ପଞ୍ଜଶୀରରେ ଜାରିରହିବ ତାଲିବାନ ବିରୋଧୀ ଲଢେଇ : ଅହମ୍ମଦ ମାସୁଦ

କାବୁଲ : ଆଫଗାନସ୍ତାନର ପଞ୍ଜଶୀରରେ ଲଢେଇ ଶେଷ ହୋଇନି। ଆମ ସେନା ଏବେ ମଧ୍ୟ କଡା ଟକ୍କର ଦେଉଛନ୍ତି ବୋଲି କହିଛନ୍ତି ରେଜିଷ୍ଟଣ୍ଟସ୍‌ ଫୋର୍ସେସ୍‌ ନେତା ଅହମ୍ମଦ ମାସୁଦ। ପଞ୍ଜଶୀର କବ୍‌ଜା କରିନେଇ ଗଭର୍ଣ୍ଣର ହାଉସ୍‌ରେ ତାଲିବାନୀ ପତାକା ଉଡାଇଥିବା ତାଲିବାନ ଦାବି କରିଥିଲା। ଏହାକୁ ନେଇ ଅହମ୍ମଦ ମାସୁଦ ଟ୍ୱିଟ୍‌ ଯୋଗେ ଅଡିଓ ବାର୍ତ୍ତା​‌ ଜାରିକରି ପ୍ରତିକ୍ରିୟା ଦେଇଛନ୍ତି। ଆଉ ଦେଶର ଜନତାଙ୍କୁ ତାଲିବାନ ବିରୁଦ୍ଧରେ ଏକାଠି ହୋଇ ବିଦ୍ରୋହ କରିବାକୁ ଗୁହାରି କରିଛନ୍ତି। ନିଜର…

Read More

ଆଫଗାନିସ୍ତାନ : ପରଦା ଆଢୁଆଳରେ ବସିଛନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ କହିଥିଲା ଦେଶରେ କେବଳ ହିଜାଵ ପିନ୍ଧୁଥିବା ମହିଳାଙ୍କୁ ଶିକ୍ଷା ଓ ରୋଜଗାର ଅଧିକାର ମିଳିବ। ଏବେ ଏହା ସତ ପ୍ରମାଣିତ ହେଉଛି। ଆଫଗାନ ସଂଘର୍ଷକୁ ନିକଟରୁ କଭର କରୁଥିବା ସାମ୍ବାଦିକ ମଲିକ ଅଚକଜଇ ଦୁଇଟି ଫଟୋ ଗୋଟିଏ ବିଶ୍ୱବିଦ୍ୟାଳୟର ବୋଲି ଟ୍ୱିଟ କରିଛନ୍ତି। ଏଥିରେ ପୁରୁଷ ଓ ମହିଳାଙ୍କୁ ଅଲଗା ଧାଡିରେ ବସିଥିବା ଦେଖିବାକୁ ମିଳୁଥିବା ବେଳେ ଉଭୟ ଧାଡି ମଧ୍ୟରେ ପରଦା ରହିଛି। ଫଟୋ ପୋଷ୍ଟ…

Read More

ପଞ୍ଜଶିରକୁ ଦଖଲକୁ ନେଲା ତାଲିବାନ

କାବୁଲ : ଦୀର୍ଘଦିନର ସଂଘର୍ଷ ପରେ ଆଫଗାନସ୍ତାନର ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲକୁ ନେଇଥିବା ତାଲିବାନ ଦାବି କରିଛି। ଆତଙ୍କବାଦୀ ସଙ୍ଗଠନ କହିଛି ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ତାଲିବାନ ପଞ୍ଜଶିରରୁ କିଛି ଫଟୋ ଜାରି କରିଛି। ଯେଉଁଥିରେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି ଓ ସେଠାରେ ତାଲିବାନ ପତାକା ଉଡୁଥିବା…

Read More

୨୭ରେ ‘ଭାରତ ବନ୍ଦ’

ନୂଆଦିଲ୍ଳୀ : ବିବାଦୀୟ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଦାବିକୁ ଗୁରୁତ୍ୱ ଦେଉନଥିବାରୁ ସେମାନେ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ହରିୟାଣାରେ କୃଷକଙ୍କ ଉପରେ ପୋଲିସର ବର୍ବର ଆକ୍ରମଣ ବିରା‌ଧରେ କୃଷକ ସଂଗଠନଗୁଡ଼ିକ ରବିବାର ଉତ୍ତର ପ୍ରଦେଶର ମୁଜାଫରନଗରରେ ମହାପଞ୍ଚାୟତ କରିଛନ୍ତି। ଏହି ମହାସମାବେଶରେ ଲକ୍ଷାଧିକ କୃଷକ…

Read More

ପାକିସ୍ତାନରେ ବିସ୍ଫୋରଣ : ୩ମୃତ, ୨୦ଆହତ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି।  ପାକିସ୍ତାନର କୁଏଟ୍ଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବା ପରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହେରିକ-ଇ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କୁଏଟ୍ଟାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ…

