janatakhabar.in

୨୭ରୁ ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ଵର : ଚଳିତମାସ ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ଏଥିରେ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଖବର ଅନୁଯାୟୀ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଫିକ ସମସ୍ୟାକୁ ସହଜ କରିବା ସହିତ ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ୍, ଅଗ୍ନିଶମ, ଓଡ୍ରାଫ ଓ ପରିମଳ ଆଦି ଉପରେ…

Read More
janatakhabar.in

ବୌଦ୍ଧ ଡିଷ୍ଟିଲେରି ଉପରେ ଆଇଟି ରେଡ଼

ଭୁବନେଶ୍ଵର : ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ। କେବଳ ଓଡ଼ିଶାରେ ନୁହେଁ କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ମଧ୍ୟ ଏକକାଳୀନ ଚଢ଼ଉ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ କୋଲକତାରେ ୨୦୦୮ ଡିସେମ୍ବର ୨୯ରେ ପଞ୍ଜିକୃତ ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ଏକ ମଦ ତିଆରି କାରଖାନା। ଆୟଙ୍କର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ଆୟକର ଟିମ୍‌ କମ୍ପାନୀର ପ୍ରଡକ୍ସନ, ଷ୍ଟକ, ସେଲ୍‌ ଆଦିକୁ…

Read More
janatakhabar.in

କୀଟନାଶକ ନୁହେଁ ଫସଲରେ ମଦ ସିଞ୍ଚନ କରୁଛନ୍ତି ଚାଷୀ

ଭୋପାଳ : ଫସଲରେ କୀଟନାଶକ ଦମନ ପାଇଁ ମଦର ବ୍ୟବହାର। ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର କୃଷକମାନେ ମୁଗ କିଆରୀରେ ମଦ ସିଞ୍ଚନ କରୁଛନ୍ତି। କେବଳ ମୁଗ ନୁହେଁ ଅନ୍ୟ କେତେକ ଫସଲରେ ହଳଦୀ ଓ କ୍ଷୀର ମଧ୍ୟ ବ୍ୟବହାର କରୁଛନ୍ତି। ଖବର ଅନୁଯାୟୀ ନର୍ମଦାପୁରମର କୃଷକମାନେ ବିଶ୍ୱାସ କରନ୍ତି ମଦ ସିଞ୍ଚନ ଦ୍ୱାରା ମୁଗ ଗଛ ବଢେ। ଅନେକ ଚାଷୀ ୧୧ ଲିଟର ଓ ୧୬ ଲିଟର ସ୍ପ୍ରେ ମେସିନରେ ୧୦୦ ମିଲିଲିଟର ଦେଶୀ ଓ ବିଦେଶୀ…

Read More
janatakhabar.in

ବୁର୍ଲା ଭିସୁଟ ପରିସରକୁ ଗାଡ଼ି ମନା

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିସୁଟ କ୍ୟାମ୍ପସ ପରିସରରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ହଷ୍ଟେଲ୍ ପରିସରରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି। ଖବର ଅନୁଯାୟୀ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଦୁଇ ଓ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ ଲଗାଯାଇଛି କଟକଣା। ନିୟମ ଉଲ୍ଳଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି ଚେତାବନୀ ଦେଇଛନ୍ତି।

