ବାଲି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରଭାବଶାଳୀ ବାଲି ବ୍ୟବସାୟୀଙ୍କ ଘର ଓ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଆୟକର ଚଢ଼ାଉ। ଏକାଧିକ ଟି୍ମ୍‌ ଏକା ସମୟକରେ ଚଢ଼ଉ କରିଥିବା ବେଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏପରି ଚଢ଼ଉ କରାଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲାର ବାଲି ବ୍ୟବସାୟୀଙ୍କ ଲୋଚାପଡ଼ା ଗୋବିନ୍ଦ ବିହାର ସ୍ଥିତ ୩ ମହଲା ଘର, ଉମାନଗର ସ୍ଥିତ କାର୍ଯ୍ୟାଳୟ, ପୁରୁଷୋତ୍ତମପୁର ଅରଖପୂର୍ ସ୍ଥିତ କ୍ରସର୍ ଉପରେ ଏକା ସଙ୍ଗେ ଚଢଉ ହୋଇଛି।

Leave a Reply

Your email address will not be published. Required fields are marked *

Back to top button