କମ୍ପାନୀକୁ ବ୍ଲିଣ୍ଡିଙ୍ଗ୍, ବଟଲିଙ୍ଗ୍, ଡିଷ୍ଟ୍ରିବ୍ୟୁସନ୍ ଓ ସେଲିଂ ପାଇଁ ଅନୁମତି ମିଳିଥିବ ବେଳେ ବିନା ଅନୁମୋଦନରେ ମଦ ପ୍ରସ୍ତୁତ କରିବା…

Read More
janatakhabar.in

ରାୟଗଡ଼ାରେ କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା

ରାୟଗଡ଼ା : ରାୟଗଡ଼ା ସହରରେ ହତ୍ୟାକାଣ୍ଡ। ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରମୋଦ କଲକାଙ୍କୁ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଶୁକ୍ରବାର ପ୍ରମୋଦ ମାମୁଁଙ୍କ ଝିଅକୁ ସ୍ଥାନୀୟ ଗୌତମ ନଗରସ୍ଥିତ ମହିଳା ମହାବିଦ୍ୟାଳୟରେ ଛାଡ଼ିବାକୁ ଯାଇଥିଲେ। ସେଠାରୁ ଫରିବା ବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ…

Read More
janatakhabar.in

ଗହଣା ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟ୍

ରାଉରକେଲା : ଗହଣା ଦୋକାନୀଙ୍କୁ ଛୁରାମାଡ଼ କରି ୬୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ୍। ଆହତ ବ୍ୟବସାୟୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରେ ନିକଟସ୍ଥ ପି ସି ଜୁଏଲରୀର ମାଲିକ ପ୍ରଦୀପ ସୋନି ଆଜି ସକାଳେ ଆଜାଦ ହିନ୍ଦ ଏକ୍ସପ୍ରେସରେ କୋଲକତାରୁ ଆସି ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଦୋକାନର ଜଣେ କର୍ମଚାରୀଙ୍କ ସହ ବ୍ୟାଗରେ ସୁନା ନେଇ ସ୍କୁଟିରେ ବାସନ୍ତୀ କଲୋନୀ ଘରକୁ ଯାଉଥିଲେ। ରେଲୱେ କଲୋନୀ କାଳୀ…

Read More
janatakhabar.in

ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ

ଭୁବନେଶ୍ଵର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲ୍‌ରେ ରହି ବାହାରିବା ପରେ ତାଙ୍କୁ ହତ୍ୟା ଧମକ ମିଳିଛି। ଖବର ଅନୁଯାୟୀ ଆଇନ୍‌ ଛାତ୍ରୀ ଅର୍ଚ୍ଚନା ନାଗ ଆଜି ପରୀକ୍ଷା ଦେବାକୁ ସ୍ୱାମୀଙ୍କ ସହ ଲ’ କଲେଜ ଯାଇଥିଲେ। ଦୁଇ ଯୁବକ ରାସ୍ତା ଉପରେ ତାଙ୍କୁ ହତ୍ୟା ଧମକ ଦେବା ସହିତ ମିଥ୍ୟା କେସ୍‌ରେ ଫସାଇଦେବାକୁ ଚେତାବନୀ ଦେଇଥିବା ଅର୍ଚ୍ଚନା କହିଛନ୍ତି। ସେ କହିଲେ ମୁଁ ଜେଲ୍‌ରୁ ବାହାରି ଶାନ୍ତିରେ ରହିବାକୁ ଚାହୁଁଛି।…

Read More
janatakhabar.in

ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର

ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର SO ଶୁଭକାନ୍ତ ସ୍ୱାଇଁ। ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଶୁଭାକନ୍ତଙ୍କ ଦୁଇଟି ଠିକଣାରେ ଚଢ଼ଉ କରାଯାଇଥିବା ଜଣାପଡିଛି। ଖବର ଅନୁଯାୟୀ ଠିକାଦାର ଲାଇସେନ୍ସ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଶୁଭକାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁସାରେ ଗୁରୁବାର ଅଭିଯୋଗକାରୀ ଶୁଭକାନ୍ତଙ୍କୁ…

Read More
janatakhabar.in

ନଗଦାରେ ନିଆଁ ଲାଗି ୩ ଶହ କୁଇଣ୍ଟାଲ ଧାନ ଜଳିଗଲା

ଭବାନୀପାଟଣା : ଗୋଲାମୁଣ୍ଡା ତହସିଲ ଉଛଲା ଗାଁର ବାଗପଡ଼ାରେ ଧାନ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୩୦୦ କୁଇଣ୍ଟାଲରୁ ଅଧିକ ଧାନ ଜଳିଯାଇଛି। ଖବର ଅନୁଯାୟୀ ଖଳାରେ ୬ ରୁ ୭ ଜଣ ଚାଷୀ ଧାନ ଗଦା ଦେଇଥିଲେ। ବୁଧବାର କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋଲେ ନିଆଁକୁ ଲିଭାଇବା ପାଇଁ ଆପ୍ରାଣଚେଷ୍ଟା କରି ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳେକୁ ୮୦…

