janatakhabar.in

ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଆଜି ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି। ଏହି ବିଲ୍ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ ରହିଛି। ଏହା ଆଇନରେ ପରିଣତ ହେବା ପରେ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ…

Read More
janatakhabar.in

ଉଭୟ ଗୃହରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଲା

ନୂଆଦିଲ୍ଲୀ : ଲୋକସଭାରେ ହଟ୍ଟଗୋଳ କରିବାରୁ ଆଜି ୪୯ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।ଗୃହରେ ‘ଅସାମ୍ବିଧାନିକ ଆଚରଣ’ ଅଭିଯୋଗରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ। ଖବର ଅନୁଯାୟୀ ସଂସଦ ଭବନ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି ରଖନ୍ତୁ। ଏହି ଦାବିରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ଏହି କାରଣ ପାଇଁ ଚଳିତ ଶୀତ ଅଧିବେଶନରେ ସାଂସଦଙ୍କ ନିଲମ୍ବନ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ ହୋଇଥିଲେ। ଆଜି…

Read More
janatakhabar.in

ସଂସଦର ଶୀତ ଅଧିବେଶନ : ଉଭୟ ଗୃହର ୯୨ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ। କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିବାରୁ ଆଜି ଗୃହ ଚାଲି ପାରିଲାନି। ତିନିଥର ଗୃହ ମୁଲତବୀ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଖବର ଅନୁଯାୟୀ ସୋମବାର ଉଭୟ ଗୃହରୁ ମୋଟ ୭୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଉଭୟ ଗୃହର ୯୨…

Read More
janatakhabar.in

ସମ୍ପର୍କୀୟ କହିଲେ ଦାଉଦଙ୍କୁ ବିଷ ଦିଆଯାଇନି

ନୂଆଦିଲ୍ଲୀ : ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କୁ ପାକିସ୍ତାନର କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଦାଉଦଙ୍କ ଜଣେ ସମ୍ପର୍କୀୟ ଖଣ୍ଡନ କରିଛନ୍ତି। ତେବେ ଦାଉଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଖବର ପରଠାରୁ ପାକିସ୍ତାନରେ ଇନଣ୍ଟରନେଟ୍ ସେବା ବନ୍ଦ ରହିଛି। ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ୱେବସାଇଟକୁ ନିଷେଧ କରାଯାଇଛି। ଏହାର କାରଣ କ’ଣ ଜଣାପଡିନି। ଖବର ଅନୁଯାୟୀ ଜଣେ ସମ୍ପର୍କୀୟ ଜାତୀୟ ଗଣମାଧ୍ୟମକୁ…

Read More
janatakhabar.in

ଦାଉଦଙ୍କୁ ବିଷ ଦିଆଯାଇଛି : ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ଅବସ୍ଥା ଗୁରୁତର ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବରିଷ୍ଠ ସାମ୍ବାଦିକା ଆରଜୁ କାଜମିଙ୍କର ଏପରି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ ଆରଜୁ କାଜମି କହିଛନ୍ତି ଶୁଣିବାକୁ ମିଳିଛି ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିନ୍ତୁ ଏ ଖବରକୁ…

Read More
janatakhabar.in

ସଂସଦର ସୁରକ୍ଷା ତ୍ରୁଟି : ବିଶୃଙ୍ଖଳିତ ଆଚରଣ ପାଇଁ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ। ବିରୋଧୀଦଳ ସଦସ୍ୟମାନେ ଏହି ଦାବିରେ ଅଟଳ ରହି ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା କରିଥିଲେ। ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ମୋଟ ୩୩ ସାଂସଦ ନିଲମ୍ବିତ ହୋଇଥିବା ବେଳେ…

Read More
janatakhabar.in

ଜିତୁ ପଟୱାରୀ ହେଲେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ

ଭୋପାଳ: ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହି ପଦବୀରେ ଥିବା କମଳନାଥଙ୍କୁ ହଟାଇ ଦିଆଯାଇଛି। ଖବର ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜିତୁ ପଟୱାରୀଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାଛଡା ଆଦିବାସୀ ନେତା ଉମଙ୍ଗ ସିନ୍ଧାର ହୋଇଛନ୍ତି ବିରୋଧୀ ଦଳ ନେତା। ଉଭୟ ନିଯୁକ୍ତିକୁ କଂଗ୍ରେସ ତତ୍କାଳ ପ୍ରଭାବରେ କାର୍ଯ୍ୟକାରୀ କରିଥିବାରୁ କମଲନାଥଙ୍କ…

Read More
janatakhabar.in

ବିସ୍ଫୋରକ ପ୍ୟାକେଜିଙ୍ଗ୍‌ କାରଖାନାରେ ବିସ୍ଫୋରଣ : ୯ ମୃତ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଆଜି ସକାଳେ ଏକ ବିସ୍ଫୋରକ ପ୍ୟାକେଜିଙ୍ଗ୍‌ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ବଜାରଗାଓଁ ଅଞ୍ଚଳରେ ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌ ନାମକ କମ୍ପାନିରେ ରବିବାର କୋଇଲା ଫଟାଇବା ଲାଗି ବ୍ୟବହାର ବିସ୍ଫୋରକ ପ୍ୟାକିଙ୍ଗ୍‌ ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏଥିରେ ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନାଗପୁର ଗ୍ରାମାଞ୍ଚଳ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାର୍‌…

Read More
janatakhabar.in

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା : ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦୀୟ ପରିସରର ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ କୋର୍ଟ ରାୟ ଦେଇଥିଲେ। ଏଥିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଖବର ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ମସଜିଦ ପକ୍ଷର ଏକ ପିଟିସନ ରହିଛି। ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସହ ଜଡିତ ମାମଲାକୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ଚ୍ୟାଲେଞ୍ଜ କରାଯାଇଛି। ଜାନୁଆରୀ ୯ ତାରିଖରେ ଏହି ମାମଲାର ଶୁଣାଣି ହେବ। ତେଣୁ ବର୍ତ୍ତମାନ ସୁଦ୍ଧା କୌଣସି ଅନ୍ତରୀଣ ଆଦେଶ ଜାରି…

Read More
janatakhabar.in

ସଂସଦରେ ନାରାବାଜୀ କରିବାରୁ ୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଓ ଇସ୍ତଫା ଦାବିରେ ନାରାବାଜୀ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏଭଳି ଆଚରଣକୁ ଅଶୋଭନୀୟ ଦର୍ଶାଇ ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏ ମଧ୍ୟରେ ୧୪ ଜଣ ଲୋକସଭାର ଓ ଜଣେ ରାଜ୍ୟସଭାର ସାଂସଦ ରହିଛନ୍ତି। ଖବର ଅନୁଯାୟୀ ଲୋକସଭାରୁ…

Read More