ଭିଜିଲାନ୍ସ ଜାଲରେ ଫସିଲେ ମେଡିକାଲ ମୁଖ୍ୟ କିରାଣୀ

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ମେଡିକାଲର ମୁଖ୍ୟ କିରାଣୀ ମନୋଜ ଭଞ୍ଜ ଭିଜିଲାନ୍ସ ଆଜି ଜାଲରେ ଫସିଥିବା ଜଣାପଡିଛି।

ଖବର ଅନୁଯାୟୀ ମେଡିକାଲର ୪ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବକେୟା ବିଲ୍ ବୃଦ୍ଧି କରିଦେବା ପାଇଁ ମନୋଜ ଭଞ୍ଜ ୪ ଜଣଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ବାଲେଶ୍ୱର ଭିଜିଲାନ୍ସର ୬ ଜଣିଆ ଟିମ୍ ହାତରେ ଧରାପଡିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button