Read More

ଚେକ୍‌ ପଏଣ୍ଟରେ ଆତଙ୍କବାଦୀ ଆକ୍ରମଣ : ୧୩ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍‌ ଷ୍ଟେଟ ଇରାକର କିରକୁକ ସହରର ଏକ ଚେକ୍‌ ପଏଣ୍ଟରେ ଭୟଙ୍କର ବିସ୍ଫୋରଣ କରାଇଛି । ଏହି ବିସ୍ଫୋରଣରେ ୧୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ନ୍ୟୁଜ୍‌ ଏଜେନ୍ସି ଏଏଫପି ମୁତାବିକ, ଉତ୍ତର ଇରାକର କିରକୁକ ସହର ପାଖରେ ଥିବା ଏକ ଚେକ୍‌ ପଏଣ୍ଟରେ ଆଇଏସଆଇଏସ୍‌ ଆକ୍ରମଣ କରିଛି । ୨୦୧୭ରେ ଇରାକ ସରକାର ଆତଙ୍କବାଦୀ ସଙ୍ଗଠନକୁ ହରାଇଦେଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ଉତ୍ତର ଇରାକ୍‌ରେ…

Read More

ତାଲିବାନ-ହକ୍କାନୀ ନେଟ୍‌ଓ୍ୱାର୍କ ମଧ୍ୟରେ ଗୁଳି : ମୁଲ୍ଲା ବରାଦର ଆହତ

କାବୁଲ : କ୍ଷମତା ପାଇଁ ଆଫଗାନିସ୍ତାନରେ ସଂଘର୍ଷ। ତାଲିବାନ ଓ ହକ୍କାନୀ ନେଟ୍ ୱର୍କ ମଧ୍ୟରେ ଗୁଳିମାଡ ଯୋଗୁ ତାଲିବାନ ମୁଖ୍ୟ ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ତର୍ଜାତୀୟ ଚାପ ପଡୁଥିବାରୁ ନୂଆ ସରକାର ଘୋଷଣା ବିଳମ୍ବିତ ହେଉଛି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି। ବିଭିନ୍ନ ଅଂଚଳରେ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ହୋଇଉଠିଥିବାରୁ ତରବରିଆ…

Read More

୪ ରାଜ୍ୟରେ ବିଜେପି ଓ ପଞ୍ଜାବରେ ସରକାର ଗଢିବ ଆପ୍ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ଆଗକୁ ୫ ରାଜ୍ୟର ହେବ ବିଧାନସଭା ନିର୍ବାଚନ। ଉତ୍ତର ପ୍ରଦେଶ ସମେତ ୪ଟିରେ ବିଜେପି ଓ ପଞ୍ଜାବରେ ସରକାର ଗଢିବ ଆପ୍ ସରକାର ଗଠନ କରିବ ବୋଲି ଏବିପି ସିଭୋଟର ଓପିନିଅନ୍ ପୋଲର ରିପୋର୍ଟରେ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏଠାରେ ବିଜେପିକୁ ୪୨ ପ୍ରତିଶତ, ସମାଜବାଦୀ ପାର୍ଟି ୩୦ ପ୍ରତିଶତ ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିକୁ ୧୬ ପ୍ରତିଶତ ଭୋଟ୍ ମିଳିବ…

Read More

ଗିଲାନୀଙ୍କ ଶବରେ ପାକିସ୍ତାନୀ ପତାକା : ଜମ୍ମୁ ଓ କଶ୍ମୀର ପୋଲିସ ମାମଲା ରୁଜୁ କଲା

ଶ୍ରୀନଗର : ସାମାଜିକ ଗଣମାଧ୍ୟମରେ କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତା ସୈୟେଦ୍‌ ଅଲି ଶାହ ଗିଲାନୀଙ୍କ ଶବ ପାକିସ୍ତାନୀ ପତାକାଦ୍ୱାରା ଆବୃତ ଭିଡିଓ ପ୍ରସାରିତ ହୋଇଛି। ଏଥିସହ ତାଙ୍କ ମୃତ୍ୟୁପରେ ଦେଶ-ବିରୋଧୀ ସ୍ଲୋଗାନ୍‌ ଦିଆଯାଇଥିବାରୁ ଜମ୍ମୁ ଓ କଶ୍ମୀର ପୋଲିସ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌ରେ ମାମଲା ରୁଜୁ କରିଥିବା ଜଣାପଡିଛି। ଖବର ଅନୁଯାୟୀ ପାକିସ୍ତାନୀ ପତାକାରେ ଗିଲାନୀଙ୍କ ଶବ ଆବୃତ କରାଯାଇଥିବା ଭିଡିଓ ବଡ଼ଗାମ ପୋଲିସ ଶନିବାର ଦେଖିଥିବା ବେଳେ ଉପରୋକ୍ତ ଆଇନର ବିଭିନ୍ନ ଦଫାରେ ସମ୍ପୃକ୍ତ…

Read More

ଲୋକପ୍ରିୟତାରେ ମୋଦି ବିଶ୍ୱରେ ନମ୍ୱର ଓ୍ୱାନ୍

ନୂଆଦିଲ୍ଲୀ: ବିଶ୍ୱର ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ୱରରେ ରହିଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଙ୍କ ଲୋକପ୍ରିୟତା ୭୦ ପ୍ରତିଶତ ଥିବା ବେଳେ ବିଶ୍ୱର ଅନେକ ନେତା ତାଙ୍କ ପଛରେ ରହିଛନ୍ତି। ଖବର ଅନୁଯାୟୀ ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ଣ୍ଣିଂ କନ୍ସଲ୍ଟ’ ୧୩ଟି ଦେଶର ସରକାରୀ ନେତାଙ୍କୁ ନେଇ ଏହି ସର୍ବେକ୍ଷଣ କରିଛି। ପିଏମ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ଦୁଇ ସପ୍ତାହ ପୂର୍ବରୁ ଏପରି ରିପୋର୍ଟ ଆସିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ…

Read More