ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଉଢ଼ଉ ହୋଇଛି।

ଖବର ଅନୁଯାୟୀ ସୁନୀଲଙ୍କ ଆସିକା ପୈତୃକ ଘର ସମେତ ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେସ, ଭଞ୍ଜନଗର ସମ୍ପର୍କୀୟ ଘର, ଭୁବନେଶ୍ୱର ଘର ଓ ଅଫିସରେ ଏକ କାଳୀନ ୫ଟି ସ୍ଥାନରେ ଚଢଉ କରାଯାଇଛି। ସୁନୀଲଙ୍କ ବାପା ରେଞ୍ଜର ଥିଲେ। ୮ବର୍ଷ ହେଲା ସେ ଚାକିରିରୁ ଅବସର ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button