ନେପାଳରେ ହେଲିକପ୍ଟର ନିଖୋଜ

ନୂଆଦିଲ୍ଳୀ : ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ମନଙ୍ଗ ଏୟାର ହେଲିକପ୍ଟର ନିଖୋଜ ହୋଇଯାଇଛି।

ଖବର ଅନୁଯାୟୀ ମଙ୍ଗଳବାର ହେଲିକପ୍ଟରଟି ପାଞ୍ଚଜଣ ବିଦେଶୀ ନାଗରିକଙ୍କ ସମେତ ୬ ଜଣ ଯାତ୍ରୀଙ୍କୁ ନେଇ ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା ଭରୁଥିବା ସମୟରେ ନିଖୋଜ ହୋଇଥିଲା। ସକାଳ ପ୍ରାୟ ୧୦.୧୫ ସମୟରେ କଣ୍ଟ୍ରୋଲ୍ ଟାୱାର ସହ ଯୋଗାଯୋଗ କଟିଯାଇଥିବାରୁ କେଉଁଆଡ଼େ ଗତି କରୁଛି ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Back to top button