janatakhabar.in

ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇବ। ଆମେରିକାର ଏହି ବୟାନ ପରେ ପଡୋଶୀ ରାଷ୍ଟ୍ର ଜର୍ମାନୀ, ଇଟାଲୀ, ଇଂଲଣ୍ଡ ଓ ସ୍ପେନ୍ ଚିନ୍ତାରେ ପଡିଯାଇଛନ୍ତି। କାରଣ ଏହି ବମର ବ୍ୟବହାର ଉପରେ ପ୍ରାୟ ୧୦୦ଟି ଦେଶ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଆମେରିକା ଏଭଳି କୌଣସି କାମ ନକରୁ। ଆମ ପାଖରେ ମଧ୍ୟ ବିପୁଳ ପରିମାଣରେ କ୍ଲଷ୍ଟର ବମ୍ ରହିଛି। ତେବେ ଆସନ୍ତୁ ଜାଣିବା କ୍ଲଷ୍ଟର ବମକୁ ନେଇ କାହିଁକି…

Read More
janatakhabar.in

ଆମ୍ବରେ ଅନେକ ଔଷଧୀୟ ଗୁଣ

ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ। ବର୍ଷସାରା ବଜାରରେ ଆମ୍ବ ମିଳୁଛି। କିନ୍ତୁ ଖରାଦିନେ ଏହାର ଥାଏ ଅଧିକ ଚାହିଦା। ବିଭିନ୍ନ କିସମର ଆମ୍ବ ଏହି ଋତୁରେ ଉପଲବ୍ଧ ହୁଏ। ଏହି ଫଳରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ……..। ଆମ୍ବରେ ପ୍ରାୟ ୨୦ଟି ବିଭିନ୍ନ ଖଣିଜ ପଦାର୍ଥ ଓ ଭିଟାମିନ୍ ରହିଛି। ଉଭୟ କଞ୍ଚା ଓ ପାଚିଲା ଆମ୍ବରେ ପୌଷ୍ଟିକ ତତ୍ୱ ଭରପୁର। ଏହା ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ।…

Read More
janatakhabar.in

ସବୁ ମିନି ଅଙ୍ଗନବାଡି ହେବ ନିୟମିତ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନକରିଛନ୍ତି। ଏହାଦ୍ଵାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର…

Read More
janatakhabar.in

ରାଜ୍ୟ ସରକାର ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ : ସୋନାଲି ସାହୁ

ଭୁବନେଶ୍ୱର : ଓଡିଶାରେ ଶିକ୍ଷା ବ୍ୟବସ୍ଥା ଦିଗହରା। ପିଲାମାନେ ମୌଳିକ ଅଧିକାରରୁ ବଂଚିତ। ରାଜ୍ୟ ସରକାର ୨୦୧୭ରେ ‘ମୋ ସ୍କୁଲ’ର ପରିକଳ୍ପନା କରିଥିଲେ। ସବୁ ସ୍କୁଲର କାନ୍ଥ ବାଡରେ “ଆମେ ପଢିବୁ, ଗଢିବୁ, ଶ୍ରେଷ୍ଠ ହେବୁ” ବୋଲି ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏଥିପାଇଁ ଯାହା ଆବଶ୍ୟକ ତାହା ପୂରଣ କ୍ଷେତ୍ରରେ ସରକାର ପଛୁଆ। ଫଳରେ କେଉଁଠି ପିଲାମାନେ ଗଛ ମୂଳେ ପାଠ ପଢୁଥିବାର ଦେଖାଯାଉଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ…

Read More
janatakhabar.in

ଛେଳି ଚୋରକୁ ବେକରେ ଜୋତା ମାଳ

ବାଲେଶ୍ଵର : ଛେଳି ଚୋର ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ତରେ ବୁଲାଇଲେ। ଏହି ଘଟଣା ବସ୍ତା ଅଞ୍ଚଳରେ ଘଟିଥିବା ବେଳେ ସୋଶାଲ୍‌ ମିଡ଼ିଆରେ ଏହାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଖବର ଅନୁଯାୟୀ ଶନିବାର ବସ୍ତାର ସାନଖୁଡି ଗାଁର ବଂଶୀଧର ଦାସଙ୍କ ଘରୁ କରୁଣାକର ଦାସ ଏକ ଛେଳି ଚୋରି ହୋଇଥିଲା। ଏ ସମ୍ପର୍କରେ ଜାଣିପାରି ବଂଶୀଧର ଓ ତାଙ୍କ ପୁଅ କରୁଣାକରକୁ କାବୁକରି ଗାଁ ଲୋକଙ୍କୁ ଡାକି ବୈଠକ କରିଥିଲେ। ଏଥିରେ ସାବ୍ୟସ୍ତ ହୋଇଥିଲା…

