ପଶ୍ଚିମବଙ୍ଗ ବିଜେପି ଯୁବ ଶାଖା ନେତା ନିହତ

କୋଲ୍‌କାତା : ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଅନ୍ତର୍ଗତ ଇଟାହାରରେ ଆତତାୟୀମାନେ ବିଜେପି ଯୁବ ଶାଖାର ନେତା ମିଥୁନ ଘୋଷଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।

ସୋମବାର ଟୁଇଟ୍‌ କରି ଶ୍ରୀ ଅଧିକାରୀ ଲେଖିଛନ୍ତି ଉତ୍ତର ଦିନାଜପୁର ଜିଲ୍ଲା ବିଜେଓ୍ଵାଏମ୍‌ ଭିପି ମିଥୁନ ଘୋଷ ଇଟାହାରରେ ଆତତାୟୀମାନଙ୍କ ଗୁଳି ଚୋଟରେ ନିହତ ହୋଇଛନ୍ତି। ଏହା ତୃଣମୂଳ କଂଗ୍ରେସର ନିର୍ଦ୍ଦେଶରେ ହୋଇ ଥିବା ସ୍ପଷ୍ଟ ଜଣାପଡୁଛି। ଖାଉନ୍ଦଙ୍କ ଆଦେଶ ପାଳନ କରୁଥିବା ଏହି ରକ୍ତ ପିପାସୁ ଅସାମାଜିକ ଡାହାଳ କୁକୁରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button