ଆକସ୍ମିକ ଲାଗୁଛି ନିଆଁ, ଆତଙ୍କରେ ଗାଁ’ ଲୋକେ

ବାରଙ୍ଗ : ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟ ଗାଁ’ରେ ଘଟୁଛି ବିଚିତ୍ର ଘଟଣା। ତିନିଦିନ ହେଲା ପାଳଗଦାରେ ଆକସ୍ମିକ ଭାବେ ଲାଗୁଛି ନିଆଁ। ପ୍ରାୟ ଅଧଘଣ୍ଟାରୁ କମ ସମୟ ଅନ୍ତରରେ ଏହି ନିଆଁ ବାରମ୍ବାର ଲାଗୁଥିବାରୁ ଅଗ୍ନିଶମ ବାହିନୀର କର୍ମଚାର ଓ ଗ୍ରାମବାସୀ ଘଟଣାସ୍ଥଳରେ ରାତି ତମାମ୍ ଜଗି ରହିଛନ୍ତି। କ୍ରମାଗତ ଅଗ୍ନିକାଣ୍ଡ ଯୋଗୁ ଗାଁ ଲୋକେ ଆତଙ୍କରେ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button