ଭାଇରାଲ ହେଲା ଭିଡିଓ : ଖୋଲା ଡ୍ରେସରେ ଏହି ଅଭିନେତ୍ରୀ

ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଟିଭିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକରେ କଳାକାର ମାନେ ନିଜର ସୁନ୍ଦରତା, ଲୁକ ଓ ପର୍ଶନାଲିଟି ପାଇଁ ସୋସିଆଲା ମିଡିଆରେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ସେମାନଙ୍କ ମଧ୍ୟ ରୁ ଅଭିନେତ୍ରୀ ମୋନି ରଏ ଜଣେ ମସୁର କଳାକାର ଭାବେ ପରିଚିତ ଅଟନ୍ତି । ସେ ତାଙ୍କର ଅଲଗା ଅଲଗା ଲୁକ ଓ ପୋଜ କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରାୟ ସକ୍ରିୟ ରହିଥାନ୍ତି । ସେ ତାଙ୍କର ହଟନେସ ଫୋଟୋ ପାଇଁ ଫ୍ୟାନ୍ସ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ବର୍ତ୍ତମାନ ତାଙ୍କର ଏକ ଫୋଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ଦର୍ଶକ ମାନେ ପସନ୍ଦ କରିବା ସହ ପେପରାଜିଙ୍କର କ୍ୟାମେରାରେ ମଧ୍ୟ କ୍ୟାପଚାର ହୋଇଛି । ଏହି ଭି-ଡି-ଓ ରେ ମୋନି ରାଏ ଦେଖିବାକୁ ଗ୍ଲାମରିୟସ ଲାଗିବା ସହ ତାଙ୍କର ଲୁକ ମଧ୍ୟ ନିଆରା ହୋଇଛି । ସେ ତାଙ୍କର ପ୍ରାୟ ୫ଟି ଫୋଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଛନ୍ତି ରେଡ କାଳରର ଓପନ ଡ୍ରେସ ପିନ୍ଧିଛନ୍ତି । ଏହି ଫୋଟୋରେ ତାଙ୍କର ଏକ୍ସପ୍ରେସନ କମାଲ ଲାଗୁଛି । ତାଙ୍କର ପୋଜ ଦେବା ଷ୍ଟାଇଲ ନିଆରା ଲାଗୁଛି ।

ତାଙ୍କର ଏହି ଫୋଟୋ ଶେୟାର ହେବା ପରେ ଫ୍ୟାନ୍ସ ମାନେ ବହୁତ ସାରା ଲାଇକ ଓ କମେଣ୍ଟ ଦେଇ ସାରିଛନ୍ତି । ସେ ଯେଉଁ ରେଡ କାଳର ର ଡ୍ରେସ କ୍ଯାରି କରିଛନ୍ତି ତାହା ବ୍ୟାକ୍ଳେଶ ଗାଉନ ଥିଲା ଯେଉଁଥିରେ ସ୍କଟ ଯୋଡା ଯାଇଥିଲା ଯାହା ପାଇଁ ତାଙ୍କ ଫିଗର ପୁରା ଫିଟ ହୋଇ ରହିବ । ମୋନି ରାଏ କ୍ଯାରି କରିଥିବା ଏହି ଡ୍ରେସ ର ସବୁଠାରୁ ଖାସ କଥା ହେଉଛି ଏଥିରେ ରିଭିଲିଙ୍ଗ ବ୍ୟାକ ଅଧିକ ଥିଲା ଯାହାକୁ ସେ ବହୁତ ଭଲ ଭାବେ ସୋ କରିଛନ୍ତି । ଏହି ଭି-ଡି-ଓ ରେ ସେ ତାଙ୍କର ବଡିର ସାଇଟ କୁ ନେଇ ଏତେ ଭଲ ପୋଜ ଦେଇଛନ୍ତି ଯାହା ପାଇଁ ସେ ହଟ ଓ ସେକସି ଲାଗୁଛନ୍ତି ।

ଏହି ଡ୍ରେସ ସହ ସେ ନିଜର ଲୁକ କୁ କମ୍ପ୍ଲିଟ କରିବା ପାଇଁ ମିନି ମେକପ କରିବା ସହ କୁଲ୍ଡ ଆଇଜ ଆଇଲାଇନର ସହ ନିଉ ସେଡ଼ ଲିପ୍ସ ସହ ହେୟାର ଖୋଲା ରଖିଛନ୍ତି । ବର୍ତ୍ତମାନ ତାଙ୍କର ନୂଆ ଗୀତ ବେଠେ ବେଠେ ରିଲିଜ ହୋଇଛି ଯାହା ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି । ଏହା ପୂର୍ବରୁ ତାଙ୍କୁ ପତଲି କମରିୟା ଗୀତରେ ଦେଖା ଯାଇଥିଲା । ସେ ତାଙ୍କର ବିକିନୀ ଡ୍ରେସ ପିନ୍ଧି ଫୋଟୋ ଶେୟାର କରିବା ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର ଆଗାମୀ ଫିଲ୍ମ ଅଭିନେତା ରଣବିର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ରିଲିଜ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Back to top button