Read More
janatakhabar.in

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର

ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ବୁଧବାର ସକାଳେ ଶାଶ୍ୱତଙ୍କ ନୟାଗଡ଼ ଦେବୋତ୍ତର କଲୋନୀର ଭଡ଼ାଘର ସମେତ ନୟାଗଡ ସବ୍ ରେଜିଷ୍ଟ୍ରାର ଅଫିସ, କେନ୍ଦ୍ରାପଡ଼ା ଜିଲ୍ଲା ତଳବାରଙ୍ଗ ବାସଗୃହ, କେନ୍ଦ୍ରାପଡ଼ାର ତାଳଗାଁ ପୈତୃକ ଗୃହ, ସମ୍ପର୍କୀୟଙ୍କ ଘର ପେଣ୍ଠ ଓ ଦଳନ୍ତ ଗାଁରେ ଚଢଉ ହୋଇଛି। ଚଢଉ ବେଳେ ଭିଜିଲାନ୍ସ…

Read More
janatakhabar.in

ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ଵର : ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକକୁ ନିସ୍ତୁକ ମାଡ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଭଡରାଗଡ଼ିଆ ଗ୍ରାମରେ ଘଟିଛି। ଯୁବକଙ୍କ ନାଁ ଅଭିମନ୍ୟୁ ବେହେରା। ଖବର ଅନୁଯାୟୀ ଦୁଇବର୍ଷ ତଳେ ଗାଁ’ର ଅଶୋକ ବେହେରାଙ୍କ ଝିଅକୁ ଭଲ ପାଇବାକୁ ନେଇ ସୃଷ୍ଟି ହୋଇଥିଲା। ପରସ୍ପର ମଧ୍ୟରେ ବୁଝାମଣା ପରେ ଏହାର ସମାଧାନ ହୋଇଥିଲା। ବୁଧବାର ସକାଳେ ଅଭିମନ୍ୟୁ ଜେଜେମାଙ୍କ…

Read More
janatakhabar.in

ଅଗରବତୀ କାରଖାନାରେ ଜିଏସ୍‌ଟି ଚଢ଼ଉ

ବରଗଡ଼ : ବରାହଗୁଡ଼ାର ଏକ ଅଗରବତୀ କାରଖାନା ଉପରେ ଜିଏସ୍‌ଟି ବିଭାଗ ଚଢ଼ଉ କରିଛି। ଏହି କାରଖାନାରେ ପ୍ଲାଷ୍ଟିକ ଚେୟାର, ପୂଜା ଘିଅ ଓ ରାଶି ତେଲ ଆଦି ତିଆରି ହେଉଥିବା ଜଣାପଡ଼ିଥିଲା। ଏନ୍‌ଫୋର୍ସମେଣ୍ଟ କମିସନର୍ ନାଭିଦିତ୍ୟ ନାଏକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ କାରଖାନାର କାଗଜପତ୍ର ଜବତ ସହିତ କଞ୍ଚାମାଲ କେଉଁଠୁ ଆସୁଛି ତାହାର ଖୋଳତାଡ଼ କରାଯାଇଛି।

Read More
janatakhabar.in

ରାମ ମନ୍ଦିରର ପୂଜାରୀଙ୍କ ନକଲି ଫଟୋ ଭାଇରାଲ କରି କଂଗ୍ରେସ ନେତା ଗିରଫ

ଅଯୋଧ୍ୟା : ଗାଜିଆବାଦର ଶ୍ରୀ ଦୁଧେଶ୍ଵରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପାଇଁ ଚୟନ କରାଯାଇଛି। ତାଙ୍କୁ ଚୟନ କରାଯିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୋହିତଙ୍କର ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା। ହେଲେ ପୋଲିସ ଯାଞ୍ଚରୁ ଫଟୋ ନକଲି ବୋଲି ଜଣାପଡ଼ିଛି। ଏପରି କରିଥିବା କଂଗ୍ରେସ ନେତା ହିତେନ୍ଦ୍ରଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ କଂଗ୍ରେସ ନେତା ହିତେନ୍ଦ୍ର ତାଙ୍କ ସୋସିଆଲ…

Read More