ରେଳ ଦୁର୍ଘଟଣା ପାଇଁ ୪୮ ଟି ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ବିଭାଗର ଖଡଗପୁର ଡିଭିଜନ ତରଫରୁ ହାୱଡା-ଚେନ୍ନାଇ ଲାଇନରେ ୪୮ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି। ଏହାସହ ଅନେକ ଟ୍ରେନର ରୁଟ ପରିବର୍ତ୍ତନ ହୋଇଛି।

ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ସୂଚନା ପାଇବାକୁ ରେଳ ବିଭାଗ ତରଫରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବରକୁ ଫୋନ କରି ଲୋକମାନେ ଦୁର୍ଘଟଣା ଓ ସେମାନଙ୍କ ପରିଜନଙ୍କ ସଂପର୍କରେ ସୂଚନା ପାଇପାରିବେ।
ହେଲପଲାଇନ ନମ୍ବରଗୁଡିକ ହେଲା
ବିଜୟୱାଡା- ୦୮୬୬-୨୫୭୬୯୨୪
ରାଜମୁନ୍ଦିର-୦୮୮୩୨୪୨୦୫୪୧
ସମଲକୋଟ-୭୭୮୦୭୪୧୨୬୮
ନେଲ୍ଲୋର- ୦୮୬୧୨୩୪୨୦୨୮
ଓଁଗୋଲ-୭୮୧୫୯୦୯୪୮୯
ଗୁଡୁର-୦୮୬୨୪୨୫୦୭୯୫
ମୁଖ୍ୟାଳୟ ବାଣିଜ୍ୟକ ହେଲପଲାଇନ ନମ୍ବର- ୮୮୫୧୬ ଓ ବିଏସଏନଏଲ ନମ୍ବର- ୦୪୦-୨୭୭୮୮୫୧୬
ଏସଏଲଓ ହେଲପଲାଇନ ନମ୍ବର- ୭୩୮୨୬୨୯୯୦ (ବିଏସଏନଏଲ)
ଆରଜେୱାଇ ହେଲପଲାଇନ ନମ୍ବର- ୦୮୮୩-୨୪୨୦୫୪୧

Leave a Reply

Your email address will not be published. Required fields are marked *

Back to top button