ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ୍‌

କେନ୍ଦୁଝର : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢ଼ଉ। ଏକକାଳୀନ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସନାତନ ମହାକୁଡ଼ଙ୍କ କେନ୍ଦୁଝର ବାସଭବନ, ନମ୍ବିରାରେ ଥିବା ପୈତୃକ ଘର, ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସ ସମେତ ଭୁବନେଶ୍ୱରର ୩ରୁ ୪ଟି ଠିକଣାରେ ଆୟକର ବିଭାଗ ଟିମ୍ ପହଞ୍ଚି ଯାଞ୍ଚ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button