Read More

ପଞ୍ଜଶୀରରେ ଜାରିରହିବ ତାଲିବାନ ବିରୋଧୀ ଲଢେଇ : ଅହମ୍ମଦ ମାସୁଦ

କାବୁଲ : ଆଫଗାନସ୍ତାନର ପଞ୍ଜଶୀରରେ ଲଢେଇ ଶେଷ ହୋଇନି। ଆମ ସେନା ଏବେ ମଧ୍ୟ କଡା ଟକ୍କର ଦେଉଛନ୍ତି ବୋଲି କହିଛନ୍ତି ରେଜିଷ୍ଟଣ୍ଟସ୍‌ ଫୋର୍ସେସ୍‌ ନେତା ଅହମ୍ମଦ ମାସୁଦ। ପଞ୍ଜଶୀର କବ୍‌ଜା କରିନେଇ ଗଭର୍ଣ୍ଣର ହାଉସ୍‌ରେ ତାଲିବାନୀ ପତାକା ଉଡାଇଥିବା ତାଲିବାନ ଦାବି କରିଥିଲା। ଏହାକୁ ନେଇ ଅହମ୍ମଦ ମାସୁଦ ଟ୍ୱିଟ୍‌ ଯୋଗେ ଅଡିଓ ବାର୍ତ୍ତା​‌ ଜାରିକରି ପ୍ରତିକ୍ରିୟା ଦେଇଛନ୍ତି। ଆଉ ଦେଶର ଜନତାଙ୍କୁ ତାଲିବାନ ବିରୁଦ୍ଧରେ ଏକାଠି ହୋଇ ବିଦ୍ରୋହ କରିବାକୁ ଗୁହାରି କରିଛନ୍ତି। ନିଜର…

Read More
janatakhabar.in

ନୀତି ଆୟୋଗ ବୈଠକରେ ଯୋଗଦେଲେନି ୮ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ସେହିପରି ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ଜଣାପଡିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବିକଶିତ ଭାରତ-୨୦୪୭ ମୁଖ୍ୟ ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ଆଲୋଚନା ହେବ। ଏଥିସହ…

Read More
janatakhabar.in

ମହଙ୍ଗା ହେଲା ପାହାଳ ମିଠା

ଭୁବନେଶ୍ଵର : କ୍ଷୀର ଓ ଛେନା ଦର ମୂଲ୍ୟ ବୃଦ୍ଧିର ପ୍ରଭାବ ମିଠା ଉପରେ ପଡ଼ିଛି। ମହଙ୍ଗା ହୋଇଛି ପାହାଳ ରସଗୋଳା। ଏଥିସହ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବାକୁ ପାହାଳ ମିଠା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଖବର ଅନୁଯାୟୀ ମଙ୍ଗଳବାର ଠାରୁ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ। ଯେଉଁ ରସଗୋଲା ୫ ଟଙ୍କାରେ ଗ୍ରାହକ ନେଉଥିଲେ ଏବେ ୬ଟଙ୍କା ଦେବାକୁ ପଡିବ। ସେହିପରି ୧୦ ଟଙ୍କିଆ ମିଠା ୧୨…

Read More

ବିନା ଦର୍ଶକରେ ହେବ ରାବଣପୋଡ଼ି ଉତ୍ସବ

ନୂଆଦିଲ୍ଲୀ : ଆଜି ବିଜୟା ଦଶମୀ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଦିଲ୍ଲୀରେ ସନ୍ଧ୍ୟା ୬ଟା ଓ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡ଼ି। ଦିଲ୍ଲୀ ନୋଇଡା ଓ ବିହାର ପାଟନାରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମୁମ୍ବାଇରେ କୌଣସି ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ। କରୋନା ପାଇଁ ଚଳିତବର୍ଷ ଆୟୋଜକ ଅଧିକ ଉଚ୍ଚର ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିନାହାନ୍ତି। ବିଧି ରକ୍ଷା ପାଇଁ କମ୍ ଉଚ୍ଚତାରେ…

Read More

ସୃଷ୍ଟି ହେଲା ଲଘୁଚାପ :୨୬ ରୁ ଏହି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଘୁର୍ଣ୍ଣିବଳୟ ପ୍ରଭାବରେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଏହାର ଅଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ତିବ୍ର ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଓଡିଶା ଉପକୂଳ ଆଡକୁ ଗତି କରିବ।ଏହାର ପ୍ରଭାବରେ ସେପ୍ଟେମ୍ବର ୨୬, ୨୦୨୧ ରୁ ଓଡିଶାର ବିଭିନ୍ନ ସ୍ଥାନରେ ବୃଷ୍ଟିପାତ ବୃଦ୍ଧି ପାଇବ ।…

Read More

ଓଟିଡ଼ିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନପଥରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ‘ନିମନ୍ତ୍ରଣ’’ ଜରିଆରେ…

Read More