ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କଲେ ଗସ୍ତରେ ୫ଟି ସଚିବ
![ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କଲେ ଗସ୍ତରେ ୫ଟି ସଚିବ 1 janatakhabar.in](https://janatakhabar.in/wp-content/uploads/2023/04/bhm-009-2.jpg)
ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ବ୍ରହ୍ମପୁର ଗସ୍ତକାଳରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ କରିଛନ୍ତି। ଏବେ ଯାତ୍ରା ଚାଲିଥିବାରୁ ସେ ସେଠାରେ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ପୂଜକ ଓ ମନ୍ଦିର କମିଟି ସହ ମନ୍ଦିରର ଉନ୍ନୟନ ନେଇ ଆଲୋଚନା କରିଥିଲେ। ଉନ୍ନୟନ ପାଇଁ ହୋଇଥିବା ମାନଚିତ୍ରକୁ ମଧ୍ୟ ଦେଖିବ ପରେ ଖୁବଶୀଘ୍ର ବିକାଶ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।