ର’ ନୂଆ ମୁଖ୍ୟ ହେବେ ରବି ସିହ୍ନା

ନୂଆଦିଲ୍ଲୀ : ଭାରତର ଗୁଇନ୍ଦା ଏଜେନ୍ସି ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ)ର ନୂଆ ମୁଖ୍ୟହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା। ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି। ତାଙ୍କ ପରେ ରବି ସିହ୍ନା ଏହି ଦାୟିତ୍ୱ ସମ୍ଭାଳିବେ।

Leave a Reply

Your email address will not be published. Required fields are marked *

Back to top button