ଆନନ୍ଦପୁର : ଦୁର୍ଘଟଣାରେ ଶଶୁର, ଶାଶୂ ଓ ଜ୍ଵାଇଁ ମୃତ

ଆନନ୍ଦପୁର : ଆନନ୍ଦପୁରର ଷଡଙ୍ଗୀ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଶଶୁର, ଶାଶୂ ଓ ଜ୍ଵାଇଁ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଇକକୁ ଏଟିଏମ ଭ୍ୟାନ ଧକକା ଦେବାରୁ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଘସିପୁରା ଥାନା ଗୋହିରା ପଞ୍ଚାୟତ କଲାବିଲା ଗ୍ରାମର ସହଦେଵ ବେହେରା, ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ୱାଇଁ ଅଭିରାମ ବେହେରା।

Leave a Reply

Your email address will not be published. Required fields are marked *

Back to top button