ବାତ୍ୟା ପ୍ରତି ବାତ୍ୟା ବିପଦ ନାହିଁ
ଭୁବନେଶ୍ଵର : ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ। ପୂର୍ବ ଭାରତ ଉପକୂଳରୁ ମଧ୍ୟ ଟଳିଯାଇଛି ବିପଦ। ୧୪ ତାରିଖ ପୂର୍ବାହ୍ନରେ ଏହା କକ୍ସ ବଜାର ଏବଂ କାୟୁକପିୟୁ (ମିଆଁମାର) ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।