୩ ନୂଆ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ଵ

ଭୁବନେଶ୍ଵର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଆଜି ସାମିଲ ହୋଇଥିବା ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ବଣ୍ଟନ କରିଛନ୍ତି।

ସୋମବାର ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଛି। ସେହିପରି ସୁଦାମ ମାର୍ଣ୍ଡି ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଥିବା ବେଳେ ଶାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button