ବ୍ୟାବସାୟିକ ଏଲ୍‌ପିଜି ସିଲିଣ୍ଡର୍‌ ଦାମ କମିଲା

ନୂଆଦିଲ୍ଲୀ : ଦେଶରେ ଆଜି ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ୯୧ଟଙ୍କା ୫୦ ପଇସା ହ୍ରାସଛି। କିନ୍ତୁ ୧୪.୨ କି.ଗ୍ରା. ବିଶିଷ୍ଟ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର୍‌ ଦାମ ଅପରିବର୍ତ୍ତିତ ରହିଛି।

ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ମାସରେ ବ୍ୟାବସାୟିକ ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟ ୩୫୦ ଟଙ୍କା ବୃଦ୍ଧି ହୋଇଥିଲା। କରିଥିଲେ। ଶନିବାର ତୈଳ କମ୍ପାନିମାନେ ଦର ସଂଶୋଧନ କରିବା ପରେ ମୂଲ୍ୟ ୯୨ ଟଙ୍କା ହ୍ରାସ ପାଇ ହୋଇଛି ୨୦୨୮କୁ ଖସିଛି। କୋଲକାତାରେ ଏହାର ଦାମ ୨୧୩୨ ଟଙ୍କା। ମୁମ୍ବାଇରେ ଏହି ଦର ୧୯୮୦ ଟଙ୍କା ଥିବାବେଳେ ଚେନ୍ନାଇରେ ୨୧୯୨.୫୦ ଓ କୋଲ୍‌କାତାରେ ୨,୧୩୨ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button