janatakhabar.in

ସୌମ୍ୟ ଏକା ନୁହେଁ, ରାଧାନାଥ ଓ ହରେକୃଷ୍ଣ ମହତାବ ଲେଖୁଥିଲେ : ଦାମ

ଭୁବନେଶ୍ୱର : ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ବିଜେଡି ବିଧାୟକ ନୁହେଁ ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ଏହାକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ। ଏହା କହିଛନ୍ତି ବରିଷ୍ଠ ରାଜନେତା ଡା.ଦାମୋଦର ରାଉତ। ଶ୍ରୀ ରାଉତ କହିଛନ୍ତି କହିଛନ୍ତି ପୂର୍ବରୁ ରାଧାନାଥ ରଥ ସମାଜର ସମ୍ପାଦକ ଥିବାବେଳେ ଆଠଗଡର ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ପ୍ରତି ଶନିବାର ସେ ସମାଜରେ ‘ଝିଟିପିଟି କହେ ନାମରେ ଏକ ସ୍ତମ୍ଭ ଲେଖୁଥିଲେ। ତତ୍କାଳୀନ ସମୟରେ ଦୁର୍ନୀତି ଓ…

Read More
janatakhabar.in

ଏକ୍‌ଜିଟ୍‌ ପୋଲ ଫଳାଫଳ : କର୍ଣ୍ଣାଟକରେ ଝୁଲା ବିଧାନସଭା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଭୋଟରଙ୍କ ବୁଥ୍ ବାହୁଡା ମତାମତ ଆଧାରରେ ସନ୍ଧ୍ୟାରେ ପ୍ରକାଶ ପାଇଛି ଏକ୍‌ଜିଟ୍‌ ପୋଲ ଫଳାଫଳ। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ଵାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି। ଆଉ କଂଗ୍ରେସ ଫାଇଦାରେ ରହିବ। କଂଗ୍ରେସ ଓ ଜେଡିଏସ୍‌ କିଙ୍ଗମେକର ହେବେ ବୋଲି ସୂଚନା ମିଳୁଛି। ଖବର ଅନୁଯାୟୀ କର୍ଣ୍ଣାଟକ ବିଧାନସଭାର ମୋଟ ୨୨୪ଟି ଆସନ ହୋଇଥିବା…

Read More
janatakhabar.in

ଓଏଏସଙ୍କ ଅଫିସର ସ୍ତରରେ ବଦଳି : ୪ ଜଣଙ୍କ ବଦଳି ବାତିଲ

ଭୁବନେଶ୍ଵର : ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ପୂର୍ବରୁ ବଦଳି ହୋଇଥିବା ୪ଜଣ ବରିଷ୍ଠ ଓଏଏସଙ୍କ ବଦଳି ବାତିଲ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଡିଏ ଏନଫୋର୍ସମେଂଟ ଅଧିକାରୀ ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କର ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ (ତଦନ୍ତ) ଭାବେ ବଦଳି ହୋଇଛି। ସେହିପରି ବୋର୍ଡ ଅଫ ରେଭନ୍ୟୁ ଅତିରିକ୍ତ ସଚିବ ସନ୍ତୋଷୀ ସାହୁଙ୍କ ବଦଳିକୁ ବାତିଲ…

Read More
janatakhabar.in

ବିଦ୍ୟୁତ ଉପଭୋକ୍ତଙ୍କୁ ଶୋଷଣ ଶୋଷଣ କରୁଛି ଟାଟା ପାୱାର : କଂଗ୍ରେସ

ଭୁବନେଶ୍ଵର : ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ କ୍ରମାଗତ ଭାବେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି। ଏ ସମ୍ପର୍କରେ ରାଜ୍ୟ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସ ଚେୟାରମ୍ୟାନ ଓ ସଦସ୍ୟମାନେ ଜାଣିଥିଲେ ମଧ୍ୟ ସେମାନଙ୍କର ନିରବତା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ଶୋଷଣ କରିବା ପାଇଁ ଟାଟା ପାୱାରକୁ ପ୍ରୋତ୍ସାହିତ କରିୁଥିବା କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ…

