JANATAKHABAR.IN

ମୂର୍ତ୍ତି ଉଚ୍ଚତା ବିବାଦ : ବାଲୁବଜାର ପୂଜା କମିଟିର ଆବେଦନ ଖାରଜ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁବଜାର ପୂଜା କମିଟି କରିଥିବା ଆବେଦନକୁ ଖାରଜ ହୋଇଛି। କୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନାକରିଥିବା ବେଳେ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ କାଏମ ରଖିଛନ୍ତି। ସୂଚନାଯୋଗ୍ୟ ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଆଉ ଦର୍ଶାଇଥିଲା ୫୦୦ ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା’ ଦୁର୍ଗାଙ୍କ ୮ ଫୁଟ ଉଚ୍ଚର ମୂର୍ତ୍ତି…

Read More

ବାଳକଙ୍କୁ ଯୌନ ନିର୍ଯାତନା : ମହିଳାଙ୍କୁ ୨୦ ବର୍ଷ କାରାଦଣ୍ଡ

ହାଇଦ୍ରାବାଦ : ଜଣେ ୯ ବର୍ଷର ଛାତ୍ରକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ ଘଟଣା ଘଟିଥିଲା ୨୦୧୭ ନଭେମ୍ବର ମାସରେ। ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାର ଏକ ସ୍କୁଲରେ ପଢ଼ୁଥିଲା ପୀଡ଼ିତ ଛାତ୍ର। ସେ ୱାଶରୁମ ଯାଇଥିବାବେଳେ ସ୍କୁଲର କେୟାର ଟେକର କେ. ଜ୍ୟୋତି ଓରଫ ମଞ୍ଜୁଳା ନାମ୍ନୀ ୨୭ ବର୍ଷ ବୟସ୍କା ମହିଳା…

Read More

ଖାଦ୍ୟ ପାଇଁ ଆଫଗାନିସ୍ତାନୀମାନେ ଶସ୍ତାରେ ବିକୁଛନ୍ତି ଦାମୀ ଆସବାବପତ୍ର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାକାର ପରିସ୍ଥିତି ବଦଳି ଯାଇଛି। ପୂର୍ବରୁ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଚାକିରି କରୁଥିବା ଆଫଗାନୀମାନେ ହଠାତ୍‌ କର୍ମସଂସ୍ଥାନ ହରାଇଛନ୍ତି। ନିଜର ପରିବାର ଚଳାଇବା ପାଇଁ ଘରର ଜିନିଷପତ୍ରକୁ ସ୍ଵଳ୍ପ ମୂଲ୍ୟରେ ବିକ୍ରିୟ କରୁଛନ୍ତି। ସେଥିପାଇଁ କାବୁଲ୍‌ ସହରର ରାସ୍ତାଘାଟ ହୋଇଛି ପୁରୁଣା ସାମଗ୍ରୀ ବିକ୍ରୟ ବଜାର ବୋଲି ଟୋଲୋ ନିଉଜ୍‌ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଲୋକମାନେ କାମଧନ୍ଦା ହରାଇବା ଯୋଗୁ ଘୋର…

Read More

ଠିକରେ ନରାନ୍ଧିଲେ କର୍କଟର କାରଣ ହେବ ଭାତ

ଭୁବନେଶ୍ୱର : ଚାଉଳକୁ ଠିକ ଭାବେ ରନ୍ଧା ନହେଲେ ତାହା କର୍କଟ ରୋଗର କାରଣ ହୋଇପାରେ। ଏହି ଆଶଙ୍କା କେବଳ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଇଥିବା ଧାନଚାଷ କ୍ଷେତ୍ରରେ ସୀମୀତ। ଜୈବିକ ପଦ୍ଧତିରେ ଧାନଚାଷ ହେଉଥିଲେ ଏପରି ଆଶଙ୍କା ନାହିଁ। ଇଂଲଣ୍ଡର ବେଲଫାଷ୍ଟ କୁଇନ୍ସ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଭାତ ଖାଉଥିବା ଲୋକଙ୍କ ଦେହରେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଅଧିକ। ଏହାର କାରଣ ଧାନରେ ଥିବା ଆର୍ସେନିକ ଅଂଶ। ଆମେରିକାର…

Read More

ଅର୍ଥନୀତି ଅଧ୍ୟାପକ ବନ୍ଧା ହେଲେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପରମାଣପୁର ଝସକେତନ ସାହୁ ଡିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ରେ। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ନକଲି ଇମେଲ କରି ବନ୍ଧାହେଲେ ଅଧ୍ୟାପକ। ଖବର ଅନୁଯାୟୀ ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।…

