ଲକ୍ଷଣରୁ ଜାଣିହେବ ଆପଣ ପ୍ରେଗନେଣ୍ଟ ହୋଇ ପାରିବେ କି ନାହିଁ ?

ଘରେ ବସି ଜାଣିବା ଆମର କିଛି ଫର୍ଟିଲିଟି ଇସୁ ଅଛିକି ନହିଁ । ଗର୍ଭ ଧାରଣ ସେବେ ହୋଇଥାଏ ଯେବେ ଗୋଟେ ମହିଳା ଶରୀରରୁ ଏଗ ରିଲିଜ ହୋଇଥାଏ । ଏହି ପ୍ରକ୍ରିୟାକୁ ଆମେ ଓଭିଲ୍ୟୁସନ କୁହାଯାଇଥାଏ । ଓଭିଲ୍ଯୁସନ ମାସର ମଝିରେ ହୋଇଥାଏ ।

ସେହି ସମୟରେ କେମିତି ଜାଣିବା ବିନା କୀଟ ବ୍ୟବହାର କରି କେମିତି ଜାଣିବା ଏହାର କିଛି ଲକ୍ଷଣ ରହିଛି । ପ୍ରଥମ ହେଉଛି ଜଣେ ମହିଳାର ଓଭିଲ୍ଯୁସନର ଡିଶ ଚାର୍ଜ । ଯେବେ ମହିଳାର ଅଣ୍ଡାଶୟରୁ ଅଣ୍ଡା ରିଲିଜ ହୋଇଥାଏ ସେବେ ମହିଳା ଶରୀରର ପ୍ରଜନନ ଅଙ୍ଗରୁ କଞ୍ଚା ଅଣ୍ଡାର ଯେମିତି ଲାଳ ସେମେତି ବାହାରି ଥାଏ । ଏହାର ଗର୍ଭବତୀ ହେବାର ସୂଚନା ଦେଇଥାଏ । ଯଦି ଆପଣଙ୍କୁ ଏହା ହୋଇନଥାଏ ତେବେ ହୋଇପାରେ ଆପଣଙ୍କ ଶରୀରରେ ଭିଟାମିନ୍ସର କମି ଥାଏ, ଆଉ ହରମୋନ ଅପସେଟ ଥାଏ । ଫରଟାଏଲ ଥିଲେ ବା ଓଭିଲ୍ଯୁସନ ଥିଲେ ଶରୀରରେ ବେଶିକ ତାପମାନରେ ଅନ୍ତରରୁ ଜାଣିପାରିବେ । ଓଭିଲ୍ଯୁସନ ସମୟରେ ହାଇ ଲିବିଡୋ ବି ବତାଇ ଥାଏ ଆପଣଙ୍କ ହରମୋନ ଠିକ ଅଛି । ବ୍ରେଷ୍ଟରେ ଟେଣ୍ଡର ଫିଲ ହେବା ଆଉ ଶରୀରରେ ନାଭିର ତଳ ଭାଗର ବାମ ପାଖ ନହେଲେ ଡାହାଣ ପାଖ ଗୋଟିଏ ସାଇଟରେ ହଲ୍କା କ୍ରାମ୍ପ ଅନୁଭବ ହେବା ଏହା ମଧ୍ୟ ଓଭ୍ୟୁଲେସନର ସାଇନ ଅଟେ । ପିରିଅଡରୁ ମଧ୍ୟ ଜାଣିହେବ ଆପଣ ଫରଟାଏଲ ଅଛନ୍ତି କି ନହିଁ ।

ଯେଉଁ ମହିଳାମାନକୁ ବହୁତ କମ ଆସିଥାଏ ଆଉ ବହୁତ ଅଧିକ ଆସିଥାଏ ଆଉ ବହୁତ ଦିନ ମାନେ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ଏହାକୁ ସ୍ଵାସ୍ଥ୍ୟକର କୁହାଯିବନି କାରଣ ଏହା ଆପଣଙ୍କ ହରମୋନର ଅନିୟମିତତା କମି ଓ ଅଧିକତାକୁ ଦର୍ଶାଇ ଥାଏ । ଷ୍ଟାଣ୍ଡାର୍ଡ ପିରିଅଡ ୫ ଦିନ ହୋଇଥାଏ, ମାନେ ତିନିଦିନ ପର୍ଯ୍ୟନ୍ତ ଫ୍ଲୋ ଅଧିକ ହୋଇଥାଏ ତାପରେ ଧୀରେ ଧୀରେ ହୋଇଥାଏ ଆଉ ପାଞ୍ଚ ଦିନ ବେଳକୁ ପୁରା ବନ୍ଦ ହୋଇଯାଇଥାଏ । ଯଦି ଏମିତି ହୋଇଥାଏ ତେବେ ଆପଣଙ୍କ ପିରିଅଡ ଠିକ ଅଛି ସେଥିରେ କିଛି ଅସୁବିଧା ହେବନି । ଆମେ ଆମ ଫର୍ଟି ଲିଟି ସ୍ଟେଟସ ଏମିତି ଜାଣି ଜାଣିଥାନ୍ତି । ଆପଣଙ୍କ ନଖ ଓ ହାତ ପାପୁଲି ଆଉ ଆପଣଙ୍କ ଆଖି ଏହାଛଡା ଜିଭର ଯାଞ୍ଚ କରିବା ଦ୍ଵାରା ଆମେ ଜାଣିଥାଉ । ଏହା ହୋଇଥାଏ ଏନିମିଆ ଲକ୍ଷଣର ଯାଞ୍ଚ କରନ୍ତୁ, ଯେବେ ମହିଳା ଅନିମିକ ହୋଇଥାଏ ତେବେ ପ୍ରଜନନ କ୍ଷମତା ଉପରେ ବହୁତ ପ୍ରଭାବ ପଡିଥାଏ । ଆପଣଙ୍କ ନଖ ହଳଦିଆ ଯେମିତି ଦେଖାଯାଉନଥିବ, କାରଣ ନଖ ହଲ୍କା ଗୋଲାପି ଦେଖାଯିବା ଦରକାର । ପାପୁଲି ମଧ୍ୟ ଗୋଲାପି ଦେଖାଯିବା ଦରକାର ଆଉ ଆଖିରେ ମଧ୍ୟ ହଳଦୀ କି ଧଳା ଦେଖାଯିବା ଠିକ ନୁହେଁ, ସେଥିରେ ମଧ୍ୟ ଗୋଲାପି ଦେଖାଯିବା ଦରକାର ।

Leave a Reply

Your email address will not be published. Required fields are marked *

Back to top button