୭ ଦିନରେ ନିଜକୁ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ କରନ୍ତୁ

ଅଭ୍ୟୁଲେସନକୁ ବୂଷ୍ଟ କରିବା ପାଇଁ ପୋଷଣର ବହୁତ ଆବଶ୍ୟକ ହୋଇଥାଏ । ଗୋଟିଏ ମହିଳା ଶରୀରରେ ଯେଉଁ ଏଗ ବନିଥାଏ ଆଉ ପୁରୁଷ ଶରୀରରେ ଯେଉଁ ସ୍ପର୍ମ ବନିଥାଏ ସେ ସବୁ ଧାତୁର ଏକ୍ସଟ୍ରକ୍ତ ହୋଇଥାଏ । ଆମ ଶରୀରର ସବୁ ଧାତୁ ସୁଧ ହୋଇଥାଏ । ଆମ ଶରୀରରେ ପୋଷଣ ଭଲ ରହିବତ ଏଗ ଆଉ ସ୍ପର୍ମ ବହୁତ ଭଲ ବନିବ ଆଉ କେବେ ମିସ କ୍ୟାରେଜ ହେବା ନା ଏଗ ଭଲ ହବନି । ଆଜି ଆମେ ଆଲୋଚନା କରିବା ଗୋଟିଏ ଅନାଜ ବିଷୟରେ ଆଉ ତାହା ହେଉଛି ରାଗି ।

ଏହା ବହୁତ ବଡ ବଡ ଗୁଣ ମଧ୍ୟ ରହିଛି । ଆଜିର ସମୟରେ ବହୁତ ଏନିମିଆ ବହୁତ ମହିଳା ମାନଙ୍କୁ ହୋଇଥାଏ । ହଲ୍କା ହୋଇଥାଏ ଓ ଅଧିକ ମଧ୍ୟ ହୋଇଥାଏ । ଯେଉ ମହିଳାଙ୍କୁ ଏନିମିଆର ପ୍ରୋବ୍ଲେମ ରହିଛି ଆଉ ଗ୍ଲୁଟନ ଇଣ୍ଟଲେରେନ୍ସେର ଅସୁବିଧା ରହିଛି । ତେବେ ଆପଣଙ୍କୁ ଗ୍ଲୁ ଟନ ଫ୍ରୀ ଅନାଜ ଖାଇବା ଦରକାର । ରାଗି ବହୁତ ବଢିଆ ଗ୍ଲୁ ଟନ ଫ୍ରୀ ଅନାଜ ଅଟେ । ଆସନ୍ତୁ ଜାଣିବା ନେବାର ମାତ୍ରା ଆଉ ତାର ଠିକ ଶୈଳୀ । ଏହା ଅନିମିଆ ଦୂର କରିବାରେ ବହୁତ ମାତ୍ରାରେ ସକ୍ଷମ ହୋଇଥାଏ । ଯଦି ଆପଣଙ୍କ ଅଅଜନ କାରଣରୁ ଆପଣ ଗର୍ଭବତୀ ହୋଇପାରୁ ନାହଁ ।

ତେବେ ଏହିଠୁ ସରଳ ଆଉ ସହଜ ଉପାୟ ଆଉ କେଉଁଠୁ ମିଳିବ ନହିଁ । ଏହା ଗୋଟିଏ ଲୋ ଜିଆଇ ଖାଦ୍ଯ ଅଟେ । ଏହା ଆପଣଙ୍କ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିଥାଏ । ଯଦି ଡାଇବେଟିସ କି ପିସି ଓଡ଼ି କି ଥାଇରଡ ରହିଛି ତେବେ ଆପଣ ଏହାକୁ ନିୟମିତ ସେବନ କରନ୍ତୁ । ଏଥିରେ ବହୁତ ମାତ୍ରାରେ ପ୍ରୋଟିନ ଥାଏ ଆଉ ଏଥିରେ ଆବଶ୍ୟକୀୟ ଆମୀନୋ ଏସିଡ ରହିଥାଏ । ଏଗ କ୍ଵାଲିଟୀକୁ ବହୁତ ଭଲ ରଖିଥାଏ । ଏଥିରେ କ୍ୟାଲସିୟମ ବହୁତ ଭଲ ମାତ୍ରାରେ ରହିଥାଏ । ସବୁ ମାସରେ ମହିଳା ମାନଙ୍କ ଶରୀରରେ କ୍ୟାଲସିୟମ ଓ ଆୟରନର ମାତ୍ରା ଲସ ହୋଇଥାଏ । ତାକୁ ପୁରା କରିଥାଏ ଓ ଆପଣଙ୍କ ବୋନସ କୁ ଶକ୍ତ କରିଥାଏ । ଏଥିରେ ବହୁତ ମାତ୍ରାରେ ଆୟରନ, କ୍ୟାଲସିୟମ, ଜିଙ୍କ,ପୋଟାସିଅମ, ମ୍ୟାଗ୍ନେସିଅମ, ଭିଟାମିନ ବି , ଭିଟାମିନ ବି ୧, ବି ୨, ବି ୯, ବି ୩ । ଏହାର ବହୁତ ଗୁରୁତ୍ଵ ପୂର୍ଣ ଭୂମିକା ରହିଛି ଅଭ୍ୟୁଲେସନ କରାଇବାରେ । ଯଦି ଖାଇବାରେ ଏଇ ସବୁ ଖାଦ୍ଯରେ ନେଉଛନ୍ତି ତେବେ କୌଣସି ସମସ୍ଯା ହେବ ନହିଁ । ଏହାକୁ ଦିନରେ ଗୋଟିଏ ଥର ଖାଆନ୍ତୁ ।

Leave a Reply

Your email address will not be published. Required fields are marked *

Back to top button