Read More

ଅଭିନେତ୍ରୀ ଓ ମଦ ସମୁଦ୍ର ମୋହରେ ଜିହାଦୀ ହେଉଛନ୍ତି ପାକିସ୍ତାନୀ ଯୁବକ

ନୂଆଦିଲ୍ଲୀ : ପାକିସ୍ତାନୀ ମଦ୍ରାସାର ଯୁବ ଛାତ୍ରଙ୍କୁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତ୍ମଘାତୀ ଆକ୍ରମଣକାରୀ ଭାବେ ପ୍ରସ୍ତୁତ କରୁଛି। ସେମାନଙ୍କୁ ଦେଖାଯାଉଛି ବଲିଉଡ ଅଭିନେତ୍ରୀଙ୍କ ମୋହ। ସୋସିଆଲ ମିଡିଆରେ ମିଡିଆ ଫ୍ରାନ୍ସ ୨୪ର ଭାଇରାଲ ଭିଡିଓରେ ଏହାର ଚିତ୍ର ରହିଛି। ଭାଇରାଲ ଭିଡିଓରେ ଜିହାଦୀ ପ୍ରଶିକ୍ଷଣ ଲାଗି ଟିଟିପିର ଉତ୍ତର ୱଜିରିସ୍ତାନରେ ପ୍ରାୟ ୩୦୦ରୁ ଅଧିକ ସେଫ୍ ହାଉସ୍ ବା ସୁରକ୍ଷିତ ଗୃହ ରହିଛି। ସେଠାରେ ଟିଟିପି ତା’ ବିରୋଧରେ ଉପଯୋଗ ହୋଇଥିବା ବିଭିନ୍ନ ବସ୍ତୁର ଅନେକ…

Read More

ସରକାରୀ ଜାଗାରେ ବିଧାୟକଙ୍କ ଘର ନିର୍ମାଣକୁ ବିରୋଧ

ବାଲିଗୁଡ଼ା : ବିଜୁ ପାଠାଗାର ନାଁ’ରେ ସରକାରୀ ଜାଗାରେ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ନିଜସ୍ୱ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ .ଅଞ୍ଚଳର ଜନପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ନିର୍ମାଣ ଘରକୁ ସିଲ୍‌ କରିବା ଦାବିରେ ଧାରଣାରେ ବସିଛନ୍ତି। ଖବର ଅନୁଯାୟୀ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବେଆଇନ ଭାବେ ସରକାରୀ ଜମିକୁ ଅକ୍ତିଆର କରି କୋଠା ନିର୍ମାଣ କରୁଛନ୍ତି। ବିଧାୟକଙ୍କ ଇଙ୍ଗିତରେ ଦାରିଙ୍ଗବାଡି ବ୍ଲକ୍‌ ନିର୍ବାହୀ ଅଧିକାରୀ…

Read More

ନିଖିଲ ନୁହଁନ୍ତି ନୁସରତଙ୍କ ପୁଅର ବାପା ଦେବାଶିଷ

କୋଲକାତା : ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ପରେ ନୁସରତଙ୍କୁ ପ୍ରେମିକ ୟଶ ଦାସଗୁପ୍ତାଙ୍କ ସହ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ସନ୍ତାନର ପିତାଙ୍କ ନାମକୁ ନେଇ ରହିଥିଲା ସସପେନ୍ସ। କାରଣ ନୁସରତ କିଛି ସ୍ପଷ୍ଟ କରିନଥିଲେ। ହେଲେ ପୁଅର ଜନ୍ମ ପ୍ରମାଣପତ୍ର ଏବେ ଭାଇରାଲ ହେବାରେ ଲାଗିଛି।…

Read More

ଗୁଜରାଟ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ : ବାଚସ୍ପତି ବଦଳିଲେ

ନୂଆଦିଲ୍ଲୀ : ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ପୂରା ମନ୍ତ୍ରିମଣ୍ଡଳ ବଦଳିଯାଇଛି। ପୂର୍ବରୁ ଥିବା ସମସ୍ତ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ନେତାଙ୍କୁ ସାମିଲ କରାଯାଇଛି। ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ବଦଳିଛନ୍ତି। ନିମାବେନ ଆଚାର୍ଯ୍ୟ ହୋଇଛନ୍ତି ଗୁଜୁରାଟ ବିଧାନସଭାର ବାଚସ୍ପତି। ଗୁଜରାଟରେ ଭୂପେନ୍ଦ୍ର ପଟେଲ ସରକାରଙ୍କ କ୍ୟାବିନେଟରେ ମୋଟ ୨୪ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୧୦ କ୍ୟାବିନେଟ ଓ ୧୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତିି…

Read More

୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା : ଏସଆରସି

ଭୁବନେଶ୍ୱର : ରାଜ୍ୟରେ ୪ ଜିଲ୍ଲା ଯଥା କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। କହିଛନ୍ତି ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାହାର ପ୍ରଭାବରେ ଏସବୁ ଜିଲ୍ଲାରେ ନିମ୍ନ ମଧ୍ୟମ ଧରଣର ବନ୍ୟା ପାସ୍ କରିବ। ଗୁରୁବାର ଶ୍ରୀ ଜେନା କହିଛନ୍ତି ଛତିଶଗଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ…

Read More