କଟକ : ଗୁଳିମାଡରେ ଯୁବକର ମୃତ୍ୟୁ

କଟକ : କଟକର ସୁଭଦ୍ରାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଦୁଇଜଣ ଦୁବୃର୍ତ୍ତ ଗୁଳିମାଡ କରିବାରୁ ଜଣେ ଯୁବକର ମୃତ୍ୟୁ ହୋଉଛି। ତେବେ ଗୁଳିମାଡର କାରଣ ଜଣାପଡିନଥିବା ବେଳେ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button