ହଲ୍‌ରେ ସିଟ୍‌ ନମିଳିବାରୁ ଅଭିନେତ୍ରୀ କୀର୍ତ୍ତି ତଳେ ବସିଲେ

ମୁମ୍ବାଇ : ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମକୁ ନେଇ ବିବାଦ ଉଠିବାରୁ ଫିଲ୍ମ ଗ୍ରାଫିକ୍ସକୁ ମେକର୍ସ ସୁଧାରିଛନ୍ତି।

ଏହି ଫିଲ୍ମରେ ବାହୁବଳୀ ଫେମ୍ ପ୍ରଭାସ ଶ୍ରୀରାମଙ୍କ ଅବତାରରେ ଓ କୀର୍ତ୍ତି ସେନନ୍‌ଙ୍କୁ ମା’ ସୀତା ଓ ମରାଠୀ ଅଭିନେତା ଦେବଦତ୍ତ ନାଗେଙ୍କୁ ମହାବଳୀ ହନୁମାନଙ୍କ ଭୂମିକାରେ ଦେଖିବାକୁ ମିଳିଛି। ୩ ମିନିଟ୍ ୧୯ ସେକେଣ୍ଡର ଟ୍ରେଲର ଲୋମଟାଙ୍କୁରା ଦେଇଛି ଅନୁଭୂତି। ସୈଫ୍ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ହେଲେ ତାଙ୍କ ଲୁକ୍ସକୁ ସମ୍ପୂର୍ଣ୍ଣ ରିଭିଲ୍ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button