ଏହି ରାଶି ଉପରେ ପଡିବ ଶନିଙ୍କ ବିପରିତ ଗତିର ପ୍ରଭାବ

ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ଜୀବନରେ ଘଟୁଥିବା ଘଟଣା ଗୁଡିକ ଗ୍ରହଚଳନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ବିଶେଷକରି ହିନ୍ଦୁ ଲୋକମାନେ ରାଶି, ନକ୍ଷେତ୍ର ଓ ଗ୍ରହ ଚାଳନ ଆଦିକୁ ବିଶ୍ୱାସ କରନ୍ତି। ସେହି ଆଧାରରେ ଜୁନ୍‌ ୧୭ ଠାରୁ ଶନିଙ୍କ ବିପରିତ ଗତି ଆରାମ୍ଭ ହେବ। ନଭେମ୍ବର ୪ ପର୍ଯ୍ୟନ୍ତ ଅର୍ଥାତ ୧୩୯ ଦିନ ଏହାର ପ୍ରଭାବ ରହିବ। ତେଣୁ ୫ଟି ରାଶିର ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେବେ ବୋଲି ଉହାଯାଇଛି। ଏହି ରାଶି ଗୁଡ଼ିକ ହେଲା…

କୁମ୍ଭ – ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଜୁନ୍‌ ୧୭ ତାରିଖ ରାତି ପ୍ରାୟ ୧୦.୪୮ରୁ ସମସ୍ୟା ଆରମ୍ଭ ହେବ। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅସଫଳତା ମିଳିବାର ସମ୍ଭାବନା। ଏହାଛଡା ଆର୍ଥିକ କ୍ଷତି ସହିତ କାମ ଅଧାରୁ ଅଟକିବାର ସମ୍ଭାବନା ରହିଛି।

ମେଷ – ଶନିଙ୍କ ବିପରିତ ଗତି ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରବଳ ଧନ ହାନୀ ଓ ବୈବାହିକ ଜୀବନରେ ସମସ୍ୟା ଦେଖାଦେବ। ଏପରିକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ବଢ଼ିବାର ସମ୍ଭାବନା ରହିଛି।

ବୃଷ – ଚାକିରି କ୍ଷେତ୍ରରେ ସମସ୍ୟା ସମସ୍ୟା ସୃଷ୍ଟି ଦେଖାଯିବ। ସହଯୋଗୀଙ୍କଠାରୁ ମିଳିବ ଅସହଯୋଗ। ଯେଉଁଠି ପାଇଁ ଚିନ୍ତାରେ ବଢିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତି କ୍ଷତି ସହିବାର ସମ୍ଭାବନା ରହିଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଦେବ।

କର୍କଟ – ଶନିଙ୍କ ବିପରିତ ଗତି କର୍କଟ ରାଶି ପାଇଁ ଆଦୌ ଶୁଭଙ୍କର ନୁହେଁ। ଧନ ହାନି ହେବ ସହିତ ଝଗଡ଼ା ହେବାର ସମ୍ଭାବନା ରହିଛି। ଚିନ୍ତା ବଢିବ। ଏହି ସମୟ ମଧ୍ୟରେ ଯାହା କରିବେ ସେଥିରେ ଭୁଲ ରହିବ।

ତୁଳା – ଚାକିରି କ୍ଷେତ୍ରରେ ସହଯୋଗୀଙ୍କଠାରୁ ଅସହଯୋଗ ମିଳିବ। ତେଣୁ ଅଧିକ ସଚେତନ ରହିବାକୁ ଆବଶ୍ୟକ। ବ୍ୟବସାୟୀମାନେ କ୍ଷତି ସହିବାର ସମ୍ଭାବନା ରହିଛି।

କୁମ୍ଭ – ମାନସିକ ଚିନ୍ତା ବଢ଼ିବ। କ୍ୟାରିୟରକୁ ନେଇ ଚିନ୍ତାଗ୍ରସ୍ତ ହେବ ସହିତ ଯେଉଁ କାର୍ଯ୍ୟ କରିବେ ପ୍ରଥମେ ଅସଫଳତା ମିଳିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button