JANATAKHABAR.IN

ରୁଷ ସହ ଯୁଦ୍ଧ ହେବ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କିଭ୍‌ : ୨୦୧୪ର ପ୍ରତିଶୋଧ ନିଆଁରେ ଜଳୁଥିବା ୟୁକ୍ରେନ କୌଣସି ମୁହୂର୍ତ୍ତରେ ରୁଷ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହା ପୂର୍ବରୁ ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭଲୋଦିମର ଜେଲେନସ୍କି। ରୁଷ ୨୦୧୪ରେ ୟୁକ୍ରେନର କ୍ରିମେନ୍‌ ଉପଦ୍ୱୀପକୁ ଅଧିକାର କରିବା ସହ ସେଠାକାର ବିଚ୍ଛିନତାବାଦୀଙ୍କୁ ସମର୍ଥନ ଦେଇଥିଲା। ଏହା ବିରୋଧ​‌ରେ ରୁଷ ସହ ବାସ୍ତବରେ ୟୁକ୍ରେନ ଯୁଦ୍ଧ କରିବାକୁ ଚାହୁଁଛି କି ବୋଲି ୟେସ୍‌ ସମ୍ମଳନୀରେ…

Read More

ମଧୁମେହ ରୋଗୀ ଏହି ଖାଦ୍ୟଠାରୁ ଦୁରେଇ ରହିବା ଉଚିତ୍

ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଗଲେ ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ। ଦୀର୍ଘ ସମୟ ଧରି ରକ୍ତରେ ଅଧିକ ଗ୍ଲୁକୋଜ୍ ହୃଦଘାତ, ନର୍ଭ ଡ୍ୟାମେଜ୍, ଆଖି ସମସ୍ୟା ଓ କିଡନୀ ରୋଗ ଭଳି ସମସ୍ୟା ହେବାର ଆଶଙ୍କା ବଢାଏ। ତେଣୁ ରୋଗୀମାନେ ଏଥିପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ। କାର୍ବସ୍ ଓ ସୁଗାରର ଅତ୍ୟଧିକ ବ୍ୟବହାର ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ। ତେବେ ଜାଣିବା ଆବଶ୍ୟକ କେଉଁ ଖାଦ୍ୟଠାରୁ ମଧୁମେହ ରୋଗୀମାନେ ଦୂରେଇ…

Read More

ପୁଅକୁ ଗୁଳିକରି ବାପା ଫେରାର୍

କଟକ : କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ ଅଭାବନୀୟ ଘଟଣା। ପୁଅ ଶିବ ମୁଣ୍ଡାକୁ ଗୁଳି କରିବା ପରେ ବାପା ଯଦୁମଣି ଫେରାର୍ ହୋଇଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ ବେଣ୍ଟୁଆ ଗାଁର ଯଦୁମଣି ମୁଣ୍ଡା ତାଙ୍କ ପୁଅ ଶିବ ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା। ବାପା ଯଦୁମଣି ଉତକ୍ଷୀପ୍ତ ହୋଇ ପୁଅ…

Read More

ମଥୁରା-ବୃନ୍ଦାବନ : ମଦ ଓ ମାଂସ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ମଥୁରା ଓ ବୃନ୍ଦାବନର ୧୦ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ମାଂସ ଓ ମଦ ବିକ୍ରି ଉପରେ ଲାଗିଛି କଟକଣା। ଯେଉଁମାନେ ନିୟମ ନ ମାନି ମାଂସ ଦୋକାନ କରିବେ ବା ମଦ ବିକ୍ରି କରିବେ ସେମାନଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ଖବର ଅନୁଯାୟୀ ତୀର୍ଥସ୍ଥଳୀ ଘୋଷିତ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନର ୨୨ଟି ୱାର୍ଡ ରହିଛି। ଯୋଗୀ ସରକାର ନିରନ୍ତର ତୀର୍ଥସ୍ଥଳୀର ବିକାଶ…

Read More

ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗବତଙ୍କୁ ଓଡିଶାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିନା ଦେବା ସହ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଶୁକ୍ରବାର ପ୍ରମୋଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକ ସ୍ଵତନ୍ତ୍ର ଗାଡିରେ ପ୍ରମୋଦଙ୍କୁ ସହର ପରିକ୍ରମା କରାଯାଇଥିଲା। ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ…

