ସିନ୍ଦେଙ୍କ କ୍ୟାମ୍ପରେ ଶିବସେନାନେତ୍ରୀ ନୀଲମ

ମୁମ୍ବାଇ : ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବରିଷ୍ଠ ସଦସ୍ୟା ତଥା ଶିବସେନାନେତ୍ରୀ ନୀଲମ ଗୋରହି ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି।

ଖବର ଅନୁଯାୟୀ ମୁମ୍ୱାଇ ଠାରେ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ସିନ୍ଦେ କ୍ୟାମ୍ପରେ ଯୋଗଦେଇଛନ୍ତି ନୀଲମ। ଏହି ଅବସରରେ ସେ କହିଛନ୍ତି ଶିବସେନା ସିନ୍ଦେଙ୍କ ନେତୃତ୍ୱରେ ଥିବା ସୁପ୍ରିମ୍‌କୋର୍ଟ କହିବା ଓ ମହିଳା ବିକାଶକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button