ଖଣ୍ଡିଗିରି ଓ ଉଦୟଗିରିକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବାକୁ ଅପରାଜିତାଙ୍କ ଚିଠି

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଖଣ୍ଡଗିରି ଓ ଉଦୟଗିରିକୁ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ପ୍ରଦାନ କରାଯାଉ। ଏହି ମର୍ମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଚିଠିରେ ଲେଖିଛନ୍ତି ଭୁବନେଶ୍ୱରର ଏହି ସ୍ଥାନ ବହୁ ପୁରାତନ ଓ ଐତିହ୍ୟ ପାଇଁ ପ୍ରସିଦ୍ଧ ଅଟେ। ଯାହା ବିଶ୍ୱ ଐତିହ୍ୟରେ ସ୍ଥାନୀତ ପାଇଁ ଯୋଗ୍ୟ। ଯଦି ଏହାକୁ ୱାଲ୍ଡ ହେରିଟେଜ ସାଇଡର ମାନ୍ୟତା ମିଳେ ତେବେ ଏହି ଐତିହ୍ୟ ସ୍ଥଳ ଅଧିକ ସୁନ୍ଦର ଭାବେ ରକ୍ଷଣାବେକ୍ଷଣ ହୋଇପାରିବ।

Leave a Reply

Your email address will not be published. Required fields are marked *

Back to top button