Read More
janatakhabar.in

ସାମୁଦ୍ରିକ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ପ୍ରଭାବରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାରେ ପ୍ରବଳ ବର୍ଷିବ। କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ମାତ୍ରାଧିକ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେଥିପାଇଁ ପ୍ରବଳ ବର୍ଷା ଆଶଙ୍କା ରହିଥିବା ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଖବର ଅନୁଯାୟୀ ଛୁଟି ବାତିଲ ନେଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ କୃଷି…

Read More
janatakhabar.in

ଅମିତ ଶାହଙ୍କ ନାଁ’ରେ ଏଫ୍‌ଆଇଆର୍‌

ବେଙ୍ଗାଲୁରୁ : ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଯିବା ପରେ ଯେଶାକୁତେସା ନୀତି ଆପଣେଇଛି କଂଗ୍ରେସ। ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁରେ ବରିଷ୍ଠ କଂଗ୍ରେସ ନେତା ଆଜି ଏଫ୍‌ଆଇଆର୍‌ ଦେଇଛନ୍ତି। ଖବର ଅନୁଯାୟୀ କର୍ଣ୍ଣାଟକରେ ଆୟୋଜିତ ଏକ ବିଜେପି ରାଲିରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ଯଦି କଂଗ୍ରେସ କ୍ଷମତାକୁ ଆସିବ ତେବେ ସାମ୍ପ୍ରଦାୟିକ ଦଙ୍ଗା ହେବ। ଏହି ମନ୍ତବ୍ୟ ପାଇଁ ଅମିତ…

Read More
janatakhabar.in

ଦାନ୍ତ ପୋକ ଓ ବିନ୍ଧା ଦୂର କରିବାର ଘରୋଇ ଉପାୟ

ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି…

Read More
janatakhabar.in

ସୀମା ଓ ସଚିନଙ୍କୁ ମିଳିଲା ସିନେମା ଅଫର

ନୂଆଦିଲ୍ଲୀ : ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଓ ଭାରତୀୟ ସ୍ୱାମୀ ସଚିନ ମୀନାଙ୍କୁ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସେମାନଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରୁ ମୁକୁଳାଇବା ପାଇଁ ଅମିତ ଜୈନ ନାମକ ଜଣେ ଫିଲ୍ମ ପ୍ରଯୋଜକ ଉଭୟଙ୍କୁ ସିନେମାରେ କାମ କରିବାକୁ ଅଫର ଦେଇଛନ୍ତି। ଖବର ଅନୁଯାୟୀ ଅମିତ ଜୈନ ଉଦୟପୁରର ଟେଲର କହ୍ନୈୟା ଲାଲ…

Read More
janatakhabar.in

ସାଂସଦଙ୍କୁ କାଉ ଆକ୍ରମଣ : ଆକ୍ଷେପ କଲେ ବିରୋଧୀ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନକୁ ଆସୁଥିବାବେଳେ ରାଜ୍ୟସଭା ସାଂସଦ ରାଘବ ଚଢା କାଉ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ଭିଡିଓରେ ଦେଖାଯାଇଛି ସଂସଦ ଭବନ ବାହା‌ରେ ରାଘବ ଫୋନରେ କଥା ହୋଇହୋଇ ଆସୁଥିବା ବେଳେ ହଠାତ ଏକ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପି ପକାଇଥିଲା। କାଉ ଆକ୍ରମଣରେ ଭୟଭୀତ ହୋଇ ସେ ମୁଣ୍ଡ ତଳକୁ କରି ଘଟଣାସ୍ଥଳରୁ…

Read More
janatakhabar.in

ଇତିହାସ ରଚିଲା ଭାରତ : ଚନ୍ଦ୍ରଯାନ-୩ର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଇତିହାସ ରଚିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ନିରାପଦରେ ଅବତରଣ କରିଛି। ଏହି ସଫଳତା ହାସଲ କରିବାରେ ଭାରତ ହୋଇଛି ବିଶ୍ଵର ୪ର୍ଥ ମହାକାଶ ସଂସ୍ଥା। ପୂର୍ବରୁ ଆମେରିକା, ରୁଷ ଓ ଚୀନ ସଫଳତା ହାସଲ କରିଥିଲେ ହେଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ହୋଇଛି ପ୍ରଥମ ଦେଶ। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଭାରତର ମହାକାଶ ଅଭିଯାନ କେବଳ ଚନ୍ଦ୍ରରେ ସୀମିତ ରହିବନି। ଏହା ସୌରମଣ୍ଡଳର…

Read More