janatakhabar.in

୩୯ଟି ଔଷଧର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶନିବାର ନ୍ୟାସନାଲ ଲିଷ୍ଟ ଅଫ ଇସେନସିଆଲ ମେଡିସିନସ୍‌ (ଏନଏଲଇଏମ)ରେ ସଂଶୋଧନ କରିଛନ୍ତି। ଫଳରେ ସାଧାରଣରେ ଉପଯୋଗ ହେଉଥିବା ଅନୁନ୍ୟ ୩୯ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ହ୍ରାସ ହୋଇଛି। ଏଥିରେ ରହିଛି କର୍କଟ ନିରୋଧୀ ଔଷଧ ସମେତ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ଡାୟବେଟିଜ୍, ଆଣ୍ଟି ରିଟ୍ରୋଭାଇରାଲ ଓ ଆଣ୍ଟି ଟିବି ଔଷଧ ଓ ଅନ୍ୟ ଔଷଧ। ଏହି ସଂଶୋଧନରେ ଏନଏଲଇଏମ୍ ସୂଚୀରେ କାମ କରୁଥିବା ବିଶେଷଜ୍ଞମାନେ ୧୬ଟି ଅଡ ଔଷଧକୁ ତାଲିକାରୁ…

Read More

ଟିଏମସିରେ ସାମିଲ୍ ହେଲେ ବିଜେପି ବିଧାୟକ

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଲାଗିଛି। ବିଧାୟକ ସୋମେନ ରୟ ଦଳ ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି। କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ ପୂର୍ବରୁ ଟିଏମସିରେ ଥିଲେ। ତାଙ୍କ ଏହା ଥିଲା ଘର ବାହୁଡା। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସେ ଦଳରେ ସକ୍ରିୟ ନଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୭୧ଟି ଆସନ ଜିତିଥିଲା। ହେଲେ ବିଗତ ଚାରି ସପ୍ତାହ ମଧ୍ୟରେ…

Read More

ତାଲିବାନକୁ ବିଦ୍ରୋହୀଙ୍କ ଚ୍ୟାଲେଞ୍ଜ

କାବୁଲ : ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଦାବି କରୁଥିବା ତାଲିବାନକୁ ପଞ୍ଜଶିରର ବିଦ୍ରୋହୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଦ୍ରୋହୀ ସଂଗଠନ ଅହମ୍ମଦ ମାସୁଦ ଶନିବାର କହିଛନ୍ତି ତାଲିବାନ ବିରୋଧରେ ସ୍ୱର କେବେ ନରମିବ ନାହିଁ। ନ୍ୟାୟ ଓ ସ୍ୱାଧୀନତା ପାଇଁ ସଂଗ୍ରାମ କେବେ ହେଲେ ସେ ବନ୍ଦ କରିବେ ନାହିଁ। ପଞ୍ଜଶିରରେ ତାଲିବାନକୁ ବିରୋଧ ଓ ଆଫଗାନିସ୍ତାନରେ ମହିଳାମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ ସୂଚାଉଛି ଆଫଗାନିସ୍ତାନବାସୀ ସେମାନଙ୍କର ଅଧିକାର ପାଇଁ କେବେ ସ୍ୱର ନରମ…

Read More

ଅଦାଲତ ଅବମାନନା ପାଇଁ ୫ ଆଇଏଏସ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି। ଗୁରୁବାର ଦିନ ନେଲୋର୍‌ ଜିଲ୍ଲାର ଭେଙ୍କଟଚଳମ୍‌ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା ନାମକ ଜଣେ ମହିଳା ଦାଏର କରିଥିବା ଅଦାଲତ ଅବମାନନା ପିଟିସନ୍‌ର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି। ରାଜସ୍ଵ ବିଭାର ତତ୍କାଳୀନ ସଚିବ ମନମୋହନ ସିଂହଙ୍କୁ ୪ ସପ୍ତାହ ଜେଲ୍‌ ଦଣ୍ଡ ସହ ୧୦୦୦…

Read More

ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ ୩୦ରେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତା ୩୦ରେ ହେବ। ଆଜି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୩ରେ ଫଳାଫଳ ଘୋଷଣା ହେବ। ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିୟମ ଅନୁସାରେ ପଦ ବଜାୟ ରଖିବାକୁ ୬…

