ଭିଜିଲାନ୍ସ ଜାଲରେ ଫସିଲେ ଏଏସଓ

ଭୁବନେଶ୍ଵର : ଜଳ ସଂପଦ ବିଭାଗରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ସୌମ୍ୟରଞ୍ଜନ ଦାସ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଅଫିସରେ ୫ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ବେଳେ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button