Read More
janatakhabar.in

ବିରୋଧୀଙ୍କ ଆହ୍ଵାନକୁ ଗ୍ରହଣ କଲେ ଭିକେ ପାଣ୍ଡିଆନ୍‌

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ୫ଟି ସଚିବ ତଥା ବରିଷ୍ଠ ଆଇଏଏସ୍‌ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ଖବର ପୂଜା ବଜାରରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରୁଥିଲେ। ସରକାରୀ ଚାକିରିରୁ ଇସ୍ତଫା ଦେଇ ରାଜନୀତିକୁ ଆସିବା ପାଇଁ ଦେଉଥିଲେ ଆହ୍ଵାନ। ଏବେ ତାହାହିଁ ହୋଇଛି। ସେ ରାଜନୀତି କରିବେ କି ନାହିଁ ସ୍ପଷ୍ଟ ହୋଇନି। କିନ୍ତୁ ବିରୋଧୀଙ୍କ ଆହ୍ଵାନକୁ ଗ୍ରହଣ କରିଛନ୍ତି ଶ୍ରୀ…

Read More
janatakhabar.in

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ଵର : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ। ବୁଧବାର ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ରଘୁବର ଦାସ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବିରେ ଅଛନ୍ତି। ସେ ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ୧୯୫୫ ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ସେ ଜନ୍ମଗ୍ରହଣ କରିଥିଲେ। ସେ…

Read More
janatakhabar.in

୨୮ ତାରିଖ ସରକାରୀ ଛୁଟି

ଭୁବନେଶ୍ଵର : ରାଜ୍ୟ ସରକାର ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ଚଳିତମାସ ୨୮ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ(ଏକଜ୍ୟୁଟିଭ) ବନ୍ଦ ରହିବ। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ପୂର୍ବରୁ ରାଜ୍ୟ ସରକାର ସେପ୍ଟେମ୍ବର ୨୯ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ। କିନ୍ତୁ ଆଜି ସଂଶୋଧିତ ବିଜ୍ଞପ୍ତି ଜାରି କରି…

Read More
janatakhabar.in

ପିତୃ ପକ୍ଷ : ଋଣ ପରିଶୋଧର ଅବସର

।। ଗୋପାଳ ମହାପାତ୍ର ।। ଭାଦ୍ରବ ମାସ ଶୁକ୍ଳପକ୍ଷର ପୂର୍ଣ୍ଣମୀ ତିଥିଠାରୁ ପତୃପକ୍ଷ ମହାଳୟା ଶ୍ରାଦ୍ଧର ପକ୍ଷ ଆରମ୍ଭ ହୋଇଥାଏ । ଅର୍ଥାତ୍ ସେପ୍ଟେମ୍ବର ମାସ ୨୦ ତାରିଖ ଠାରୁ ଆଶ୍ୱୀନ ମାସ ଅମାବାସ୍ୟା ଅକ୍ଟେବର ୬ ତାରିଖ ପର୍ଯ୍ୟନ୍ତ ରହିଥାଏ ଏହି ପିତୃପକ୍ଷ। ବାସ୍ତବରେ ଶ୍ରାଦ୍ଧ ଶବ୍ଦ ଶ୍ରଦ୍ଧାରୁ ହିଁ ସୃଷ୍ଟି ଯାହାର ଅର୍ଥ ହେଉଛି ପିତୃ ପିତାମହମାନଙ୍କ ପ୍ରତି ଶ୍ରଦ୍ଧା ଭାବ ରଖିବା । ଜୀବନର ଅନ୍ତିମ ସଂସ୍କାର ହେଉଛି ଅନ୍ତ୍ୟେଷ୍ଟିକ୍ରିୟା । ଏହି…

Read More

ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର : ପାରିବାରିକ କଳହର କରୁଣ ପରିଣତି। ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ତଳପୁଟ ବଗଡ଼ ଗ୍ରାମରେ ଏପରି ଘଟଣା ଘଟିଛି। ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡରେ କାଟି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରଛି। ମୃତକମାନେ ହେଲେ ସୁଜନ ପ୍ରଧାନ, ରୁନି ପ୍ରଧାନ ଓ ପୁଅ ରୁମେଶ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଖବର ଅନୁଯାୟୀ ଦୁଇବର୍ଷ ତଳେ ଉପରବଡ଼ପୁଟ ଗ୍ରାମ ଇନ୍ଦିରା ବାସ କୋଲନିର ଚରଣ…

Read More