ବୁର୍ଲା ଭିସୁଟ ପରିସରକୁ ଗାଡ଼ି ମନା

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିସୁଟ କ୍ୟାମ୍ପସ ପରିସରରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ହଷ୍ଟେଲ୍ ପରିସରରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି।

ଖବର ଅନୁଯାୟୀ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଦୁଇ ଓ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ ଲଗାଯାଇଛି କଟକଣା। ନିୟମ ଉଲ୍ଳଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button