Read More

ମୁମ୍ବାଇରେ ଘଟିଛି ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି

ମୁମ୍ବାଇ : ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ମୁମ୍ବାଇରେ ଘଟିଛି। ମୁମ୍ବାଇର ସାକିନାକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ଖବର ଅନୁଯାୟୀ ମୁମ୍ବାଇର ଏହି ଦୁଷ୍କର୍ମ ଘଟଣା ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମାମଲାରେ ଅନେକ ଲୋକଙ୍କ…

Read More

ପଶ୍ଚିମବଙ୍ଗ ଉପନିର୍ବାଚନ : ମମତାଙ୍କ ବିପକ୍ଷରେ ପ୍ରିୟଙ୍କା ବିଜେପି ପ୍ରାର୍ଥୀ

କୋଲ୍‌କାତା : ଚାଳିତମାସ ୩୦ ତାରିଖରେ ହେବାକୁ ଥିବା ଭବାନୀପୁର ବିଧାନସଭା ଉପନିର୍ବାଚନର ମମତା ବାନାର୍ଜୀଙ୍କ ବିପକ୍ଷରେ ଓକିଲ ପ୍ରିୟଙ୍କା ଟିବ୍ରେୱାଲ୍‌ଙ୍କୁ ବିଜେପି ପ୍ରାର୍ଥି କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କର ଆଇନଗତ ପରାମର୍ଶଦାତ୍ରୀ ପ୍ରିୟଙ୍କା ଗତ ଏପ୍ରିଲ୍‌-ମେ’ରେ ‌ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ବାବୁଲ୍‌ ସୁପ୍ରିୟୋଙ୍କ ଅନୁରୋଧକ୍ରମେ ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ବ୍ୟାପକ ସଂଖ୍ୟଗରିଷ୍ଠତା ହାସଲ କରିବା…

Read More

ଜମି କେଳେଙ୍କାରୀ : ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦମ୍ପତ୍ତି ଅଟକ

ଢେଙ୍କାନାଳ : ଜମିର କିସମ ବେଆଇନ ଭାବେ ବଦଳାଇବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଢେଙ୍କାନାଳ ପୋଲିସ ଅଟକ ରଖିଛି। ଖବର ଅନୁଯାୟୀ ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ଜମି କେଳେଙ୍କାରୀ ମାମଲାରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ। ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ।…

Read More

ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା କଲା ତାଲିବାନ

କାବୁଲ : ଆଫଗାନିସ୍ତାନର ପଞ୍ଜଶିରକୁ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛି ତାଲିବାନ। ସେଠାରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହିଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ତାଲିବାନୀମାନେ ଯୋଜନା ଚଳାଇଛନ୍ତି। ଯେଉଁ ସ୍ଥାନରେ ଅମରୁଲ୍ଲା ସାଲେହ ରହିଥିଲେ ସେହି ସ୍ଥାନକୁ ଦଖଲ କରିଥିବା ବେଳେ ତାଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖବର ଅନୁଯାୟୀ ଗୁରୁବାର ରାତିରେ ରୋହୁଲ୍ଲା ପଞ୍ଜଶିରରୁ କାବୁଲ ଯାଉଥିବା ବେଳେ ତାଲିବାନୀମାନେ ତାଙ୍କୁ ଠାବ…

Read More

ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି

ନୂଆଦିଲ୍ଲୀ : ସରକାରୀ କର୍ମଚାରୀ ଗୋଟିଏ ଡୋଜ୍‌ ଟିକା ନେଇ ନଥିଲେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ। କେବଳ ମେଡିକାଲ ଜନିତ ସମସ୍ୟା ଦେଇ ଗତି କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନି। ଏହାବ୍ୟତୀତ ଅନ୍ୟ କୌଣ କାରଣକୁ ଗ୍ରହଣ କରାଯିବ ନାହିଁ। ସେପ୍ଟେମ୍ବର ୧୫ପର ଠାରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ପଞ୍ଜାବ ସରକାର ଜାରି ଆରିଥିବା ବିଜ୍ଞପ୍ତିରେ କୁହାଯାଇଛି…

Read More