ରୁଷ ସହ ଯୁଦ୍ଧ ହେବ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି
କିଭ୍ : ୨୦୧୪ର ପ୍ରତିଶୋଧ ନିଆଁରେ ଜଳୁଥିବା ୟୁକ୍ରେନ କୌଣସି ମୁହୂର୍ତ୍ତରେ ରୁଷ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହା ପୂର୍ବରୁ ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମର ଜେଲେନସ୍କି। ରୁଷ ୨୦୧୪ରେ ୟୁକ୍ରେନର କ୍ରିମେନ୍ ଉପଦ୍ୱୀପକୁ ଅଧିକାର କରିବା ସହ ସେଠାକାର ବିଚ୍ଛିନତାବାଦୀଙ୍କୁ ସମର୍ଥନ ଦେଇଥିଲା। ଏହା ବିରୋଧରେ ରୁଷ ସହ ବାସ୍ତବରେ ୟୁକ୍ରେନ ଯୁଦ୍ଧ କରିବାକୁ ଚାହୁଁଛି କି ବୋଲି ୟେସ୍ ସମ୍ମଳନୀରେ…