Read More

ଚିନ୍ତା ବଢାଉଛି ସଂକ୍ରମଣ: ପରୀକ୍ଷା ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରୁ ଗତ ୨୪ ଘଣ୍ଟାରେ ଦେଶରୁ ପୁଣି ୪୫ ହଜାର ୩୫୨ ଜଣ ନୁଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାସହ ୩୬୬ ଜଣଙ୍କର ଜୀବନ ନେଇଛି କରୋନା । ୨୫ ଦିନର ଦୀର୍ଘ ଅନ୍ତର ପରେ ପୁଣିଥରେ ଭାରତର ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ପାର ହେଇଛି । ତେବେ କେବଳ କେରଳରୁ ହିଁ ୩୨ ହଜାର ୯୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ କେରଳରୁ ୧୮୮ ଜଣଙ୍କର…

Read More

ଓଡ଼ିଆ ପୁଅ ପ୍ରମୋଦ ଭାରତ ପାଇଁ ପଦକ ନିଶ୍ଚିତ କଲେ

ଟୋକିଓ : ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଅପରାହ୍ନ ୩ଟାରେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ସେ ହାରିବେ ତେବେ ମିଳିବ ତାଙ୍କୁ ରୌପ୍ୟ ପଦକ। ଆଜିର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍‌ରେ…

Read More

ଆଫଗାନିସ୍ତାନରେ ସରକାର ଗଢିବ ତାଲିବାନ

ନୂଆଦିଲ୍ଲୀ :  ଶନିବାର ତାଲିବାନର ନୂଆ ସରକାର । ମୁଖିଆ ହେବେ ମୁଲ୍ଲା ବରାଦର । ୧୯୯୬ ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲେ ରକ୍ଷାମନ୍ତ୍ରୀ । ତେବେ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏପଟେ କାଶ୍ମୀର ପ୍ରସଙ୍ଗରେ ତାଲିବାନ ସ୍ବର ବଦଳାଇଛି । ତାର ଅସଲ ରଙ୍ଗ ଦେଖାଇ ତାଲିବାନ କହିଛି , କାଶ୍ମୀର ସମେତ ସାରା ବିଶ୍ବର ମୁସଲିମ୍ ଙ୍କ ପାଇଁ ଆମେ ସ୍ବର…

Read More

ଡିସେମ୍ବରରୁ ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ : ଡିସେମ୍ବର ପର୍ଯ୍ୟନ୍ତ ଖାଇବା ତେଲ ଦାମ୍‌ ନିୟନ୍ତ୍ରଣକୁ ଆସିବ ନାହିଁ। ନୂଆ ଫସଲ ଅମଳ ହେବା ପରେ ସ୍ଥିତିରେ ସୁଧାର ହେବ ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଗତ ବର୍ଷକ ଭିତରେ ଭାରତରେ ଖାଇବା ତେଲ ମୂଲ୍ୟରେ ୬୪% ବୃଦ୍ଧି ହୋଇଛି। ସାଧାରଣ ଜନତାଙ୍କୁ ମୂଲ୍ୟ ବାଧୁଛି। ଯେହେତୁ ଭାରତ ଖାଇବା ତେଲର ୬୦% ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଥବାରୁ ଆନ୍ତର୍ଜାତିକ ବଜାରରେ ଦାମ୍ ହ୍ରାସ ନହେବା ପର୍ଯ୍ୟନ୍ତ ତେଲ…

Read More

ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ୭ କିମି ଲମ୍ବା ସୁଡ଼ଙ୍ଗ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ସୁଡ଼ଙ୍ଗ। ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବି ଏହି ସୁଡ଼ଙ୍ଗର ଲମ୍ବ ପ୍ରାୟ ୭ କିମିର। ବ୍ରିଟିସ୍‌ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେବାପାଇଁ ସ୍ଥାନାନ୍ତର କରିବା ବେଳେ ପ୍ରତିରୋଧରୁ ବର୍ତ୍ତିବା ପାଇଁ ଏହି ସୁଡଙ୍ଗ ବ୍ୟବହାର କରୁଥିଲେ। ସେ କହିଛନ୍ତି ଏହି ସୁଡ଼ଙ୍ଗର ଇତିହାସକୁ ନେଇ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ସୁଡ଼ଙ୍ଗର ଆରମ୍ଭ ଓ ଶେଷ ସଂପର୍କରେ ସୁରାକ୍‌ ମିଳିଥିବାରୁ ଆଗକୁ…

Read More