ଚିଟ୍‌ଫଣ୍ଡ୍‌ ମାମଲା : ପ୍ରଭାତ ବିଶ୍ୱାଳଙ୍କ ଆବେଦନ ହାଇକୋର୍ଟରେ ରଦ୍ଦ

କଟକ : ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ନେଇ ସିବିଆଇ ମାମଲାକୁ ରଦ୍ଦ କରିବା ଲାଗି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଥିଲେ। ମାନ୍ୟବର କୋର୍ଟ ଏହାକୁ ଖାରଜ କରିବା ସହିତ ୨ ମାସ ଭିତରେ ଚାର୍ଜ ଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ବର୍ଷକ ଭିତରେ ଟ୍ରାଏଲ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ସିସୋର ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button